ଠାକୁର ପୂଜା ସମୟରେ ଦୀପ ହଠାତ ଜୋରରେ ଜାଲିଲେ କେଉଁ ସଂକେତ ମିଳିଥାଏ ? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ନୀତିଶିକ୍ଷା ବା ଅନୁଚିନ୍ତା ନେଇ ଆସିଛୁ ଯାହା ମାନବ ସମାଜରେ କଲ୍ୟାଣ ରେ ଆସିଥାଏ । ଏହାର ପ୍ଳାନ କରିଲେ ମଣିଷ ଜୀବନର ହିତ ହୋଇଥାଏ । ଏହି ସବୁ ଅନୁଚିନ୍ତା ଗୁଡିକର ପାଳନ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ରାତିରେ ଶୋଇବା ସମୟରେ ମନ୍ଦିର ବା ଠାକୁରଙ୍କ ମୂର୍ତ୍ତି ସ୍ଵପ୍ନରେ ଦେଖନ୍ତି ତେବେ ଈଶ୍ବରଙ୍କ କୃପା ପ୍ରାପ୍ତ ହୋଇଥାଏ । ଯଦି କୌଣସି ଦିନ ସକାଳେ ଦର୍ପଣ ଦେଖିବା ସମୟରେ କିଛି ପରିବର୍ତ୍ତନ ନଜର ଆସିଥାଏ ତେବେ ଶୁଭ ହୋଇଥାଏ ।

୨- କୌଣସି ଦିନ ସକାଳୁ ସମ୍ପର୍କୀୟଙ୍କ ସହ ସାକ୍ଷାତ ହୁଏ ତେବେ ଶୁଭ ସଂକେତ ହୋଇଥାଏ । ଶରୀରର ଡାହାଣ ଅଙ୍ଗରା କୌଣସି ଦିନ କମ୍ପନ ଦେଖାଦିଏ ତେବେ ସୁଖ ସମୃଦ୍ଧି ସହ କାର୍ଯ୍ୟରେ ସଫଳ ହେବାର ସଂକେତ ମିଳିଥାଏ ।

୩- ଘରୁ ବାହାରିବା ସମୟରେ କେହି ଜଣେ ପାଣି ଭରା ମାଠିଆ ବା କ୍ଷୀର ପାତ୍ର ନେବାର ଦେଖନ୍ତୁ ତେବେ ଶୁଭ ସମୟର ଆଗମନର ହେବାର ସୂଚନା ମିଳିଥାଏ । ସକାଳୁ ଯାତ୍ରା କରିବା ସମୟରେ ଆଗରେ ବାଳକ ବା ବାଳିକାଙ୍କ ମୁଖ ଦେଖନ୍ତି ତେବେ କାର୍ଯ୍ୟରେ ସଫଳ ହେବାର ସୂଚନା ମିଳିଥାଏ ।

୪- ସକାଳୁ ଗାଈ ବାଛୁରିକୁ କ୍ଷୀର ଦେବାର ଦେଖିଲେ ଶୁଭ ସମୟର ଆଗମନ ହୋଇଥାଏ । ଅଯଥା ଖର୍ଚ୍ଚ ଅଟକି ଯିବା ସହ ଧନ ସଞ୍ଚୟ ହୋଇଥାଏ ତେବେ ଭଲ ସମୟର ଆଗମନ ହେବାର ସୂଚନା ମିଳିଥାଏ । କୌଣସି ଦିନ ଘର ଉପରେ ମାଙ୍କଡ ବା ପକ୍ଷୀ ଫଳ ଖାଇ ପକାନ୍ତି ତେବେ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୫- ଅଚାନକ କିଛି ପଇସା ବା ଧନ ପ୍ରାପ୍ତ ହୁଏ ତେବେ ମା ଲକ୍ଷ୍ମୀଙ୍କ କୃପା ହେବାର ସୂଚନା ମିଳିଥାଏ । ସନ୍ଧ୍ୟା ସମୟରେ ରାସ୍ତାରେ ପଇସା ପଡିବାର ଦେଖନ୍ତି ତେବେ ଖରାପ ସମୟ ଶେଷ ହୋଇ ଭଲ ସମୟର ସୂଚନା ମିଳିଥାଏ ।

୬- ଠାକୁର ପୂଜା କରିବା ସମୟରେ ଧୂପକାଠିର ଧୂଆଁରେ ଓମ ବା ସ୍ଵସ୍ତିକ ଚିହ୍ନର ଆକାର ଦେଖାଯାଏ ତେବେ ଶୁଭ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଠାକୁରଙ୍କୁ ଅର୍ପଣ କରାଯାଇଥିବା ଫୁଲ ଆପଣଙ୍କ ଆଡକୁ ପଡିଥାଏ ତେବେ ଶୁଭ ହୋଇଥାଏ ।

୭- ଯଦି ଠାକୁର ପୂଜା କରିବା ସମୟରେ ଦୀପର ଶିଖା ଅଚାନକ ଜୋରରେ ଜଳିବାକୁ ଲାଗେ ତେବେ ସବୁ ଦୁଖ ଦୂର ହେବାର ସୂଚନା ମିଳିବା ସହ ଶୁଭ ସଂକେତ ପ୍ରାପ୍ତ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଭିକାରି ବା ସାଧୁ ଭିକ୍ଷା କରିବାକୁ ଆସିଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।

୮- ଠାକୁର ପୂଜା କରିବା ସମୟରେ ଗାଈ ଘରର ଦ୍ବାରରେ ଠିଆ ହେଲେ ଶୁଭ ହୋଇଥାଏ । ଠାକୁର ପୂଜା କରିବା ସମୟରେ ସମ୍ପର୍କୀୟ ଘରକୁ କିଛି ଜିନିଷ ନେଇ ଆସନ୍ତି ତେବେ ଈଶ୍ବରଙ୍କ କୃପା ଲାଭର ସଂକେତ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *