ଆଇଏଏସ ଇଣ୍ଟରଭ୍ୟୁ ର ସବୁଠାରୁ କଷ୍ଟ ପ୍ରଶ୍ନ, କେବଳ ୧% ଲୋକ ଉତ୍ତର ଦେଇ ପାରିବେ

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି, ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧. ଯେତେବେଳେ ଚକା ଆବିଷ୍କାର ହୋଇଥିଲା ସେତେବେଳେ କଣ ହେଇଥିଲା ?

ଉତ୍ତର – ଦୁନିଆରେ କ୍ରାନ୍ତି ଆସିଥିଲା ।

୨. ଆପଣଙ୍କ ପାଖରେ ୨ଟି ଗାଈ, ୪ଟି ଛେଳି ଓ ୬ଟି ମେଣ୍ଢା ଅଛି ତେବେ ଆପଣଙ୍କ ପାଖରେ କେତେ ଗୋଡ ଅଛି ?

ଉତ୍ତର – ମୋ ପାଖରେ ଦୁଇଟି ଗୋଡ ରହିବ ।

୩. ଆପଣଙ୍କ ଶହରରେ ଗୁଣ୍ଡା ଗିରି ବହୁତ ଅଧିକ ବଢିଯାଇଛି ତେବେ ଆପଣ ଏହାକୁ ସମାପ୍ତ କେମିତି କରିବେ ?

ଉତ୍ତର – ସର ଆମ ଶହରରେ ବାହୁବଳିମାନଙ୍କୁ ଲୋକ ଡଋ ପୂଜା କରିଥାନ୍ତି, ଏହି ଲୋକଙ୍କ ମନରୁ ଡର ବାହାର କରିବାକୁ ହବ ଓ ଏହି ଲୋକଙ୍କ ବିରୋଧ କରି ଗୁଣ୍ଡା ରାଜ ସମାପ୍ତ କରିବାକୁ ହବ । ଏହା ଛଡା ପୋଲିସ ଦ୍ଵାରା ଏହି ବାହୁବଳି ମାନଙ୍କୁ ତାଙ୍କ ଲୋକଲ ଏରିଆରେ ସମସ୍ତଙ୍କ ଆଗରେ ତାଙ୍କୁ ମାଡ ଖୁଏଇବାକୁ ହବ ଯାହା ଦ୍ଵାରା ଲୋକଙ୍କ ମନରୁ ଡର ବାହାର କରା ଯାଇପାରିବ ।

୪. ଯଦି ଆପଣଙ୍କୁ ଓ ଗୋଟେ ସିଂହକୁ ଗୋଟେ ଘରେ ବନ୍ଦ କରାଯାଏ ତେବେ ଆପଣ କଣ କରିବେ ?

ଉତ୍ତର – ସର ମୁଁ ପ୍ରଥମେ ବିକଳ୍ପ ଅନୁଯାଇ ସିଂହ ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରିବି, କିଛି ବିକଳ୍ପ ନପାଇ ଲଢିବୀ ଓ ଫିଜିକଲ ଲିମିଟେସନ ସମାପ୍ତ ହେଲା ପରେ ଯାହା ସିଂହ ଚାହିଁବ ତାହା ହବ ।

୫. ଆପଣ କହିଲେ ଯେ ଆପଣ ଶହର ଠାରୁ ଇଣ୍ଟରଭ୍ୟୁ ପାଇଁ ଟ୍ରେନ ମାଧ୍ୟମରେ ଆସିଛନ୍ତି, ଟ୍ରେନରେ ପ୍ରତି କୋଚକୁ ଅଲଗା ନଂ ଦିଆ ଯାଏ, ଆପଣ ଯେଉଁ କୋଚରେ ଆସିଲେ ତାହା ନଂ କଣ ଥିଲା ?

ଉତ୍ତର – ୫୮୩୭୯ (କ୍ୟାଣ୍ଡିଡେଟ ଏହି ନଂ ନିଜ ଇଛା ଅନୁଯାଇ କହିଲେ ) ଇଣ୍ଟରଭ୍ୟୁ ନଉଥିବା ଲୋକ ମଧ୍ୟ ଜାଣିଛନ୍ତି ଯେ କ୍ୟାଣ୍ଡିଡେଟକୁ ନଂ ଜଣା ନାହିଁ ଓ ସେ ଏହା ମଧ୍ୟ ଜାଣିଛନ୍ତି ଯେ କେହି ନଂ ଉପରେ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଇଣ୍ଟରଭ୍ୟୁଅର ଉତ୍ତର ଚାହୁଁଥିଲେ ଯାହା ସେ ପାଇଲେ ।

୬. ଗୋଟେ କ୍ୟାଣ୍ଡିଡେଟକୁ ଅଧିକାରୀ ମାନେ ଗୋଟେ ମାଚିସ ଦେଲେ ଓ ଚାଲୁଥିବା ଫ୍ୟାନ ତଳେ ୧୦ ସେକେଣ୍ଡ ନିଆ ଜଳାଇବା ପାଇଁ କହିଲେ ?

ଉତ୍ତର – କ୍ୟାଣ୍ଡିଡେଟ କିଛି ସମୟ ଭାବିଲା ଓ ଉଠି ଫ୍ୟାନ ସ୍ଵିଚ ବନ୍ଦ କରିଦେଲା ଓ ମାଚିସ ଜଳାଇଲା ଯାହା ଦ୍ଵାରା ନିଆ ମଧ୍ୟ ଲାଗିଲା ଓ ଫ୍ୟାନ ମଧ୍ୟ ଚାଲୁଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *