ପତ୍ନୀ- ଝରକାରେ ପରଦା ଲଗେଇ ଦିଅ, ନୂଆ ପଡୋଶୀ ବାରମ୍ବାର ମୋତେ….

ଯେଉଁ ଭଳି  ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ । ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

ଆମେ ଆପଣଙ୍କ ପାଇଁ ଏମିତି ମାଜଦାର ଜୋକସ ନେଇକି ଆସିଛୁ ଯାହା ଆପଣ ପଢିଲେ ହସି ହସି ଗଡିଯିବେ । ତ ଆସନ୍ତୁ ଆରମ୍ଭ କରିବା ହସର ପସରା ।

Image Courtesy: Google

ଜୋକ-୧

ଆଣ୍ଟି (ଗୋଟେ ଝିଏକୁ ) ପଚାରିଲା- ବିବାହ ହୋଇଛି ତୁମର ?

ଝିଅ – ହଁ ଆଣ୍ଟି

ଆଣ୍ଟି- ପୁଅ କଣ କରୁଛି .?

ଝିଅ – ପସ୍ତଉଛି ଏବେ .!!!

ଜୋକ-୨

ଶଶୁର ( ଜ୍ଵାଇଁ କୁ ) – ଅମୂଲ୍ୟ ରତ୍ନ ଭଳି, କୋଟିର ଝିଅ ଦେଇଛି ତୁମକୁ .

ଜ୍ଵାଇଁ – ଥାଉ ଆଉ କୁହନି .

ଏବେ କୁହନ୍ତୁକି କେତେରେ ଫେରାଇ ନେବେ .?

Image Courtesy: Google

ଜୋକ-୩

ପାଗଳ ଖାନରେ ଗୋଟେ ଡାକ୍ତର ରୋଗୀମାନଙ୍କ ସହିତ ବୁଲି ବୁଲି ଦେଖା କରୁଥିଲା .

ଗୋଟେ ରୋଗୀ ପାଖରେ ପହଞ୍ଚିଲା, ସେ ରୋଗୀ କହିଲା ଡାକ୍ତର ବାବୁ

ଆପଣ ପୂର୍ବ ଡାକ୍ତରଙ୍କଠାରୁ ବହୁତ ଭଲ ଅଟନ୍ତି .

ଡାକ୍ତର ରୋଗୀ କଥା ଶୁଣି ଖୁସି ହୋଇ ପଚାରିଲା

କେମିତି ଲାଗିଲାକି ମୁଁ ବହୁତ ଭଲ ବୋଲି .

ରୋଗୀ ଖୁସି ହୋଇ କହିଲାକି

ଆପଣ ଆମଭଳି ଲାଗୁଛନ୍ତି ..!!!

Image Courtesy: Google

ଜୋକ-୪

କଟୁ ସତ୍ୟ

ବେସୀ ନଖରାତ ବାହାଘର ପୂର୍ବରୁ ଦେଖିଥାନ୍ତି ସାହେବ

ବାହାଘର ପରେତ

ନାଉର ଭଜା ଖାଇ କହିବାକୁ ପଡିଥାଏ –

‘ ତୁମ ହାତରେତ ଜାଦୁ ଅଛି ଜାନୁ ‘ !!!

ଜୋକ-୫

ପତ୍ନୀ – ଝରକାରେ ପରଦା ଲଗେଇ ଦିଅ,

ନୂଆ ପଡୋଶୀ ବାରମ୍ବାର ମୋତେ ଦେଖିବାକୁ ଚେଷ୍ଟା କରୁଛି ।

ପତି – ଗୋଟେ ଥର ଭଲକି ଦେଖିବାକୁ ଦିଏ ସେ ନିଜେ ପରଦା ଲଗେଇଦେବ !!!

Image Courtesy: Google

ଜୋକ-୬

ଗୋଟେ ପେଟ୍ରୋଲ ପମ୍ପରେ ମଜାଦାର ବୋର୍ଡ ଲାଗିଥିଲା,

ଯାହା ଉପରେ ଲେଖଥିଲା – କୃପାକରି ଏଠାରେ ଧୂମ୍ରପାନ କରନ୍ତୁ ନାହିଁ ।

ଆପଣଙ୍କ ଜୀବନର ମୂଲ୍ୟ କିଛି ଥାଉକି ନଥାଉ,

ପେଟ୍ରୋଲର ମୂଲ୍ୟ ବହୁତ ଅଟେ .!!!

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *