IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – ଏମିତି କେଉଁ ଜିନିଷ ଯାହା ସବୁବେଳେ ଦୌଡିଥାଏ କେବେ ବି ଚାଲେନି ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

1- ଯେବେ ବର୍ଷା ତଳକୁ ଆସିଥାଏ ତ କଣ ଉପରକୁ ଯାଇଥାଏ ?

ଉତ୍ତର- ଛତା ।

2- ଏମିତି କଣ ଯାହାକୁ ନ ଛୁଇଁ ନ ଧରି ଭଙ୍ଗାଯାଇ ପାରିବ ?

ଉତ୍ତର- ବଚନ ।

3- ଏମିତି କେଉଁ ଶବ୍ଦ ଅଛି ଯାହା ପ୍ରତେକ ଡିକ୍ସନାରୀ ରେ “ଭୁଲ” ପଢା ଯାଇଥାଏ ?

ଉତ୍ତର- ଭୁଲ ।

4- ଏମିତି ଏକ ଖାଦ୍ୟ ପଦାର୍ଥର ନାମ କୁହ ଯାହାକୁ ଅଧା ଖାଇଲେ ମଧ୍ୟ ତାହାକୁ ପୁରା କୁହାଯାଏ ?

ଉତ୍ତର- ପୁରୀ ।

5- ରାତିରେ ଅଛି ଦିନରେ ନାହିଁ ଦୀପର ତଳେ କିନ୍ତୁ ଉପରେ ନୁହେଁ, କୁହ ମୋ ନାଁ କଣ ?

ଉତ୍ତର- ଅନ୍ଧାର ।

6- ସବୁଜ ସବୁଜ ସେ ଦେଖାଯାଏ ଯାହା ରନ୍ଧା ହେଉ କି ନ ହେଉ, ଭିତରେ ଲାଲ ମଲାଇ ଭଳି ଥଣ୍ଡା ମିଠା । କୁହ କଣ ?

ଉତ୍ତର- ତରଭୁଜ ।

7- ନା କାହା ସହ ପ୍ରେମ ନା କାହାକୁ ଘୃଣା, ତଥାପି ମୋର ଖେର ନାହିଁ, ମୋ ଦ୍ଵାରା ଗୀତ ର ସାନ ବଢେ, ତଥାପି ମୋର ଚାପୁଡା ପଡେ ?

ଉତ୍ତର- ଢୋଲ ।

8- ମୁଁ ଦେଖିକି ଏକ ଅଜବ ବ୍ୟକ୍ତି, ସୂର୍ଯ୍ୟ ଆଗରେ ରୁହେ ଥଣ୍ଡା ଖରରେ ବିଲକୁଲ ବି ଭୟ କରେନି, ଦେଖା ସୂର୍ଯ୍ୟ ମୁହଁ ତଳକୁ ହୋଇଯାଏ ?

ଉତ୍ତର- ସୂର୍ଯ୍ୟମୁଖୀ ।

9- ଅସୁସ୍ଥ ମୁଁ ରୁହେନି ତଥାପି ଖାଇଥାଏ ମେଡ଼ିସିନ, ପିଲା ବୁଢା ଏହାର କଥା ଶୁଣି ଭୟ କରନ୍ତି ?

ଉତ୍ତର- ବନ୍ଧୁକ ।

10- ହାତୀ ଘୋଡା ଉଠ ନାହିଁ ନା ଖାଆନ୍ତି ଘାସ ନା ଦାନା ସର୍ବଦା ଧୃତରେ ଚାଲନ୍ତି କେବେ ବି ହୁଅନ୍ତିନି ଉଦାସ ?

ଉତ୍ତର- ସାଇକେଲ ।

11- ମୋ ନାଁ ରେ ସମସ୍ତେ ଭୟ କରନ୍ତି ମୋ ପାଇଁ ପରିଶ୍ରମ କରନ୍ତି ?

ଉତ୍ତର- ପରୀକ୍ଷା ।

12- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଟାଣିଲେ ତାହା ନିଜେ ହିଁ ଛୋଟ ହୋଇଯାଏ ?

ଉତ୍ତର- ସିଗାରେଟ ।

13- ଗୋଟେ ଫୁଲ ଅଛି କଳା ରଙ୍ଗର ମୁଣ୍ଡ ଉପରେ ସର୍ବଦା ରୁହେ ଅଧିକ ଖରା ରେ ଚମକିଥାଏ ଛାଇ ହେଲେ ମଉଳିଯାଏ ?

ଉତ୍ତର- ଛତା ।

14- ଏମିତି କଣ ଅଛି ଯାହା ଆପଣ କେତେ ଖାଇଲେ ବି ପେଟ ପୁରେ ନାହିଁ ?

ଉତ୍ତର- ବଚନ ।

15- ଏମିତି କେଉଁ ଜିନିଷ ଯାହା ସବୁବେଳେ ଦୌଡିଥାଏ କେବେ ବି ଚାଲେନି ?

ଉତ୍ତର- ଇଞ୍ଜିନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *