ଆଜିକା ସମୟରେ ଚୁଟି ଝଡିବା ବହୁତ ବଡ ସମସ୍ଯା ଅଟେ । ତେବେ ଚୁଟି ଭଲ ରଖିବା ପାଇଁ ଓ ବଢେଇବା ପାଇଁ ଆପଣ ବହୁତ ପ୍ରକାର ଉପାୟ କରିଥାନ୍ତି ତେବେ ଏହା ଦ୍ଵାରା ଆପଣଙ୍କ ଚୁଟି ଖରାପ ମଧ୍ୟ ହୋଇଥାଏ ଓ ଆପଣଙ୍କ ଚୁଟି ଝାଡିବାକୁ ଲାଗିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ପୁରା ନେଚୁରାଲ ଉପାୟ ଆଣିଛୁ ଯାହା ଆପଣଙ୍କୁ କରିବା ପାଇଁ ସହ ରହିବ ଓ ଆପଣଙ୍କ ଚୁଟି ନିଶ୍ଚିନ୍ତ ଗହବା ଓ ଲମ୍ବା ହବ ।
ତେବେ ଆପଣ ମାନେ ଯଦି ନିଜ ଚୁଟି ଲମ୍ବା ଓ ଗହବା କରିବା ପାଇଁ ଇଛା କରୁଛନ୍ତି ତେବେ ଆପଣଙ୍କୁ ୩ଟି ଜିନିଷ ଆବଶ୍ୟକ ଅଟେ ।
ଆପଣଙ୍କୁ ଯାହା ଆପଣ ରେଗୁଲାର ଶ୍ୟାମପୁ ବ୍ୟବହାର କରୁଛନ୍ତି ତାହା ବ୍ୟବହାର କରିବାକୁ ହୋଇଥାଏ ଏହା ପରେ ଏଲୋଭେରା ଜେଲ ଯଦି ଆପଣଙ୍କ ଘରେ ଏଲୋଭେରା ଗଛ ଅଛି ତେବେ ଆହୁରି ଭଲ କଥା ଓ ଅନ୍ତିମ ଜିନିଷ ରାତିରେ ଭେଦେଇଥିବା ଚାଉଳ ପାଣି ବହୁତ ଆବଶ୍ୟକ ହୋଇଥାଏ ।
ଆପଣଙ୍କୁ ଯେତେ ଶ୍ୟାମପୁ ଥରେ ଚୁଟି ଢୋଇବା ପାଇଁ ଦରକାର ସେତେ ଗୋଟେ ମଗରେ ନିଅନ୍ତୁ ଏହା ପରେ ଆପଣ ମଗରେ ଦୁଇ ଚାମଚ ଏଲୋଭେରା ଜେଲ ପକାନ୍ତୁ ଏହା ପରେ ଆପଣ ଚାଉଳ ଭଲ ଭାବରେ ଧୋଇ ତା ପାଣି ମଗରେ ୩ଟି ଜିନିଷକୁ ଭଲ ଭାବରେ ମିକ୍ସ କରନ୍ତୁ ଏହା ପରେ ଏହାକୁ ନିଜ ଚୁଟିରେ ବ୍ୟବହାର କରନ୍ତୁ । ତେବେ ଏହି ଉପାୟ ଆପଣଙ୍କୁ ସପ୍ତାହରେ ୨ଥର କଲେ ବହୁତ ଲାଭକାରୀ ଅଟେ କିନ୍ତୁ ଆପଣ ଯଦି ଥରେ ବି ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।
ଚାଉଳ ଆମ ଭାରତ ଭଳି ଦେଶରେ ଅଧିକ ବ୍ୟବହାର କରା ଯାଇଥାଏ ଏହି ଦେଶ ଓ ଆମ ଭାରତରେ ଲୋକ ଚାଉଳ ଭାତ କରି ଖାଇବା ପସନ୍ଦ କରନ୍ତି ତେବେ ଭାତ ଆମ ଓଡିଆ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ହୋଇଥାଏ ଯାହା ରୋଷେଇ ହେଲେ ମଧ୍ୟ ଭାତ ନିଶ୍ଚିନ୍ତ ରୋଷେଇ ହୋଇଥାଏ ତେବେ ଏହି ଚାଉଳ ପାଣି ଦ୍ଵାରା ଆପଣଙ୍କୁ ଚୁଟିରେ ବହୁତ ପୋଷଣ ପ୍ରାପ୍ତ ହୋଇଥାଏ ଓ ଆପଣଙ୍କ ଚୁଟି ଶୀଘ୍ର ଶୀଘ୍ର ବଢିବାକୁ ଲାଗିଥାଏ ଓ ଏଥିରେ ଆପଣଙ୍କୁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।