ମଜେଦାର ଯୋକ୍ସ- ଗୋଟେ ଝିଅ ଡାକ୍ତର କୁ କହିଲା ମତେ ବହୁତ ଦିନ ହେବ ଜୋରଦାର ୬୧-୬୨ ହେଉଛି, କଣ କରିବି ମୁଁ

ଦୁନିଆରେ ଦିଅର ଭାଉଜ ସମ୍ପର୍କ ବହୁତ ଅଲଗା ହୋଇଥାଏ ଦିଅର ଭାଉଜ ସମ୍ପର୍କ ମା, ଭଉଣୀ ଓ ସାଙ୍ଗ ସବୁ ସମ୍ପର୍କରେ ପରିଣତ ହୋଇଥାଏ ତେବେ ଦିଅର ଭାଉଜ ଯୋକ୍ସ ସମସ୍ତଙ୍କୁ ବହୁତ ପ୍ରିୟ ଆଜି ଆମେ ଏମିତି କିଛି ଯୋକ୍ଷ ଆପଣମାନଙ୍କ ପାଇଁ ନେଇକି ଆସିଛୁ ଯାହା ଶୁଣି ଆପଣ ମଧ୍ୟ ନିଜ ହସ ଅଟକାଇ ପାରିବେ ନାହିଁ ତେବେ ଆସନ୍ତୁ ଶୁଣିବା ଏହି ଯୋକ୍ଷ ଗୁଡିକ ।

Image Courtesy: Google

୧. ସନ୍ତା ବ୍ଯାଙ୍କ ରେ ଯାଇ ମେନେଜର କୁ କହିଲା – ମତେ ୨ ଲକ୍ଷ ଟଙ୍କା ଲୋନ ଆବଶ୍ୟକ ଅଟେ, ଆମ ଘରେ ବିବାହ ଅଛି ।

ମେନେଜର ପଚାରିଲା – କାହା ବାହାଘର ଅଛି ??

ସନ୍ତା କହିଲା – ତୁଳସୀ ବିବାହ ଅଛି

ମେନେଜର ବର୍ତମାନ ପର୍ଯ୍ୟନ୍ତ କୋମାରେ

୨. ସନ୍ତା ମାଇକ୍ରୋସଫ୍ଟ କମ୍ପାନୀରେ ଇଣ୍ଟରଭ୍ୟୁ ଦବା ପାଇଁ ଗଲା ।

ଇଣ୍ଟରଭ୍ଯୁଅର ପଚାରିଲା – ଜାଭା ୪ଟି ଭର୍ଜନ ନାମ କୁହ

ସନ୍ତା ଉତ୍ତର ଦେଲା – ମର ଜାଭା, ମିଟ ଜାଭା, ଲୁଟ ଜାଭା ଔ ସଦକେ ଜାଭା

ଏହା ପରେ ଇଣ୍ଟରଭ୍ଯୁଅର କହିଲା – ଶାବାଶ ଏବେ ସିଧା ଘରକୁ ଜାଭା

୩. ପୋପଟ ଲାଲ ନିଜ ପୁଅ ନାମ ରହିଲେ ଆମେରିକା

ଜାଣିଛନ୍ତି କଣ ପାଇଁ ?

କାହିଁକିନ ପୋପଟ ଲାଲ ସମସ୍ତଙ୍କୁ ଏହା ଦେଖେଇବାକୁ ଚାହୁଁଥିଲେ ଯେ ସେ ଆମେରିକା ବାପା ଅଟନ୍ତି ।

Image Courtesy: Google

୪. କାନ୍ଥରେ ଲେଖା ହୋଇଥିଲା ଏଠାରେ କୁକୁର ପରିଶ୍ରା କରନ୍ତି ।

ସନ୍ତା ଶେଠୀ ଯାଇ ପରିଶ୍ରା କଲା ଓ ହସି କହିଲା ଆକୁ ବୁଦ୍ଧିମାନ କୁହନ୍ତି ପରିଶ୍ରା ମୁଁ କଲି ଆଉ ନା କୁକୁର ର ଆସିଲା ।

୫. ସନ୍ତା ବନ୍ତା କୁ କହିଲା – ମୁଁ ଭାବୁଛି ଆମେରିକା ଜୀବି ।

ବନ୍ତା – ବହୁତ ଭଲ, ତେବେ କେତେ କଣ ଖର୍ଚ ହବ ??

ସନ୍ତା କହିଲା – ଗୋଟେ ଟଙ୍କା ବି ନୁହ, ବନ୍ତା ଆଶ୍ଚର୍ଯ୍ୟ

ଭାବିବାରେ କେମିତିକା ଖର୍ଚ ।

Image Courtesy: Google

୬. ସନ୍ତାକୁ ଯେତେବେଳେ ଡକ୍ଟର ବେହୋସି ଇନଜେକସନ ଦେଉଥିଲେ ସେତିକି ବେଳେ ସନ୍ତା କହିଲା – ଗୋଟେ ମିନିଟ ଡକ୍ଟର ସର

ଡକ୍ଟର ତୁରନ୍ତ ରହି ଗଲେ

ସନ୍ତା ନିଜ ପର୍ସ ବାହାର କଲା

ଏହା ଦେଖି ଡକ୍ଟର କହିଲେ ଫିସ ପାଇଁ ଏତେ ଜଲ୍ଦି କଣ ଅଛି

ସନ୍ତା କହିଲା ମୁଁ ଜାଣିଛି ଫିସ ଏଲଇଟିରେ ଦବାର ଅଛି ମୁଁ ମୋ ପର୍ସରେ କେତେ ଟଙ୍କା ଅଛି ଦେଖୁଥିଲି ।

୭. ବନ୍ତା – ଭାଇ ତୁ କୌଣସି ମେସେଜ ୨ ଥର କଣ ପାଇଁ କରିଥାଉ ??

ସନ୍ତା କଲୁ ନା ପାଗଳ ଭଳି କଥା ୨ତା ପଟାଏ କାହିଁକିନା ଗୋଟେ ତୁ ରଖିବୁ ଆଉ ଗୋଟେ ଆଗକୁ ପଠେଇବୁ ।

ବନ୍ତା – ତେବେ ତତେ ୩ଟା ମେସେଜ ପଠେଇବା ଉଚିତ ।

ସନ୍ତା ପଚାରିଲା କଣ ପାଇଁ ?

ବନ୍ତା କହିଲା – ଗୋଟେ ଡ଼ିଲିଟ ଭି କରିବାକୁ ଥାଏ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *