କେମିତି ପାଠ ପଢିଥାନ୍ତି ଟପର ଷ୍ଟୁଡେଣ୍ଟ ? ବାସ କରନ୍ତୁ ଏହି କାମ

ଆମ ମାଇଣ୍ଡ ସବୁବେଳେ ସହଜ କାମ କରିବା ପାଇଁ ଚେଷ୍ଟା କରିଥାଏ ଓ ହାର୍ଡ କାମକୁ ସାଇଡ କରିଥାଏ, ଯେମିତିକି ଉଦାହରଣ ସ୍ୱରୂପ ଯଦି ଆପଣଙ୍କୁ ଗରମ ଲାଗୁଛି ଓ ଆପଣ ସୋଇଛନ୍ତି, ତେବେ ଆଗ ଆପଣଙ୍କ ମାଇଣ୍ଡ ଏହା ଡ଼ିଶାଇଡ କରିଥାଏ ଯେ ସ୍ଵିଚ କେତେ ପାଖରେ ଅଛି ଓ ଯଦି ପାଖରେ ଅଛି ତେବେ ଆପଣଙ୍କ ମାଇଣ୍ଡ ଏହାକୁ ସୋଇ ସୋଇ ବନ୍ଦ କରିବାକୁ କହିଥାଏ କିନ୍ତୁ ବହୁତ ଚେଷ୍ଟା ପରେ ଯେତେବେଳେ ଏହା ସମ୍ଭବ ହୋଇ ନଥାଏ ସେତେବେଳେ ଏହା ଆପଣଙ୍କୁ ଉଠି ଯାଇ ବନ୍ଦ କରିବାକୁ କହିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଟପର ମାନେ କେମିତି ପାଠ ପଢନ୍ତି ତାହା ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

ଟପର ମାନେ ମଧ୍ୟ ଆପଣ ଓ ଆମ ଭଳି ସାମାନ୍ଯ ଲୋକ ହୋଇଥାନ୍ତି, ତେବେ ତାଙ୍କୁ ମଧ୍ୟ ପଢିବାକୁ ଆଗ ଇଛା ହୋଇନଥାଏ ଓ ତାଙ୍କୁ ମଧ୍ୟ ଶୋସୀଅଲ ମିଡିଆ ଦେଖିବାକୁ ଇଛା ହୋଇଥାଏ କିନ୍ତୁ ସେ ତାଙ୍କ ମନକୁ କଣ୍ଟ୍ରୋଲ କରିଥାନ୍ତି କେମିତି ଆସନ୍ତୁ ଜାଣିବା । ସକାଳେ ଉଠି ଆପଣ ସର୍ବ ପ୍ରଥମେ ଆପଣଙ୍କ ଡେଲି ରୁଟିନ ଲେଖନ୍ତୁ ଆପଣଙ୍କ କେତେ ସିଲାବସ ଅଛି ଓ ଆପଣଙ୍କୁ କେତେ ଆଜି ସାରିବାକୁ ହବ ଓ ଏହା ଛଡା କାଲି ଯଦି ଆପଣ ନିଜ କାମ କମ୍ପ୍ଲିଟ କରି ପାରିଲେ ନାହିଁ ତେବେ କଣ ପାଇଁ ।

Image Courtesy: Google

ଏହା ଦ୍ଵାରା ଆପଣଙ୍କ ମାଇଣ୍ଡ ଉପରେ ଗୋଟେ ପ୍ରେସର ରହିବ ଯେ ଆଜି ଯଦି ଏହା କମ୍ପଲିଟ ହବ ନାହିଁ ତେବେ ଆପଣଙ୍କୁ କାଲି ଡବଲ କାମ କରିବାକୁ ହବ, ତେବେ ପ୍ରଥମେ ଡେଲି ରୁଟିନରେ କାମ କରିବା ଶିଖନ୍ତୁ ଓ ନିଜକୁ ଅନୁଶାସିତ ରଖନ୍ତୁ । ତେବେ ବହୁତ ଲୋକ ପ୍ଳାନଈଂ ଭଲ କରନ୍ତି କିନ୍ତୁ ତାକୁ କରନ୍ତି ନାହିଁ ଏହା ଛଡା ବହୁତ ଲୋକ ପରିଶ୍ରମ କରନ୍ତି କିନ୍ତୁ ବଡ ପ୍ଳାନଈଂ କରନ୍ତି କିନ୍ତୁ ଯେଉଁ ମାନେ ସବୁ ଦିନ ରୁଟିନ ତିଆରି କରନ୍ତି ଓ ତା ଅନୁଯାଇ ପ୍ରିପେୟର କରନ୍ତି ସେହି ଭଳି ଲୋକ ନିଜ ଜୀବନରେ ବହୁତ କିଛି ପାଇଥାନ୍ତି ।

Image Courtesy: Google

ତେବେ ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ କମ ପଢୁଛନ୍ତି ଆପଣ ଏହା ଠାରୁ ଅଧିକ ପଢି ପାରିବେ ତେବେ ଆପଣ ନିଜ ଡେଲି ରୁଟିନ ଚେଞ୍ଜ କରନ୍ତୁ ବା ଯଦି ଆପଣଙ୍କୁ ଲାଗୁଛି ଯେ ଆପପନ ବହୁତ ଅଧିକ ଅଭ୍ଯାସ କରୁଛନ୍ତି ଆପଣଙ୍କୁ କିଛି କମ କରିବା ଉଚିତ ତେବେ ଆପଣ ନିଜ ରୁଟିନ ମେଣ୍ଟେନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ହବ ଓ ଆପଣ ନିଜ ଟାର୍ଗେଟ ନିଶ୍ଚିନ୍ତ ପ୍ରାପ୍ତ କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *