ଆଜି ଆମେ ଆପନାଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିବାକୁ ଯାଉଛୁ ଯାହା ଜାଣିବା ଆପଣ ମାନଙ୍କ ପାଇଁ ଆବଶ୍ୟକ ଅଟେ । ତେବେ ଯେତେ ପ୍ରଶ୍ନ ଉତ୍ତର ଆପଣ ଦେଇ ପାରିବେ ଆପଣ ଦିଅନ୍ତୁ ଏହା ପରେ ଆମେ ଆପଣଙ୍କୁ ସଠିକ ଉତ୍ତର କହିବୁ । ଏହିସବୁ ପ୍ରଶ୍ନ ନିଶ୍ଚିନ୍ତ ଆପଣମାନଙ୍କ ମୁଣ୍ଡକୁ କେବେ ନା କେବେ ଆସିଥିବ । ତେବେ ଆଜି ସେହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଆମେ ଆପଣଙ୍କ ପାଇଁ । ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ଓ ଅନ୍ୟ ସାଙ୍ଗ ମାନଙ୍କୁ ମଧ୍ୟ ପଚାରନ୍ତୁ ଏହି ଉତ୍ତର ।
୧. ସକାଳ ଖାଲି ପେଟରେ ପାଣି ପିବା ଦ୍ଵାରା ଆମକୁ କଣ ଲାଭ ପ୍ରାପ୍ତ ହୋଇଥାଏ ?
ଉତ୍ତର – ସକାଳେ ଉଠି ଉଷୁମ ପାଣି ସେବନ କରିବା ଦ୍ଵାରା ଆମ ଶରୀର ପାଚନ କ୍ରିୟା ଭଲ କାମ କରିଥାଏ । ସକାଳେ ଗରମ ପାଣି ପିବା ଦ୍ଵାରା ଆମ ମୋଟାପଣ କମ ହୋଇଥାଏ, ଏହା ଛଡା ଉଷୁମ ପାଣି ପିବା ଦ୍ଵାରା ଏହା ଆମ ଶରୀର ତାପମାତ୍ରା ବଢାଇଥାଏ । ତେବେ ଏହା ଦ୍ଵାରା ଆପଣଙ୍କୁ ସମୟ ଆଗରୁ ବୁଢାପା ଆସିବ ନାହିଁ ବହୁତ ଲୋକଙ୍କ ବୟସ କମ ହୋଇଥାଏ କିନ୍ତୁ ସେ ବୁଢା ଭଳି ଦେଖା ଯାଇଥାନ୍ତି, ତେବେ ଏହି ଭଳି ଲୋକଙ୍କୁ ଉଷୁମ ପାଣି ସେବନ କରିବା ଉଚିତ ଅଟେ ।
୨. ସକାଳ ବାସୀ ଲାଳ ଲାଭ କଣ ଅଟେ ?
ସକାଳ ବାସୀ ଲାର ବହୁତ ଲାଭକାରୀ ଗୁଣ ହୋଇଥାଏ, ଲାରରେ ଏମିତି ୧୮ ତତ୍ଵ ଥାଏ ଯାହା ମାଟିରେ ଦେଖିବାକୁ ମିଳିଥାଏ, ଯଦି ଆପଣଙ୍କ ଆଖି ଆଖ ପାଖରେ କଳା ଘେରା ଅଛି ତେବେ ସକାଳ ବାସୀ ଲାରକୁ ନିଜ ଆଖି ଆଖ ପାଖରେ ଲଗାନ୍ତୁ ଏହା ଦ୍ଵାରା ଆପଣଙ୍କ ଆଖି କଳା ଦୂର ହୋଇଯିବ । ସକାଳ ବାସୀ ଲାର ଆଖିରେ କାଜଲ ଭଳି ଲଗାଇଲେ ଆପଣଙ୍କ ଆଖି ଦ୍ରୁଷ୍ଟି ବଢିଥାଏ । ଯଦି କାହାକୁ କୁଣ୍ଡିଆ ରୋଗ ଅଛି ତେବେ ତାଙ୍କୁ ଲାର ନେଇ ସେହି ଜାଗାରେ ସକାଳ ସମୟରେ ଲଗାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଥାଏ ।
୩. ଶୋଇବା ଆଗରୁ କଣ କରିବା ଲାଭଦାୟକ ହୋଇଥାଏ ?
ଉତ୍ତର – ଶୋଇବା ଆଗରୁ ଯଦି ଆପଣ ଥଣ୍ଡା ପାଣିରେ ନିଜ ପାଦ ଧୁଅନ୍ତି ତେବେ ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ । ଶୋଇବା ଆଗରୁ ଉଷୁମ ଖିର ପିବା ଦ୍ଵାରା ଆପଣଙ୍କୁ ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ । ଆପଣ ଯାହା କାର୍ଯ୍ୟ କରୁଛନ୍ତି ତାହା ଛାଡି ନିୟମିତ ସମୟରେ ଶୋଇବା ଉଚିତ ।
୪. କେଉଁ ଅଭ୍ଯାସ ଅଟେ ଯାହା ଲୋକଙ୍କୁ ଧନୀ ବନେଇଥାଏ ?
ଉତ୍ତର – ଆମ ଅନୁଭବ ଅନୁଯାଇ କେବଳ ଗୋଟେ ଅଭ୍ଯାସ ମଣିଷକୁ ଧନୀ ବନେଇଥାଏ ତାହା ହେଉଛି ଅନୁଶାସନ, ଆପାନଙ୍କୁ ଅନୁଶାସନ ଅନୁଯାଇ ରହିବା ଉଚିତ କାହିଁକିନା ଅନୁଶାସିତ ବ୍ୟକ୍ତି ନିଜ ଜୀବନରେ ସବୁ କିଛି ପ୍ରାପ୍ତ କରିଥାଏ ।
୫. କେଉଁ ଭଳି ଲୋକଙ୍କୁ ଘରକୁ ଡାକିବା ଉଚିତ ନୁହ ?
ଯେବେ ବି ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇଥାଏ ତେବେ ନିଜ ଘରେ ନକାରାତ୍ମକ ଭାବନା ରଖୁଥିବା ଲୋକଙ୍କୁ ଡାକିବା ଉଚିତ ନୁହ । ଏମିତି ଲୋକ ଯିଏ ଅନ୍ୟକୁ ଖରାପ ଓ ନିଜକୁ ଭଲ କହିଥାନ୍ତି ଏହି ଭଳି ଲୋକଙ୍କୁ କେବେ ନିଜ ଘରକୁ ଡାକନ୍ତୁ ନାହିଁ କାହିଁକିନା ଏହି ଭଳି ଲୋକ ଚରିତ୍ରହିନ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।