ହୋମିଓପ୍ୟାଥି ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ! ନଚେତ ହୋଇପାରେ ଏହି ବଡ ଅସୁବିଧା…

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆମେ ଆପଣଙ୍କୁ ଅନେକ ପ୍ରକାର ତଥ୍ୟ ପ୍ରାଦାନ କରୁ, ତେବେ ଆଜି ଆମେ ଏକ ମହତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିବା । ତେବେ ଆପଣ ଶୁଣିଥିବେ ଏଲୋପାଥି ଠାରୁ ଅଧିକ ହୋମୀୟପାଥୀ ଅଧିକ ଭଲ । କିନ୍ତୁ କିଛି ଲୋକ ଏହାର ସଠିକ ଭାବେ ସେବନ କରିବା ଜାଣି ନଥିବାରୁ ଏହା ବେଳେ ବେଳେ ଠିକ କାମ ଦିଏ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଖାସ କଥା ।

ତେବେ ଆପଣ ତ ଜାଣିଥିବେ ହୋମିଓପାଥି ଔଷଧର ବ୍ୟବହାର ଅନେକ ଲୋକ କରୁଛନ୍ତି କିନ୍ତୁ ଏହାର ବ୍ୟବହାର କରିବାରେ ଯଦି କିଛି ବିଶେଷ କଥାକୁ ଧ୍ୟାନ ନ ଦେଉଛନ୍ତି ତେବେ ଏହା ଆପଣଙ୍କୁ ବହୁତ ବଡ଼ ରୋଗରେ ମଧ୍ୟ ପକାଇ ପାରେ l ଚାଲନ୍ତୁ ଜାଣିବା ହୋମିଓପାଥିକୁ କିପରି ବ୍ୟବହାର କଲେ ଆମେ ଅନେକ ଫାଇଦା ପାଇ ପାରିବା ।

୧. ହୋମିଓପାଥି ଔଷଧ ଖାଇବା ପୂର୍ବରୁ କିମ୍ବା ପରେ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ କାରଣ ଏହାର ପ୍ରଭାହରେ ଔଷଧ କାମ କରିନଥାଏ l

୨. ଏହି ଔଷଧ ଖାଇବାର ୧୦ ମିନିଟି ପୂର୍ବରୁ କିମ୍ବା ପରେ କିଛି ଖାଆନ୍ତୁ ନାହିଁ l

୩. ହୋମିଓପାଥି ଖାଇବା ପରେ ଖଟା ଖାଆନ୍ତୁ ନାହିଁ l

୪. ହୋମିଓପାଥି ଖାଇବା ପୂର୍ବରୁ ପାଟି ଏବଂ ଜିଭକୁ ଭଲ ଭାବରେ ସଫା କରନ୍ତୁ

୫. ହୋମିଓପାଥି ଔଷଧକୁ ପୁରା ହାତକୁ ବାହାର କରନ୍ତୁ ନାହିଁ କାରଣ ଏପରି କରିବା ଦ୍ୱାରା ଏଥିରେ ଥିବା ସ୍ପିରିଟ ଉଡ଼ିଯାଏ ଯାହା ଫଳରେ ଔଷଧର ପ୍ରଭାହ କମିଯାଏ l

୬. ହୋମିଓପାଥି ଔଷଧକୁ ଖାଇ ସାରିବା ପରେ କେବେ ବି ଖୋଲା ରଖନ୍ତୁ ନାହିଁ l ଖାଇ ସାରିବା ପରେ ତାର ଖୋଳାକୁ ଭଲ ଭାବରେ ବନ୍ଦ କରି ସାମାନ୍ୟ ତାପମାତ୍ରାରେ ରଖନ୍ତୁ l

୭. ହୋମିଓପାଥି କୁ ଅନ୍ୟ ଔଷଧ ସହ ମିଶାଇ ରଖନ୍ତୁ ନାହିଁ , ଏହା ଦ୍ୱାରା ଏହାର ପ୍ରଭାହ କମ ପଡିଥାଏ l

Leave a Reply

Your email address will not be published. Required fields are marked *