ବଲୀଉଡର ଏହି ଅଭିନେତ୍ରୀମାନେ ଯିଏ ଉଠାଇଲେ ଲକଡାଉନର ଫାଇଦା ଓ ହୋଇଗଲେ ପ୍ରେଗ୍ନେଣ୍ଟ

ବଲୀଉଡ ଏମିତି ଗୋଟେ ଦୁନିଆ ଯାହା ବାହାରୁ ଦେଖିବା ପାଇଁ ବହୁତ ସୁନ୍ଦର ଅଟେ କିନ୍ତୁ ଯିଏ ଏହାକୁ ସମ୍ଭାଳି ପାରିଲା ତା ପାଇଁ, ତେବେ ଗର୍ଭବତୀ ହବା ସବୁ ସ୍ତ୍ରୀ ମାନଙ୍କ ସପନ ହୋଇଥାଏ ଓ ଯେଉଁ ମହିଳା ମା ହୁଅନ୍ତି ତାଙ୍କୁ ଅଲଗା ଅନୁଭୂତି ମଧ୍ୟ ହୋଇଥାଏ । ତେବେ ବଲୀଉଡ ଦୁନିଆ ଏମିତି ଗୋଟେ ଜାଗା ଯେଉଁଠି ମା ହେଲେ ଅଭିନେତ୍ରୀ କାମ କରି ପାରନ୍ତି ନାହିଁ ଓ କେରିଅର ପାଇଁ ସମସ୍ତେ ଏହାକୁ ସମୟ ଦେଇଥାନ୍ତି କିନ୍ତୁ ବର୍ତମାନ କରୋନା ଭାଇରସ ପାଇଁ ପୁରା ଦେଶରେ ଲକଡାଉନ ସ୍ଥିତି ଚାଲିଛି ।

ଏହି ମଝିରେ କିଛି ଅଭିନେତ୍ରୀ ମାନେ ଏହାର ଲାଭ ଉଠାଇ ଗର୍ଭବତୀ ହୋଇଛନ୍ତି କାହିଁକିନା ବର୍ତମାନ କୌଣସି କାମ ନାହିଁ ସବୁ କିଛି ବନ୍ଦ ଅଛି ଓ ଏହି ସମୟରେ ସେ ଆରାମ କରି ପାରିବେ ।

Image Courtesy: Google

୧. ଅନୁଷ୍କା ଶର୍ମା :

ଆପଣ ମାନେ ସମସ୍ତେ ଅନୁଷ୍କା ଶର୍ମା ବିଷୟରେ ଜାଣିଛନ୍ତି, ସେ ନିଜ କେରିଅର ରବ ନେ ବନା ଦି ଯୋଡି ଦ୍ଵାରା ଆରମ୍ଭ କରିଥିଲେ ଓ ବର୍ତମାନ ସେ ବଲୀଉଡ ଦୁନିଆ ର ସଫଳ ଅଭିନେତ୍ରୀ ଅଟନ୍ତି । ଅନୁଷ୍କା ଶର୍ମା ଆମ ଦେଶ ଭାରତ କ୍ରିକେଟ କ୍ଯାପଟେନ ବିରାଟ କୋହଲୀ ସହ ୨୦୧୭ରେ ଇଟାଲୀ ରେ ବିବାହ କରିଥିଲେ । ଦୁହେଁ ଦୁହିଙ୍କୁ ବହୁତ ବର୍ଷ ଧରି ଡେଟ କଲେ ଓ ଅନ୍ତିମରେ ବିବାହ କଲେ । ତେବେ ବିରାଟ ନିଜ ଇଂଷ୍ଟାରେ ଏହା ଶେୟର କରିଛନ୍ତି ଯେ ୨୦୨୧ରେ ସେ ଦୁଇରୁ ତିନ ହବାକୁ ଯାଉଛନ୍ତି ଓ ଅନୁଷ୍କା ବେବି ବମ ସହ ଫଟୋ ମଧ୍ୟ କ୍ଲିକ କରି ଇଂଷ୍ଟାରେ ଦେଇଛନ୍ତି । ତେବେ ବିରାଟ ଘରେ ସନ୍ତାନ ଖୁସିଖବର ପାଇଁ କ୍ରିକେଟ, ଫ୍ୟାନ୍ସ ଓ ବଲୀଉଡ ଦୁନିଆ ସମସ୍ତେ ସୁବେକ୍ଷା ଜଣାଉଛନ୍ତି ।

 

Image Courtesy: Google

୨. କରିନା କପୁର ଖାନ :

ଆପଣ ମାନେ ବଲୀଉଡ ଅଭିନେତ୍ରୀ କରିନା କପୁର ଖାନଙ୍କୁ ଭଲ ଭାବରେ ଜାଣିଥିବେ ତେବେ କରିନା ୧୬ ଅକ୍ଟୋବର ୨୦୧୨ରେ ବଲୀଉଡ ଅଭିନେତା ସେଫ ଅଲି ଖାନ ସହ ବିବାହ କରିଥିଲେ । ତେବେ ଆପଣ ମାନେ ଏହା ଜାଣିଥିବେ ଯେ କରିନା ସେଫଙ୍କ ଦ୍ଵିତୀୟ ସ୍ତ୍ରୀ ଅଟନ୍ତି । ତେବେ କରିନାଙ୍କ ପ୍ରଥମ ସନ୍ତାନ ତେମୁର ବିଷୟରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି, ତେମୁର ଛୋଟ ବେଳୁ ଲାଇମ ଲାଇଟ ତାରା ଅଛନ୍ତି ଓ ଖବର ଅନୁଯାଇ କରିନା ଏହି ଲକଡାଉନ ରେ ଗର୍ଭବତୀ ହୋଇଛନ୍ତି ।

Image Courtesy: Google

୩. ଦୀପିକା ପାଦୁକୋଣ :

ଦୀପିକା ପାଦୁକୋଣ ବଲୀଉଡ ର ବହୁତ ବଡ ନା ଅଟନ୍ତି, ତେବେ ଦୀପିକା ୧୪ ନଭେମ୍ବର ୨୦୧୮ରେ ରଣବିର ସିଂହ ସହ ବିବାହ କରିଥିଲେ ଯାହା ପରେ ସମସ୍ତଙ୍କ ଏହି ପ୍ରଶ୍ନ ଥିଲା ଯେ ଦୀପିକା ମା କେବେ ହବାକୁ ଯାଉଛନ୍ତି, ତେବେ ଦୀପିକା ଏମିତି କିଛି କଲେ ଯାହା ପରେ ସମସ୍ତଙ୍କୁ ଏହା ଲାଗୁଛି ଯେ ବଧେ ଦୀପିକା ଗର୍ଭବତୀ ଅଛନ୍ତି ।

ଦୀପିକା ରଣବିର ସିଂହ ଇଂଷ୍ଟାରେ ହାଇ ଡେଡି କରି କମେଣ୍ଟ କଲେ । ଯାହା ପରେ ଅର୍ଜୁନ କପୁର ଯିଏ ରଣବିର ସିଂହ ବହୁତ ଭଲ ସାଙ୍ଗ ଅଟନ୍ତି ସେ କମେଣ୍ଟ କଲେ ଭାଇ ଭାଉଜ ତମକୁ ଗୋଟେ ଦବାକୁ ଯାଉଛନ୍ତି । ଏହି ସବୁ କଥା ଦ୍ଵାରା ଏହା ଅନୁମାନ କରା ଯାଇ ପାରିବ ଯେ ବହୁତ ଶୀଘ୍ର ଦୀପିକା ସମସ୍ତଙ୍କୁ ଖୁସିଖବର ଦବାକୁ ଯାଉଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *