IAS ଇଣ୍ଟରଭିଉରେ ଝିଅକୁ ପଚରାଗଲା କେଉଁ ପରିସ୍ଥିତିରେ ପୁଅମାନେ ୨୦ ରୁ ୨୫ ମିନିଟ ମଧ୍ୟରେ ଥକିଯାନ୍ତି, ଝିଅଟି ଉତ୍ତର ଦେଲା…

ଆଜି ଆମେ ଆପଣଙ୍କ ନିକଟକୁ ଏମିତି କିଛି ପ୍ରଶ୍ନ ନେଇକି ଆସିଛୁ ଯାହାକୁ ଶୁଣିଲେ ରାଗରେ ଆପଣଙ୍କ ରକ୍ତ ଗରମ ହେଇଯିବ କିନ୍ତୁ କିଛି ଝିଅ ଏମିତି ପ୍ରଶ୍ନର ଉତ୍ତର ଦେଇ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ପ୍ରକୂତରେ ଏହିପରି ପ୍ରଶ୍ନ UPSC ପରୀକ୍ଷାରେ ପଚରା ଯାଇଥିଲା । ଆପଣଙ୍କୁ ଜଣାଥିବ UPSC ପରୀକ୍ଷା ଦେଶର ସବୁଠାରୁ କଠିନ ଏବଂ ଏଥିରେ ଆଚ୍ଛା ଆଚ୍ଛା ଲୋକ ଫେଲ ହେଇ ଯାନ୍ତି । ଏମିତି ଅନେକ ଲୋକ ଅଛନ୍ତି ସେମାନେ UPSC ର ପ୍ରି ଓ ମେନ ପରୀକ୍ଷାରେ ଉତିର୍ଣ ହେଇଛନ୍ତି କିନ୍ତୁ ଇଣ୍ଟରଭିଉରେ ଫେଲ ହେଇ ଯାଉଛନ୍ତି । ଏମିତି ଏଥିପାଇଁ ହୁଏ କାରଣ ଏହି ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ଆସିଥାଏ ଯାହା ସିଲାବସରେ ନଥାଏ ।

Image Courtesy: Google

ଏଥିରେ ଏମିତି କିଛି ପ୍ରଶ୍ନ ପଚାରିଥାନ୍ତି ଯାହା ଶୁଣିଲେ ଆପଣ ରାଗିଯିବେ କିନ୍ତୁ ଯଦି ଆପଣ ଭାବିଚିନ୍ତି ଏବଂ ଧର୍ଯ୍ୟର ସହ ଏହାର ଉତ୍ତର ଦେବେ ତେବେ ଆପଣ ପାସ ହେଇଯିବେ । ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ପ୍ରଶ୍ନ ବିଷୟରେ ଜାଣିବା ।

1.       ପ୍ରଶ୍ନ :- ନାରୀର ଏମିତି କୌଣସି ରୂପ ଯାହାକୁ ସମସ୍ତେ ଦେଖିପାରନ୍ତି କିନ୍ତୁ ତାଙ୍କ ସ୍ଵାମୀ କେବେବି ଦେଖି ପାରନ୍ତି ନାହିଁ ?

ଉତ୍ତର :- ବିଧବା ରୂପ ।

2.       ପ୍ରଶ୍ନ :- କେଉଁ ଜୀବର ହୃତପିଣ୍ଡ ତାହାର ମସ୍ତିସ୍କରେ ରହିଥାଏ ?

ଉତ୍ତର :- ଚିଙ୍ଗୁଡିର ହୃତପିଣ୍ଡ ତାହାର ମସ୍ତିସ୍କରେ ରହିଥାଏ ।

Image Courtesy: Google

3.       ପ୍ରଶ୍ନ :- ଯଦି କୌଣସି ମଣିଷ ନିଜର ଛିଙ୍କକୁ ଅଟକାଇ ଦିଏ ତେବେ କଣ ଘଟିବ ?

ଉତ୍ତର :- ଯଦି କୌଣସି ମଣିଷ ନିଜର ଛିଙ୍କ ଅଟକାଇବାକୁ ଚେଷ୍ଟା କରେ ତେବେ ତାହାର ମସ୍ତିସ୍କ ଏବଂ ନାକର ଶିରା ଫାଟିବାର ସମ୍ଭାବନା ରହିଛି ।

4.       ପ୍ରଶ୍ନ :- ବିଶ୍ଵର କେଉଁ ଦେଶରେ ଚୁଇଙ୍ଗମ ରଖିବା କିମ୍ବା ବିକ୍ରି କରିବା ଆଇନଗତ ଅପରାଧ ?

ଉତ୍ତର :- ସିଙ୍ଗାପୁର ଏମିତି ଏକ ଦେଶ ଯେଉଁଠି ନାତ ଆପଣ ଚୁଇଙ୍ଗମ ରଖି ପାରିବେ ନା ବିକ୍ରି କରି ପାରିବେ ।

5.       ପ୍ରଶ୍ନ :- ଏମିତି ଏକ କାର୍ଯ୍ୟ ଯାହାକୁ ପୁରୁଷ ଜୀବନରେ ଥରେ ମାତ୍ର କରିଥାଏ କିନ୍ତୁ ନାରୀ ପ୍ରତେକ ଦିନ କରିଥାଏ ?

ଉତ୍ତର :- ମଥାରେ ସିନ୍ଦୁର ଲଗାଇବା ।

6.       ପ୍ରଶ୍ନ :- Password କୁ ହିନ୍ଦୀରେ କଣ କୁହନ୍ତି ?

ଉତ୍ତର :- Password କୁ ହିନ୍ଦୀରେ “କୁଟ ଶବ୍ଦ” କୁହନ୍ତି ।

Image Courtesy: Google

7.       ପ୍ରଶ୍ନ :- କେଉଁ ଦେଶରେ ଜୀନ୍ସ ପିନ୍ଧିବାକୁ ବାରଣ କରାଯାଇଛି ?

ଉତ୍ତର :- ନର୍ଥ କୋରିଆରେ ଜୀନ୍ସ ପିନ୍ଧିବା ମନା । ଯଦି ଆପଣ ଏପରି କରୁଛନ୍ତି ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବ ।

8.       ପ୍ରଶ୍ନ :- ଏମିତି କେଉଁ  ବସ୍ତୁ ଯେଉଁଥିରେ ଅନେକ ଛିଦ୍ର ଥିଲେ ମଧ୍ୟ ସେ ପାଣିକୁ ଧରି ରଖିଥାଏ ?

ଉତ୍ତର :- ସ୍ପଞ୍ଜ ।

9.       ପ୍ରଶ୍ନ :- କେଉଁ କାମକୁ ସମସ୍ତେ କେବଳ ରାତିରେ କରିପାରିବେ ?

ଉତ୍ତର :- ଶୋଇବା ।

Image Courtesy: Google

10.   ପ୍ରଶ୍ନ :- ଏପରି କେଉଁ ପରିସ୍ଥିତିରେ ପୁରୁଷ ୨୦-୨୫ ମିନିଟରେ ଥକି ଯାଉଥିଲାବେଳେ ନାରୀ ଏବେ ଆରମ୍ଭ ହେଲା ବୋଲି କହିଥାଏ ?

ଉତ୍ତର :- ଶପିଂ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *