ଝିଅ ଯେତେବେଳେ ଜନ୍ମ ହୋଇଥାଏ ସେ ନିଜ ଭାଗ୍ୟ ସହ ନିଜ ବାପା ଭାଗ୍ୟ ମଧ୍ୟ ଲେଖେଇ ଆଣିଥାଏ, ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସେତେବେଳେ ସମସ୍ତେ ଲକ୍ଷ୍ମୀ ଆସିଛନ୍ତି ବୋଲି କହିଥାନ୍ତି କାହିଁକିନା କନ୍ୟାକୁ ଧନ କୁହା ଯାଏ ଓ ପୁଅକୁ ରତ୍ନ କୁହା ଯାଇଥାଏ । ତେବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଝିଅକୁ ଗୋଟେ ଦିନ ପର ଘରକୁ ବିବାହ କରି ଯିବାକୁ ପଡିଥାଏ ସେଥିପାଇଁ ଝିଅକୁ ପର ଧନ କୁହା ଯାଏ ।
ତେବେ ଝିଅ ପ୍ରାୟତଃ ବାପାଙ୍କ ଗେଲ୍ହି ହୋଇଥାନ୍ତି, ତେବେ ସବୁ ଝିଅ ନିଜ ବାପ ଘରକୁ ସ୍ଵର୍ଗ କରିଥାନ୍ତି କାହିଁକିନା ତାଙ୍କ ହସ କଥା ବାର୍ତା ସବୁ କିଛି ତାଙ୍କ ବାପ ଘରେ ହୋଇଥାଏ ।

ତାଙ୍କ ଛୁଆବେଳ ତାଙ୍କ ବାପ ଘରେ ହୋଇଥାଏ । ତେବେ ଝିଅ ବାପ ଓ ଶଶୁର ଦୁଇ ଘର ଭାର ଉଠେଇଥାଏ ଓ ଦୁଇ ଘରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାଏ । କୌଣସି ବାପ ଏହା ଚିନ୍ତା କରିଥାଏ ଯେ କେମିତି ବିବାହ କଲେ ବା ପୁଅ ଦେଖିଲେ ମୋ ଝିଅ ସବୁବେଳେ ତା ସାସୁ ଘରେ ଖୁସିରେ ରହିବ ବା ରାଜ କରିବ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଉପହାର ସ୍ୱରୂପ ଝିଅ ବିବାହରେ ଦେଲେ ଆପଣଙ୍କ ଝିଅ ସାରା ଜୀବନ ନିଜ ସାସୁ ଘରେ ରାଜ କରିବ ।

ଶାସ୍ତ୍ରରେ ଲେଖା ହୋଇଛି କନ୍ୟା ଦାନ ମହା ପୂଣ୍ୟ ଅଟେ, ଯେଉଁ ବାପା ମା କନ୍ୟା ଦାନ କଲେ ସେହି ବାପା ମା ତାଙ୍କ ଜୀବନର ସବୁଠାରୁ ବଡ ଧନ ଦାନ କରିଦେଲେ ଓ ତାକୁ ନଉଥିବା ଲୋକ ସବୁଦିନ ପାଇଁ ଋଣି ହୋଇଥାଏ କିନ୍ତୁ ଆଜି କାଲିକା ଲୋକ ଏହାକୁ ବୁଝୁ ନାହାନ୍ତି ନା ଏହାର ଖାତିର କରୁଛନ୍ତି, ତେବେ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ଝିଅ ଘର ଲୋକଙ୍କୁ ବହୁତ ସମ୍ମାନ କରନ୍ତି କାହିଁକିନା ତାଙ୍କ ଝିଅକୁ ସେ ନିଜ ଘରେ ନେଇକି ଯାନ୍ତି ।

ତେବେ ବିବାହ କଲା ବେଳେ ଏହି ଜିନିଷ ଅବଶ୍ୟ ଦିଅନ୍ତୁ, ଡବଲ ବେଦ ପଲଙ୍ଗ, ଡବଲ ବେଦ ଗଦା ଯାହା ଯୋଡା ହୋଇନଥିବ, କାମର ବନ୍ଧ, ପାଦ ମୁଦି, ନାକ ଫୁଲ, ତାମ୍ବା ଡିନର ସେଟ, ପାଉଁଜି ଆଉ ନଡିଆ । ଏହି ସବୁ ଜିନିଷ ଦେଇ ନିଜ ଝିଅକୁ ବିଦା କରନ୍ତୁ ଦେଖିବେ ଆପଣଙ୍କ ଝିଅ ବହୁତ ଖୁସିରେ ନିଜ ବୈବାହିକ ଜୀବନ ବଞ୍ଚିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।