“ସାଥ ନିଭାନା ସାଥିୟା”ର ରାସୀ ବୋହୁର ଶାଶୁ ହେତଲ ଅସଲ ଜୀବନରେ ବହୁତ Hot ଓ Bold

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ନ୍ଯୁଜ ପୋର୍ଟାଲକୁ ସ୍ଵାଗତ । ଟିଭିରେ ଯେତେବେଳେ କୌଣସି ଷୋ ବହୁତ ଫେମସ ହୁଏ ତ ଲୋକମାନେ ସେହି ଷୋ ରେ ଥିବା କଳାକାର ମାନଙ୍କ ବିଷୟରେ ଜାଣିବାକୁ ବହୁତ ଆଗ୍ରହ ରଖନ୍ତି । କିନ୍ତୁ ସମସ୍ତଙ୍କ ଜୀବନୀ ଓ ରିୟଲ ଲାଇଫ ବିଷୟରେ ଜାଣି ପାରନ୍ତି ନାହିଁ । ସେହିଭଳି ଗୋଟେ ସିରିୟଲ ଯାହା ଘରେ ଘରେ ପରିଚିତ ଥିଲା ସେ ହେଲା ସାଥ ନିଭାନା ସାଥୀୟା ।

ଏହା ଛୋଟ ପରଦାର ସବୁଠୁ ଲୋକ ପ୍ରିୟ ସିରିଏଲ ମଧ୍ୟରୁ ଗୋଟେ । ତେବେ ଏହି ସାଥ ନିଭାନ ସାଥିୟା ସିରିୟଲ ବିଷୟରେ ତ ଆପଣ ନିଶ୍ଚିତ ଭାବେ ଜାଣିଥିବେ । ଏହି ସିରିଏଲକୁ ଦର୍ଶକ ମାନେ ବହୁତ ବେସୀ ପସନ୍ଦ କରିଥିଲେ । କିନ୍ତୁ ସବୁଠୁ ଅଧିକ ପ୍ରସିଦ୍ଧ ହୋଇଥିଲା ଏହି ସିରିୟଲର ଏକ ଡାୟଲଗ, ‘ମେରି ଗୋପୀ ବୋହୁ’ ।

Image Courtesy: Google

ତେବେ ଏହି ଧାରାବାହିକର ସବୁ କଳାକାର ଘରେ ଘରେ ଲୋକପ୍ରିୟ ହୋଇଛନ୍ତି । କିନ୍ତୁ ଏବେ ଏହି ସିରିଏଲ ବନ୍ଦ ହୋଇସାରିଛି । ହେଲେ ବର୍ତ୍ତମାନ ଏହାର ସିଜନ 2 ମଧ୍ୟ ଆସିଲାଣି । ତେବେ ଆଜି ଆମେ କଥା ହେବା ସିରିଏଲ ‘ ସାଥ ନିଭାନା ସାଥିଆ’ ର ରାସିର ଶାଶୁର ଚରିତ୍ରରେ ଅଭିନୟ କରୁଥିବା ହେତଲ ମୋଦୀ ବିଷୟରେ ।

Image Courtesy: Google

ଟିଭିରେ ସିଧା ସାଧା ଦେଖାଯାଉଥିବା ହେତଲ ଅସଲ ଜୀବନରେ କେମିତି ଆସନ୍ତୁ  ଜାଣିବା । ସେ ଅସଲ ଜୀବନରେ ବହୁତ ଷ୍ଟାଇଲିଷ୍ଟ ଦେଖାଯାଆନ୍ତି । ହେତଲ ମୋଦିର ରିଅଲ ନାମ ସ୍ଵାତୀକା ଜେନ, ତାଙ୍କର ଜନ୍ମ ୧୯ ସେପ୍ଟମ୍ବର ୧୯୮୧ କୁ ଗୁଜୁରାଟରେ ହୋଇଥିଲା । ସେ ତାଙ୍କର କ୍ୟାରିୟର ଆରମ୍ଭ ଗୁଜୁରାଟର ଗୋଟେ ଥିଏଟରରୁ କରିଥିଲେ ।

Image Courtesy: Google

ଏହାପରେ ସେ ବହୁତ ଟିଭି ସିରିଏଲରେ କାମ କରୁଛନ୍ତି । କିନ୍ତୁ ଏବେ ସେ ଟେଲିଭିଜନ କ୍ୟାରିଅରରୁ ବ୍ରେକ ନେଇଛନ୍ତି । ଏବେ ବର୍ତମାନ ସମୟରେ ସେ ତାଙ୍କର ପରିବାର ସହିତ ସମୟ ବିତାଉଛନ୍ତି । ସିରିଏଲରେ ସ୍ଵାତୀକା ସାହା ରାସୀ ବୋହୁର ଶାଶୁର ଭୂମିକା ନିଭାଉ ଥିଲେ ।

Image Courtesy: Google

ଯେମିତିକି ଆପଣ ସିରିଏଲରେ ଦେଖିଥିବେ, ସେ ସିରିଏଲରୁ ବହୁତ ଅଲଗା ଦେଖାଯାଆନ୍ତି । ଆପଣଙ୍କୁ କହିବାକୁ ଯାଉଚୁକୀ ହେତଲ ଗୋଟେ ଗୁଜୁରାଟ ପରିବାରରୁ ଆସିଛନ୍ତି ଓ ତାଙ୍କର ସ୍ଵାମୀଙ୍କ ନାମ ପରାଗ ସାହା ଅଟେ । ଏହି ସିରିଏଲରେ ଆପଣଙ୍କୁ କାହା ଚରିତ୍ର ଅଧିକ ଭଲ ଲାଗିଥିଲା, ଆପଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ରୂପରେ କହିବେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *