ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭ୍ୟୁଅର କ୍ୟାଣ୍ଡିଡେଟ ଉତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧. ଇଂରାଜୀ ୩ଟି ଅକ୍ଷର ସେହି ଶବ୍ଦ କହିଲ ଯାହା ଝିଅକୁ ମହିଳା କରିଥାଏ ?
ଉତ୍ତର : ଏଜ
୨. ସେହା କଣ ଯାହା ସବୁ ଛୁଆ ଖାଇ ଥାନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?
ଉତ୍ତର : ବଡ ମାନଙ୍କ ଗାଳି ଓ ମାଡ
୩. ଏମିତି କେଉଁ କାମ ଅଛି ଯାହା କୁଆଁରୀ ଝିଅ ମାନେ କରି ପାରନ୍ତି ନାହିଁ ?
ଉତ୍ତର : ମଥାରେ ସିନ୍ଦୁର ନାଇବା
୪. ଦୁନିଆର ସବୁଠାରୁ ମହଙ୍ଗା ଜିନିଷ କଣ ଅଟେ ?
ଉତ୍ତର : ଦୁନିଆର ସବୁଠାରୁ ମହଙ୍ଗା ଜିନିଷ ଏନ୍ଟିମେଟର ଅଟେ ।

୫. ଦୁଇ ଯାଁଆଳା ଛୁଆ ରାମ ଓ ଶ୍ୟାମ ମଈରେ ଜନ୍ମ ହେଲେ କିନ୍ତୁ ତାଙ୍କ ଜନ୍ମଦିନ ଜୁନରେ ଆସେ କେମିତି ?
ଉତ୍ତର : କାହିଁକିନା ମଇ ଗୋଟେ ଜାଗା ନା ଅଟେ ।
୬. କେଉଁ କୁକୁଡା ସବୁଜ ଅଣ୍ଡା ଦିଏ ?
ଉତ୍ତର : ନେଡି
୭. ବ୍ଲିଚିଙ୍ଗ ପାଉଡର କେଉଁ ପ୍ରୋସେସ ଦ୍ଵାରା ତିଆରି ହୋଇଥାଏ ?
ଉତ୍ତର : କ୍ଳୋରିନ
୮. ରାଷ୍ଟ୍ରୀୟ ବନସ୍ପତି ଉଦ୍ୟାନ କେଉଁ ଜାଗାରେ ସ୍ଥିତ ଅଟେ ?
ଉତ୍ତର : କୋଲକଟ୍ଟା
୯. ନ୍ଯୁଜ ଫୁଲ ଫର୍ମ କଣ ଅଟେ ?
ଉତ୍ତର : ନର୍ଥ, ଇଷ୍ଟ, ୱେଷ୍ଟ, ସାଉଥ ( ସବୁ ଦିଶାର ନାମ ପ୍ରଥମ ଅକ୍ଷର ମିଶେଇ ନ୍ଯୁଜ କରା ଯାଇଛି )

୧୦. ଏମିତି କେଉଁ ଜିନିଷ ଅଟେ ଯାହା ବହୁତ ଖରାପ ମାନ୍ୟତା ଅଟେ ତଥାପି ଲୋକ ତାକୁ ପିବାକୁ କହି ଥାନ୍ତି ?
ଉତ୍ତର : କ୍ରୋଧ
୧୧. ଭାରତ ତୃତୀୟ ରାଷ୍ଟ୍ରପତି କିଏ ଥିଲେ ଯାହାଙ୍କ କାର୍ଯ୍ୟକାଳରେ ନିଧନ ହୋଇଥିଲା ?
ଉତ୍ତର : ଡକ୍ଟର ଜାକିର ହୁସେନ
୧୨. ସେହି ଫଳ ନା କୁହ ଯାହା ଭିତରୁ ଫମ୍ପା ହୋଇଥାଏ ?
ଉତ୍ତର : ଭଣ୍ଡା
୧୩. ସେହି ଜିନିଷ ନା କୁହ ଯାହା ଜୀବନରେ ଦୁଇ ଥର ଫ୍ରିରେ ମିଳିଥାଏ କିନ୍ତୁ ତୃତୀୟ ଥର ନୁହ ?
ଉତ୍ତର : ଦାନ୍ତ ।
୧୪. ମିଛ କହିବା ବେଳେ ବ୍ଯକ୍ତିର କେଉଁ ଅଙ୍ଗ ଟିକେ ଗରମ ହୋଇଯାଏ ?
ଉତ୍ତର- ନାକ