ହାଇକୋର୍ଟର ନୂଆ ଆଦେଶ: ପତି-ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ନୁହେଁ… ପଢନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆମ ଦେଶରେ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ତଥା ଗଣ ଦୁଷ୍କର୍ମ ଭଳି ଘଟଣା ଅନେକ ସମୟରେ ଦେଖା ଯାଉଛି । ଏହାର ଅଧିକାଂଶ ଘଟଣା ସୋସିଆଲ ମିଡିଆରେ ନଜର ଆସୁଛି । ତେବେ ଛୋଟ ଶିଶୁ ମାନେ ମଧ୍ୟ ଗଣ ଦୁଷ୍କର୍ମ ର ଶିକାର ହେବାର ନଜର ଆସୁଛନ୍ତି । କିନ୍ତୁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ କୁ ନେଇ ମଧ୍ୟ କିଛି ମହିଳା ମାନେ ପ୍ରତିବାଦ କରୁଛନ୍ତି । କିନ୍ତୁ ଏହି କଥା ଟି ପ୍ରକୃତ ରେ କେତେ ସତ ତାହା କହିବା କଷ୍ଟକର ଅଟେ ।

ତେବେ ଏ ନେଇ ବର୍ତ୍ତମାନର ବଡ ଖବର ହେଉଛି ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ହେଉଥିବା ଶାରୀରିକ ସମ୍ପର୍ତ୍କକୁ ଏବେ ଆଉ ଗଣ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହି । ଏହା ସହ ସମ୍ପର୍କକୁ ଯୌନ ଦୁଷ୍କର୍ମ ବଜାୟ ଭାବେ ସାମିଲ କରାଯାଇ ପାରିବ ନାହି ବୋଲି କହିଛନ୍ତି ଦିଲ୍ଲୀ ହାଇ କୋର୍ଟ ।

ଏ ନେଇ ଏକ ମାମଲାର ଶୁଣାଣୀ କରିବାକୁ ଯାଇ ଗତ ମଙ୍ଗଳବାର ଦିନ ଦିଲ୍ଲୀ କୋର୍ଟ ଏଭଳି ନୂଆ ନିସ୍ପତି ନେଇଛନ୍ତି । ସୂଚନା ଯୋଗ୍ୟ କି ହୃଦୟ ନାମକ ଏକ ଏଞ୍ଜୀଓର ବୈବାହିକ ଦୁଷ୍କର୍ମର ପିଟିସନ ଉପରେ ବିଚାର କରି କୋର୍ଟ ଏଭଳି ନିସ୍ପତି ନେଇଛନ୍ତି ।

ପିଟିସନ ଅନୁଯାୟୀ ଘରୋଇ ହିଂସା ଆଇନ ଧାରା-୩ ଅନୁଯାୟୀ ମହିଳା ମାନଙ୍କର ସମାନ ହାନି କରୁଥିବା ଯେ କୌଣସି ପ୍ରକାରର ଯୌନ ସମ୍ପର୍କ କୁ ଦୁଷ୍କର୍ମ ଭାବରେ ସାମିଲ କରିବା ପାଇଁ ଆବେଦନ କରା ଯାଇଥିଲା । କିନ୍ତୁ ଏ ନେଇ ଦିଲ୍ଲୀ ହାଇ କୋର୍ଟ ଏହାର ଶୁଣାଣୀ କରି କହିଥିଲେ ଯେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ଶାରୀରିକ ସମ୍ପର୍କ କୁ ଦୁଷ୍କର୍ମ ଭାବେ ଗ୍ରହଣ କରାଯିବ ନାହି ।

ଦିଲ୍ଲୀ ହାଇ କୋର୍ଟ ଶୁଣାଣୀ କରିଥିବା ଏଭଳି ରାଏ ଉପରେ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଉପରେ କିପରି ପ୍ରଭାବ ପଡିବ ତାହା ସମୟ କହିବ । ତେବେ କୋର୍ଟର ଏହି ନିସ୍ପତି ଉପରେ ସାଧାରଣ ଜନତା ମାନେ କିଭଳି ପ୍ରତିକ୍ରିୟା ଦେବେ ତାହା ଦେଖିବା ବାକି ରହିଲା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *