ମକର ସଂକ୍ରାନ୍ତି 15 January ଏହି ସବୁ ଜିନିଷ ଖାଆନ୍ତୁ ଧନର ବର୍ଷା ହେବ, ଏହି ଜିନିଷ ଦାନ କରନ୍ତୁ ।

ବନ୍ଧୁଗଣ ସୂର୍ଯ୍ୟଦେବଙ୍କର ମକର ରାଶିରେ ଗୋଚର କରିବାର ଦିନକୁ ମକର ସଙ୍କ୍ରାନ୍ତି ର ପର୍ବ ଭାବେ ମାନା ଯାଇଥାଏ । ଚଳିତ ବର୍ଷ ଜାନୁଆରୀ 15 ସୋମବାର ଦିନ ପଡୁଅଛି । ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଛି । ହିନ୍ଦୀ ଧର୍ମରେ ମକର ସଙ୍କ୍ରାନ୍ତି ର ବହୁତ ମହତ୍ଵ ରହିଛି । ଏହି ଶୁଭ ଦିନରେ ପବିତ୍ର ନଦୀରେ ସ୍ନାନ ଓ ଦାନ ପୂଣ୍ୟ କରିବା ଦ୍ଵାରା ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହି ଦିନ ଧନ, ସୁଖ, ସମୃଦ୍ଧି, ସଫଳତା ପାଇବା ପାଇଁ ନାନା ଉପାୟ କରାଯାଏ ।

ମକର ସଙ୍କ୍ରାନ୍ତିରେ କେଉଁ କେଉଁ ଜିନିଷ ଖାଇବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ । ମକର ସଙ୍କ୍ରାନ୍ତି ରେ ମାତା ଲକ୍ଷ୍ମୀଙ୍କର ପଦ୍ମ ଫୁଲ ମାଳା ଆଣି ଏହାକୁ ଲାଲ ଚୂନରୀ, ସୁପାରି ଚଢାନ୍ତୁ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ମିଠା ବ୍ୟଞ୍ଜନ ତିଆରି କରି ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଉଚିତ । ଏହା ଦାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ରାଶି ଓ ଗୁଡର ଲଡୁ ବନାଇ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ବର୍ଷ ସାରା ଧନର ଆଗମନ ହୋଇଥାଏ ।

ଚାକିରି ବ୍ୟବସାୟରେ ଉନ୍ନତି ନ ଆସୁଥିଲେ ଏହି ଉପାୟ ଦ୍ଵାରା ସବୁ ସମସ୍ୟାର ସମଧନ ହେବ । ଏହି ଦିନ ଦାନ କରିବା ଶୁଭ ହୋଇଥାଏ । ଏହି ଦିନ ଚାଉଳ ଓ ବିରି ଡାଲି ର ବ୍ୟଞ୍ଜନ ପ୍ରସ୍ତୁତ କରିବା ଉଚିତ । ଖେଚେଡି ତିଆରି କରି ଭଗବାନ ସୂର୍ଯ୍ୟଙ୍କୁ ଭୋଗ ଲଗାଇ ଗରିବ ଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ସୁଖ ସମୃଦ୍ଧି ଲାଭ ହୋଇଥାଏ । ଏହି ଦିନ ଖେଚେଡି ଖାଇବା ଦ୍ଵାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କଦଳୀ ଓ ଅଙ୍ଗୁର ଅର୍ପଣ କରନ୍ତୁ ।

ପରିବାରର କୌଣସି ସଦସ୍ୟ ରୋଗରେ ପଡିଛନ୍ତି ତେବେ ଏହି ଫଳ ପ୍ରସାଦ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ରୋଗ୍ୟ ଲାଭ ହୋଇଥାଏ । ଏହି ଦିନ ପିତୃ ପୁରୁଷ ଙ୍କ ନାମରେ ପୂଜା କରିଲେ ପିତୃଦେବ ପ୍ରସନ୍ନ ହୋଇଥାନ୍ତି । ମକର ସଙ୍କ୍ରାନ୍ତି ଦିନ ଅଳ୍ପ ଲୁଣ ଅଭିଜିତ ମୂହୁର୍ତ୍ତ ରେ ଖାଇବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ରହିବା ସହ ଘରେ ଧନଧାନ୍ୟର ଅଭାବ ରହିବ ନାହିଁ । ଧନର ନୂଆ ସ୍ରୋତ ଖୋଲିଯିବ ।

ଅଚାନକ ଧନ ଲାଭ ହେବ । ଏହି ଦିନ ଲୁଣର ସେବନ ବହୁତ ଶୁଭ ଦାୟକ ହୋଇଥାଏ । ଏହି ଦିନ କନ୍ଦମୂଳ ସେବନ କରିବା ଉଚିତ । ଓ ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରିବା ଉଚିତ । ଏହା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କ ଆଗମନ ସହ ଲାଭଦାୟକ ହୋଇଥାଏ । ଧନଧାନ୍ୟର ଅଭାବ ହୁଏ ନାହିଁ । ଏହି ଦିନ ମୁଖ୍ୟଦ୍ଵାରରେ ଦୀପ ଜାଳିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *