ଏମାନେ ସେହି 5 ଜଣ କ୍ରିକେଟର ଯେଉଁମାନେ କେବେ ଭିକମାଗି ଚଳୁଥିଲେ

ଦୁନିଆରେ ସବୁଠାରୁ ବଡ ଦଣ୍ଡ ଭିକାରି ହବା ଅଟେ କାହିଁକିନା ଗୋଟେ ସମୟ ନ ଖାଇଲେ ଆପଣଙ୍କୁ ଭୋକ ଅନୁଭବ ହୋଇଥାଏ କିନ୍ତୁ ତାଙ୍କ ଜୀବନରେ ଖାଦ୍ୟ ଦରଶନ କେବେ ହବ ତାହା ସେ ନିଜେ ଜାଣି ନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଦୁନିଆ ଏମିତି କିଛି କ୍ରିକେଟର୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ପାଖରେ ଖାଇବା ପାଇଁ ଅନ୍ନ ନଥିଲା କିନ୍ତୁ ଟ୍ୟାଲେଣ୍ଟ ଥିଲା ଯାହା ଦ୍ଵାରା ସେ ଆଜି ବହୁତ ବଡ ବଡ ପଦରେ ଅଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କ୍ରିକେଟର୍ସ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ପାଖରେ ଚାଳ ଘର ବି ନଥିଲା ରହିବା ପାଇଁ କିନ୍ତୁ ବର୍ତମାନ ନିଜ ପରିଶ୍ରମ ଦ୍ଵାରା ବଙ୍ଗଳା ରେ ନିବାସ କରୁଛନ୍ତି, ତେବେ ଆସନ୍ତୁ ଆରମ୍ଭ କରିବା ।

Image Courtesy: Google

୧. ଏମଏସ ଧୋନୀ :

ଧୋନୀ ଆମ ଦେଶ ଏମିତି ଜଣେ ଦିଗଜ୍ଜ କ୍ରିକେଟ ପ୍ଲେୟର ଯାହାକୁ କେବଳ ଭାରତ ନୁହ ଅନ୍ୟ ଦେଶ ମଧ୍ୟ ଧୋନୀଙ୍କ ବହୁତ ସମ୍ମାନ କରନ୍ତି, ଧୋନୀ ବାପାଙ୍କୁ କ୍ରିକେଟ ପସନ୍ଦ ନଥିଲା କିନ୍ତୁ ଧୋନୀ ନିଜ ବାପା କଥା ମାନିବା ସହ ନିଜ କ୍ରିକେଟ ପ୍ରାକ୍ଟିସକୁ ମଧ୍ୟ ଜାରି ରଖିଥିଲେ ଯାହା ପରେ ତାଙ୍କୁ ଏତେ ବଡ ପ୍ଲାଟଫର୍ମ ମିଳିଲା ଯାହା ଦୁନିଆରେ ତାଙ୍କ ସମ୍ମାନ ବଢାଇଲା ।

Image Courtesy: Google

୨. କ୍ରିସ ଗେଲ :

ଆପଣ ମାନେ କ୍ରିସ ଗେଲକୁ ବହୁତ ଭଲ ଭାବରେ ଜାଣିଥିବେ ତାଙ୍କ ଭଳି କ୍ରିକେଟର୍ସ ବହୁତ କମ ଅଟନ୍ତି, ତେବେ କ୍ରିସ ଗେଲ ପ୍ଲାଷ୍ଟିକ କଚଡା ଖୋଜି ଏହାକୁ ବିକିବାର କାମ କରୁଥିଲେ ଓ ଏହା କାମ ନକଲେ ୨ ସମୟ ଖାଦ୍ଯ ପାଇଁ ଚୋରୀ ମଧ୍ୟ କରୁଥିଲେ କ୍ରିକେଟ ତାଙ୍କ ଜୀବନ ବଦଳିଦେଲା । ତେବେ କ୍ରିସ ନିଜ ଇଣ୍ଟରଭ୍ୟୁ ରେ କହିଥିଲେ ଯଦି ମୁଁ କ୍ରିକେଟ ଖେଳି ନଥାନ୍ତି ତେବେ ଆଜିବି କଚଡା ଉଠେଇଥାନ୍ତି ।

୩. ଡେଭିଡ ବର୍ନର :

ଡେଭିଡ ବର୍ନର ଅଷ୍ଟ୍ରେଲିଆ ର ବହୁତ ଶାନଦାର ଖେଳାଳି ଅଟନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ବର୍ନର ଛୋଟ ବେଳେ ଭଙ୍ଗା ଘରେ ରହୁଥିଲେ ଓ ଗୋଟେ ଦୋକାନରେ ହେଲପର କାମ କରୁଥିଲେ କିନ୍ତୁ ତାଙ୍କ କ୍ରିକେଟ ପାଇଁ ଭଲପାଇବା ଏତେ ଥିଲା ଯେ ସେ ଦୋକାନରେ କାମ କରିବା ପରେ କ୍ରିକେଟ ଖେଳୁଥିଲେ ଓ ନିଜ ପରିଶ୍ରମ ଦ୍ଵାରା ଏତେ ଆଗକୁ ବଢି ପାଇଲେ ତାଙ୍କ ବହୁତ ବଡ ବଙ୍ଗଳା ଅଟେ ।

Image Courtesy: Google

୪. ଶୋଏବ ଅଖତର :

ଆପଣ ମାନେ ଏହା ଜାଣିଥିବେ ଯେ ଶୋଏବ ଅଖତର ପାକିସ୍ତାନ ବହୁତ ବଡ ବଳ୍ଳେବାଜ ଅଟନ୍ତି, ତେବେ ଶୋଏବ ଅଖତର ଛୋଟ ବେଳେ ବହୁତ ଗରିବଥିଲେ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ଯେ ସେ ୨ଟାଇମ ଖାଇବାକୁ ପାନ୍ତି କିନ୍ତୁ ୨ କିଲୋମିଟର ପ୍ରତିଦିନ ଚାଲି ସେ ଷ୍ଟାଡିଅମ ପ୍ରାକ୍ଟିସ ପାଇଁ ଯାଉଥିଲେ । ତେବେ ଗୋଟେ ଇଣ୍ଟରଭ୍ୟୁରେ ଶୋଏବ କହିଥିଲେ ଯେତେବେଳେ ପାକିସ୍ତାନ ଟ୍ରାୟଲ ପାଇଁ ତାଙ୍କୁ ଲାହୋର ଯିବାର ଥିଲା ତାଙ୍କ ପାଖରେ ବସ ଭଡା ମଧ୍ୟ ନଥିଲା ଓ ସେ ଲୁଚିକି ବସ ଛାତରେ ବସି ଲାହୋର ଯାଇଥିଲେ । ତେବେ ଶେଠୀ ସିଲେକ୍ଟ ହେଲା ପରେ ତାଙ୍କ ଜୀବନ ବଦଳି ଗଲା ।

Leave a Reply

Your email address will not be published. Required fields are marked *