ମନୋକାମନା ପୂର୍ତ୍ତି ପାଇଁ ଗୁପ୍ତ ଉପାୟ, ୨୪ ଘଣ୍ଟା ଭିତରେ ଦେଖିବେ ଏହାର ପ୍ରଭାବ

ଦୁନିଆରେ ସମସ୍ତଙ୍କ ମନରେ କିଛି ଇଛା ଥାଏ ଯାହା ଅନୁଯାଇ ସେ ଭଗବାନକୁ ନିଜ ମନୋକାମନା ପୁର୍ତି ପାଇଁ ଡାକିଥାନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ୨୪ ଘଣ୍ଟାରେ ପ୍ରଭାବ ପକାଇଥାଏ, ତେବେ ମଣିଷ ଜୀବନରେ ବହୁତ ଦୁଃଖ ସମୟ ଆସିଥାଏ ତେବେ ଏହାକୁ ନିବାରଣ ପାଇଁ ସମସ୍ତେ ଭଗବାନକୁ ଡାକିଥାନ୍ତି ଓ କେତେ ପ୍ରକାର ଉପାୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣାଙ୍କ ମନୋକାମନା ପୂର୍ଣ ହବ ।

Image Courtesy: Google

୧. ପ୍ରତିଦିନ ତୁଳସୀ ଗଛରେ ଜଳ ଅର୍ପଣ କରି ଘିଅ ଦୀପ ପ୍ରଜ୍ଵଳନ କରନ୍ତୁ ।

୨. ଷୋମବାର ଦିନ ଗୋରୀଶଙ୍କର ରୁଦ୍ରାକ୍ଷ ଶିବ ଭଗବାନ ମନ୍ଦିରରେ ଦାନ କରନ୍ତୁ ଆପଣଙ୍କ ସବୁ ମନ୍ସକାମନା ପୂର୍ଣ ହବ ।

୩. ସୋମବାର ଦିନ ବେଲପତ୍ର ଉପରେ ଧଳା ଚନ୍ଦନ ଟୀକା ଲଗାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ, ଦେଖିବେ ସବୁ ସମସ୍ଯା ଦୂର ହବ ।

୪. ବର ଗଛ ପତ୍ରରେ ନିଜ ମନ୍ସକାମନା ଲେଖି ନଦୀ ବା ପ୍ରବାହିତ ହେଉଥିବା ଜଳ ରେ ନିଜ ମନ୍ସକାମନା ପତ୍ରରେ ଲେଖି ପ୍ରବାହିତ କରନ୍ତୁ ।

Image Courtesy: Google

୫. ନଡିଆ ମଧ୍ୟ ନାଲି ସୂତା କପଡାରେ ବାନ୍ଧି ପ୍ରାବାହିତ ଜଳରେ ଅର୍ପଣ କଲେ ଆପଣଙ୍କ ମନ୍ସକାମନା ପୂର୍ଣ ହବ ।

ଏବେ ଜାଣିବା ଘର ପରିବାରରେ ସୁଖ ଶାନ୍ତି କେମିତି ରହିବ :

କୌଣସି ମଣିଷ ଜୀବନରେ ସବୁବେଳେ ସୁଖୀ ରହିବା ବହୁତ କଷ୍ଟକର କାହିଁକିନା ସୁଖ ଶାନ୍ତି ଓ ଧନ ଏମିତି ଜିନିଷ ଯାହା ଆସିବା ଯିବା କରିଥାନ୍ତି, ନିଜ ଜୀବନରେ ସୁଖକୁ ସ୍ଥାଇ କରିବା ପାଇଁ ଆପଣଙ୍କୁ ଏହି କାମ କରିବା ଉଚିତ ।

୧. ପରିବାର ସବୁ ସଦସ୍ୟ ଘରୁ ବାହାରିବା ଆଗରୁ ଚନ୍ଦନ ଲଗାଇ ବାହାରନ୍ତୁ ।

Image Courtesy: Google

୨. ସବୁ ଦିନ ନିୟମିତ ରୂପରେ ମାଛ ମାନଙ୍କୁ ଅଟା ଗୁଳା କରି ଖାଇବାକୁ ଦବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଆସିଥାଏ ।

୩. ଯଦି ସମ୍ଭବ କୌଣସି ଭୋକିଲା ମଣିଷକୁ ଖାଇବାକୁ ଦିଅନ୍ତୁ, ବା କୌଣସି କିନ୍ନରକୁ ଟଙ୍କା ଦିଅନ୍ତୁ ଓ ଗୋଟେ ସିକା ମାଗି ନିଜ ପର୍ସରେ ରଖନ୍ତୁ ଆପଣଙ୍କ ପାଇଁ ବହୁତ ଶୁଭକାରୀ ହବ ।

୪. ହଳଦୀ ନିଜ ପର୍ସ, ଲକର ବା ଟଙ୍କା ରଖିବା ସ୍ଥାନରେ ରଖନ୍ତୁ ଓ ଏହି କଥା ମନେ ରଖନ୍ତୁ ଯେ ହଳଦୀ କୌଣସି ଶୁଭ ମୁହୂର୍ତରେ କୌଣସି ପୂଜାରେ ବ୍ୟବହାର ହୋଇଥିବା ଆବଶ୍ୟକ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *