ଦୁନିଆରେ ଭଗବାନ ସମସ୍ତଙ୍କୁ ଅଲଗା ଅଲଗା ଚରିତ୍ର ଦେଇଥାନ୍ତି ତେବେ କେଉଁ ମଣିଷ କେବେ କଣ ଚିନ୍ତା କରିଥାଏ ତାହା ସେହି ମଣିଷ ଉପରେ ନିର୍ଭର କରିଥାଏ କିନ୍ତୁ ଶାସ୍ତ୍ର ଅନୁଯାଇ ମଣିଷକୁ କେବେ କୌଣସି ଯିବ ବା ମଣିଷ ବିଷୟରେ ଭୁଲ ଚିନ୍ତାଧାରା କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଅଣିଷ୍ଠ ହୋଇଥାଏ । ଦୁନିଆରେ ସମସ୍ତଙ୍କ ଭିତରେ ସକାରାତ୍ମକ ଓ ନକାରାତ୍ମକ ଭାବ ରହିଥାଏ, ତେବେ ସେହି ଲୋକ ନିଜକୁ ଦୁନିଆ ଆଗରେ କିଭଳି ରଖିବ ଏହା ତା ଉପରେ ନିର୍ଭର କରିଥାଏ ।
ଦୁନିଆରେ କେହି ବି ସମ୍ପୂର୍ଣ ଭାବରେ ସକାରାତ୍ମକ ବା ସମ୍ପୂର୍ଣ ଭାବରେ ନକାରାତ୍ମକ ହୋଇ ନଥାଏ । କାହା ଭିତରେ ସକାରାତ୍ମକ ଭାବ ଅଧିକ ହୋଇଥାଏ କାହା ଭିତରେ କମ, ତେବେ ଆପଣଙ୍କୁ କଣ ଦେଖା ଯାଉଛି କୁହନ୍ତୁ ଓ ଜାଣନ୍ତୁ ଗୋଟେ ବିଶେଷ କଥା ।

୧. ଯେଉଁ ଲୋକଙ୍କୁ ଏହି ଚିତ୍ରରେ ପ୍ରଥମେ ଜଣେ ମହିଳା ଦେଖା ଦିଅନ୍ତି ସେହି ଲୋକ ବହୁତ ଭଲ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ନିଜେ ଖୁସି ରହିବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ରେ ରଖିଥାନ୍ତି ଏହି ଭଳି ଲୋକ କେବେ ବି ଅନ୍ୟ ଲୋକଙ୍କୁ ବୋର କରନ୍ତି ନାହିଁ ଏହି ଭଳି ଲୋକ ଯାହାକୁ ପସନ୍ଦ କରନ୍ତି ତା ପାଖେ ପାଖେ ରୁହନ୍ତି, ଓ ତାଙ୍କ ସବୁ କାମରେ ସାହାଜ୍ଯ କରନ୍ତି ।

ଏହି ଭଳି ଲୋକଙ୍କୁ ଅନ୍ୟ ଲୋକଙ୍କ କଥା ଅଧିକ ପ୍ରଭାବିତ କରିନଥାଏ, ଏହି ଭଳି ଲୋକଙ୍କ ନେଚର ବହୁତ ଭାଉକ ହୋଇଥାଏ, ଏହା ଛଡା ଏହି ଭଳି ଲୋକଙ୍କ ପାର୍ଟନର ତାଙ୍କୁ ବହୁତ ଭଲ ପାନ୍ତି ଓ ତାଙ୍କୁ କେବେ ଧୋକା ଦିଅନ୍ତି ନାହିଁ । ଆପଣ କାହାକୁ ପସନ୍ଦ କଲା ପରେ ସେହି ସମ୍ପର୍କରେ ଇମାନ୍ଦାରୀ ସହ ବାନ୍ଧି ହୋଇଥାନ୍ତି ଓ ଜୀବନ ସାରା ଏକାଠି ରହିବାର ବଚନ ମଧ୍ୟ କରନ୍ତି ।

୨. ଯେଉଁ ଲୋକଙ୍କୁ ପ୍ରଥମ ନଜରରେ ବୁଢା ଲୋକ ଦେଖା ଦେଇଥାଏ ସେହି ଭଳି ଲୋକ ସମ୍ପର୍କ ଓ ଭାବନାରେ ବହୁତ ବିଶ୍ଵାସ କରନ୍ତି, ଏହି ଭଳି ଲୋକଙ୍କୁ କେବେ ଅବିଶ୍ଵାସ କରନ୍ତୁ ନାହିଁ କାହିଁକିନା ତାଙ୍କୁ ବହୁତ କଷ୍ଟ ହୋଇଥାଏ ଏହା ଜାଣି, ଏହି ଭଳି ଲୋକ ନିଜେ ସୁଖରେ ରହିବା ସହ ଅନ୍ୟ ଲୋକକୁ ମଧ୍ୟ ଖୁସି ଡବାରେ ଲାଗି ରୁହନ୍ତି । ତେବେ ଆପଣଙ୍କ ସ୍ଵଭାବ ବହୁତ ଖୋଲା ବିଚାରର ଅଟେ ଆପଣ ଅନ୍ୟ ଲୋକଙ୍କୁ ଖୁସି କରିବା ସହ ନିଜେ ବି ବହୁତ ଖୁସି ରେ ରୁହନ୍ତି । ଆପଣ ମାନେ କାହା କଥା ଧରନ୍ତି ନାହିଁ କିନ୍ତୁ ଭଲ ପାଇବାରେ ଆପଣଙ୍କୁ ଛୋଟ କଥା ମଧ୍ୟ ଖରାପ ଲାଗିଥାଏ ।