ଇଉପିଏସସି ଏକ୍ସାମ ପାସ କରିବା ପରେ କ୍ୟାଣ୍ଡିଡେଟକୁ ପର୍ଶନାଲ ଡୀଟେଲସ ସହିତ ଜଡିତ କିଛି ସୂଚନାର ଫର୍ମ ଭରିବାକୁ ପଡିଥାଏ । ଏହାକୁ DAF detailed application form କୁହାଯାଏ । ଇନ୍ଟରଭିଉ ଶିବିଲ ସାର୍ଭିସ ଏକ୍ସାମର ଅନ୍ତିମ ଚରଣ ହୋଇଥାଏ । IAS କ୍ୟାଣ୍ଡିଡେଟ ଫେଲ ହୋଇଯାନ୍ତି ଓ ସେଥିପାଇଁ ଆସିଥିବା ଚାକିରି ହାତରୁ ପଳେଇଥାଏ ଏହାର କାରଣ ବହୁତ ଖାତରନାକ ପ୍ରଶ୍ନ ପଚରା ଯାଇଥାଏ ଇନ୍ଟରଭିଉରେ ଯେଉଁଟା ଉତର ଦେବା ବହୁତ କଷ୍ଟ ହୋଇଥାଏ ।
ଇନ୍ଟରଭିଉରେ ଏମିତି ଟ୍ରିକ ବାଲା ପ୍ରଶ୍ନ ପଚରା ଯାଇଥାଏକି କ୍ୟାଣ୍ଡିଡେଟର ଦିମଗ ଖରାପ ହୋଇଥାଏ । ସେ ପ୍ରଶ୍ନ ବହୁତ ସହଜ ହୋଇଥାଏ କିନ୍ତୁ ସଙ୍ଗେ ସଙ୍ଗେ ବୁଝିବା କ୍ୟାଣ୍ଡିଡେଟକୁ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଖତରନାକ ପ୍ରଶ୍ନ ବିଷୟରେ କହିବୁ ଯାହାକୁ ସମାଧାନ କରିବାରେ ବହୁତ ମଜା ଆସିବ ।
ପ୍ରଶ୍ନ-୧
ବାପା ଝିଅକୁ ଗୋଟେ ଫଳ ଦେଇକି କହିଲେ
ଭୋକ ଲାଗିଲେ ଖାଇଦେବୁ, ଶୋଷ ଲାଗିଲେ ପଈ ଦେବୁ,
ଥଣ୍ଡା ଲାଗିଲେ ଜଳେଇଦେବୁ, କୁହ ଏଇ ଫଳଟି କଣ ହୋଇପାରେ ?
ଉତ୍ତର :- ନଡିଆ
ପ୍ରଶ୍ନ-୨
ଏମିତି କେଉଁ ଜିନିଷ ଅଛି ଯାହା ମାତ୍ର କହିବା ଦ୍ଵାରା ପୁରା ଭାଙ୍ଗି ଯାଇଥାଏ ?
ଉତ୍ତର :- ଚୁପ ରହିବା
ପ୍ରଶ୍ନ-୩
ଗୀର୍ଗିଟ ନିଜର ରଙ୍ଗ କେମିତି ବଦଳେଇ ଥାଏ ?
ଉତ୍ତର :- ଗିରଗୀଟର ଏହା ଗୁଣ ଥାଏ ସେ ଶତ୍ରୁକୁ ଦେଖିବା ମାତ୍ରେ ନିଜର ରଙ୍ଗ ବଦଳାଇ ଥାଏ ।
ସେଥିରେ ତାର ଶତ୍ରୁ ଆଖିରେ ଧୂଳିଦେବାରେ ସଫଳ ହୋଇଥାଏ । ଜିନେବା ୟୁନିଭରସିଟିର ଜୀବ ବୈଜ୍ଞାନିକଙ୍କ ମତରେ ଗିରଗିଟ ରଙ୍ଗ ବଦଳିବା ପଛରେ ତାର ଶରୀରର ପ୍ରକ୍ରିୟା ହୋଇଥାଏ । ଗିରଗିଟ ମହୋଲ ହିସାବରେ ରଙ୍ଗ ବଦଳେଇ ଥାଏ । କାରଣ ତାର ଚର୍ମରେ ଫୋଟେନିକ କ୍ରିଷ୍ଟାଲ ନାମକ ଗୋଟେ ପରସ୍ତ ଥାଏ । ଏହି ପରସ୍ତ ପ୍ରକାଶର ପରିବର୍ତନକୁ ପ୍ରଭାବିତ କରିଥାଏ ଓ ଗିରଗିଟର ବଦଲୁଥିବା ରଙ୍ଗ ଦେଖା ଦେଇଥାଏ।
ପ୍ରଶ୍ନ-୪
ମନୁଷ୍ୟର କେଉଁ ଅଙ୍ଗରେ ତେଜାବ ମିଳିଥାଏ ?
ଉତ୍ତର :- ମୂତ୍ରାଶୟରେ, ମନୁଷ୍ୟର ୟୁରିନରେ ପାଖାପାଖି ୧୦ ପ୍ରତିଶତ ତେଜାବ ରହିଥାଏ ।
ପ୍ରଶ୍ନ-୫
ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କୁ ୪ ଟି ଛୁଆ ଜନ୍ମ କରିବାକୁ କହିବେ ଆପଣ କଣ କରିବେ ?
ଉତ୍ତର :- ଜଣେ ମହିଳା କ୍ୟାଣ୍ଡିଡେଟକୁ ପଚରା ଯାଇଥିଲା ସେ କହିଲାକି ପ୍ରଥମେ ତାଙ୍କୁ ବୁଝେଇବିକି ଏହା ଠିକ ନୁହେଁ । ଯଦି ସେ ମାନୁ ନାହାନ୍ତି ତ ମୁଁ ରାଇଟ ଟୁ ଋଜେକ୍ଟ ଅଧିକାରରେ ତାଙ୍କୁ ମନା କରିଦେବୀ ।