ଆଇଏଏସ ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ, ଯାହାର ଉତ୍ତର ଦେବାରେ 99% ଲୋକ Fail- କଣ ଆପଣ କହିପାରିବେ ?

ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହା ୟୁପିଏସି ପରୀକ୍ଷାରେ ପଚରା ଯାଇଅଛି ।

Image Courtesy: Google

୧. ଏମିତି କେଉଁ ଜିନିଷ ଅଟେ ଯାହାକୁ ଯେତେ ଟାଣିବେ ସେତେ ଛୋଟ ହୋଇଥାଏ ?

ଉତ୍ତର : ସିଗାରେଟ

୨. ଜଣେ ବ୍ୟକ୍ତି ବିନା ନିଦରେ ୩୦ ଦିନ ପର୍ଯ୍ୟନ୍ତ କେମିତି ରହି ପାରିବ ?

ଉତ୍ତର : ରାତିରେ ନିଦ ନେଇ

୩. ଜିଓ ଫୁଲ ଫର୍ମ କଣ ଅଟେ ?

ଉତ୍ତର : ଜିଓ ଫୁଲ ଫର୍ମ – ଜଏଣ୍ଟ ଇମ୍ଳୀମେନଟେସନ ଅପରଚୂନିଟି ।

Image Courtesy: Google

୪. ଏମିତି କେଉଁ ଜିନିଷ ଅଟେ ଯାହା ବାହାରେ ଫ୍ରିରେ ଓ ହସ୍ପିଟଲରେ ଟଙ୍କା ଦ୍ଵାରା ପ୍ରାପ୍ତ ହୋଇଥାଏ ?

ଉତ୍ତର : ଆକ୍ସିଜନ

୫. ବ୍ୟକ୍ତି କେଉଁ ଜିନିଷ ସବୁବେଳେ ବଢିବାକୁ ଲାଗିଥାଏ ?

ଉତ୍ତର : ବୟସ

୬. ସିଗା ରେ ଟ କୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର : ଧୂମ୍ରପାନ ଦଣ୍ଡିକା

୭. ଭାରତରେ ପାକିସ୍ତାନ ନାମକ ଜାଗା କେଉଁଠି ଅଛି ?

ଉତ୍ତର : ବିହାର ର ପୂରଣିଆ ଜିଲାରେ

Image Courtesy: Google

୮. ଏମିତି କେଉଁ ଜିନିଷ ଅଟେ ଯାହା ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇଥାଏ କିନ୍ତୁ ନିଜ ଜାଗାରୁ ହଲେ ନାହିଁ ?

ଉତ୍ତର : ରାସ୍ତା

୯. କଣ ଗୋଟେ ମିନିଟରେ ୬୧ ସେକେଣ୍ଡ ହୋଇଥାଏ ?

ଉତ୍ତର : ହଁ ନିଶ୍ଚିନ୍ତ ହୋଇଥାଏ, ସବୁ ବର୍ଷରେ ୨ମିନିଟ ଏମିତି ହୋଇଥାଏ ଯେଉଁଥିରେ ୬୧ସେକେଣ୍ଡ ହୋଇଥାଏ ।

୧୦. ଏମିତି ଜିନିଷ କୁହ ଯାହା ତମର ହୋଇଥାଏ କିନ୍ତୁ ବ୍ୟବହାର ଅନ୍ୟ ଲୋକ କରନ୍ତି ?

ଉତ୍ତର : ତମ ନାମ

୧୧. ଏମିତି କେଉଁ ଜିନିଷ ଅଟେ ଯାହା ୨ ଥର ଫ୍ରି ମିଳିଥାଏ କିନ୍ତୁ ତୃତୀୟ ଥର ନୁହ ?

ଉତ୍ତର : ଦାନ୍ତ

୧୨. ଏମିତି କେଉଁ ଜିନିଷ ଅଟେ ଯାହା ଉପରକୁ ଯାଇଥାଏ କିନ୍ତୁ ତଳକୁ ଆସିନଥାଏ ?

ଉତ୍ତର : ସିଢି

 

Image Courtesy: Google

୧୩. ଏମିତି କେଉଁ ଜିନିଷ ଅଟେ ଯାହା ଛାଇ ନଥାଏ ?

ଉତ୍ତର : ରାସ୍ତା

୧୪. ବ୍ଯାଙ୍କକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର : ଅଧିକୋଷ

୧୫. ବ୍ୟକ୍ତି ମାରିବା ପରେ ଶରୀର ଓଜନ କେତେ କମିଯାଇଥାଏ ?

ଉତ୍ତର : ୨୧ ଗ୍ରାମ

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *