ଜୀବନରେ ସାମିଲ କରନ୍ତୁ ଏହି ୫ଟି ନିୟମ ଅସମ୍ଭବ ବି ହେବ ସମ୍ଭବ, ଜୀବନରେ ସବୁବେଳେ ଅସଫଳ ହେଉଥିବା ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ

ସଫଳତା ପାଇବାର ସ୍ଵପ୍ନ ସମସ୍ତେ ଦେଖିଥାନ୍ତି କିନ୍ତୁ ତାକୁ ଅସଲ ଜୀବନରେ ବହୁତ କମ ଲୋକ ହାସିଲ କରିପାରନ୍ତି । ଏମିତିରେ ଏହି ଭାବନା ମନରେ ଆସିବା ସାଧାରଣ କଥା, କରଣ ଏହି ଲୋକ ମାନଙ୍କ ପାଖରେ ଏମିତି କଣ ଥାଏ ଯାହା ଏମାନଙ୍କୁ ସାଧାରଣରୁ ଖାସ ବନେଇଥାଏ । ସଫଳ ଲୋକଙ୍କ ଗୋଟିଏ କଥା ସମାନ ଥାଏ ଓ ସେହେଲା ତାଙ୍କର ଅସମ୍ଭବ କଥାକୁ ସମ୍ଭବ କରିବାର କିଛି ଖାସ ପ୍ରୟାସ । ଆସନ୍ତୁ ଜାଣିବା କଣ ଅଟେ ଏହି ପ୍ରୟାସ ଓ ନିୟମ ।

ସବୁବେଳେ ବଡ ଭାବନ୍ତୁ :-

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସଫଳତା ବଡ ହେବ  ଆପଣଙ୍କ ଭାବନାକୁ ବଡ କରନ୍ତୁ । ମନେ ରଖନ୍ତୁ ଯଦି ଉଚ ଆକାଂକ୍ଷା ରଖିବେ ସେଭଳି ବଡ ସଫଳତା ମିଳିବ ।

ଲକ୍ଷ ବଡ ରଖନ୍ତୁ :-

ଯଦି ଆପଣଙ୍କ ଲକ୍ଷ ବଡହେବ ତ ତାକୁ ପାଇବା ପାଇଁ ପ୍ରୟାସବି ଅଧିକ କରିବାକୁ ପଡିବ । ସଫଳତା ପାଇବାକୁ ହେଲେ ବ୍ୟକ୍ତିକୁ ତାର  ଜୀବନର ଲକ୍ଷ ବିଷୟରେ ଜଣା ଥିବା ନିହାତି ଆବଶ୍ୟକ । ଏମିତି କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସବୁବେଳେ ଉସ୍ଛାହିତ ରହିଥାଏ । କୁହାଯାଏକି ଯେଉଁ ଲୋକ ନିଜ ଜୀବନରେ ଜଲ୍ଦି ସନ୍ତୁଷ୍ଟ ହୋଇନଥାନ୍ତି, ସେ ଜୀବନରେ ବହୁତ ଭଲ କରିଥାନ୍ତି ।

ଠିକ ଯୋଜନା ବନାନ୍ତୁ :-

ନିଜର ସଫଳତା ହାସିଲ କରିବା ପାଇଁ ସର୍ବ ପ୍ରଥମ ଏହା ନିର୍ଧାରିତ କରନ୍ତୁ ଆପଣଙ୍କ ଲକ୍ଷକୁ କେତେ ସମୟ ସୀମା ଭିତରେ ପ୍ରାପ୍ତ କରିବେ । ଜ୍ଞାନ ଓ କୌଶଳ ଏମିତି ଦୁଇଟି ହତିଆର ଅଟେ ଆଯ ସହିତ କ୍ୟାରିଅରର ଲକ୍ଷକୁ ହାସିଲ କରିବାରେ ସାହାର୍ଯ୍ୟ କରିଥାଏ । ଯଦି ଜୀବନରେ ଫଳତା ପାଇବାକୁ ଚାହୁଁଛନ୍ତି ତ ଠିକ ଯୋଜନା ସହିତ ନିଜ ଜ୍ଞାନକୁବି ବଢାନ୍ତୁ ।

ଜୀବନର ଲକ୍ଷ କଣ ଜାଣନ୍ତୁ :-

ସଫଳତା ପାଇବା ପାଇଁ ବ୍ୟକ୍ତିକୁ ନିଜ ଜୀବନର ଲକ୍ଷ ବିଷୟରେ ଜାଣିବା ବହୁତ ଆବଶ୍ୟକ ଅଟେ । ଏହା ଦ୍ଵାରା ସବୁବେଳେ ସେ ଲକ୍ଷପଥରେ ଲଗାତର ପ୍ରୟାସ ଜାରିରଖିଥିବେ । ଏହା ଦ୍ଵାରା ସେ ପଥ ଭ୍ରଷ୍ଟ ହୁଅନ୍ତି ନାହିଁ ଓ ଗୋଟେ ଜାଗାରେ ହିଁ ଲକ୍ଷ ରଖିଥାନ୍ତି ।

କାମ ଓ ପରିବାରକୁ ଅଲଗା ଅଲଗା ରଖନ୍ତୁ :-

ସବୁ ସଫଳତା ପାଇଥିବା ବ୍ୟକ୍ତି ଗୋଟେ ଗୋଟେ ସେକେଣ୍ଡକୁ ଉପଭୋଗ କରିବାକୁ ଚାହିଁଥାନ୍ତି । ସେ ତାର ପରିବାର ଓ କାମକୁ ଅଲଗା ଅଲଗା ରଖି ସବୁବେଳେ ସାଙ୍ଗ ଓ ସହଯୋଗୀଙ୍କ ଭିତରେ ଅନ୍ତର ରଖିଥାଏ । ଚେଷ୍ଟା କରନ୍ତୁ ଅଫିସ ସମୟରେ କେବେ ନିଜ କାମ କେବେ କରନ୍ତୁ ନାହିଁ । ଓ ଦାଇତ୍ଵ ନେବା ପାଇଁ କେବେବି ପଛଘୁଞ୍ଚା କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *