ଆଇଏସ ଇଣ୍ଟରଭ୍ୟୁ ପ୍ରଶ୍ନ : ଗୋଟେ ପୁଅ ଗୋଟେ ଝିଅ ସହ ଏମିତି କଣ କରେ ଯେ ଝିଅଟି କାନ୍ଦି ପକାଏ ? ଝିଅର ଉତ୍ତର ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ

ଆଇଏସ ଇଣ୍ଟରଭ୍ୟୁ ରେ ପ୍ରାୟତଃ ପ୍ରଶ୍ନ ଲୋକଙ୍କ କ୍ଷମତା ଅନୁଯାଇ ପ୍ରଶ୍ନ ପଚରା ଯାଏ, କେତେକ ଥର ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ କେହି ଏହି ପ୍ରଶ୍ନକୁ ଭଲ ଭାବରେ ବୁଝି ପାରନ୍ତି ନାହିଁ । ଏମିତି ଏମିତି ପ୍ରଶ୍ନ ଶୁଣି କ୍ୟାଣ୍ଡିଡେଟ ବୁଝି ହୁଏ ନାହିଁ, ଏହି ଇଣ୍ଟରଭ୍ୟୁ ସବୁ ଠାରୁ କଷ୍ଟ ଇଣ୍ଟରଭ୍ୟୁ ହୋଇ ଥାଏ । ଇଣ୍ଟରଭ୍ୟୁ ପ୍ରଶ୍ନ ଶୁଣି କେହି ବି ଆଶ୍ଚର୍ଯ୍ୟ ହୋଇ ପାରେ ।

ବେଳେ ବେଳେ ଏମିତି ପ୍ରଶ୍ନ ପଚରା ଯାଏ ଯାହାକୁ ଶୁଣିଲା ପରେ ଲୋକଙ୍କୁ ବହୁତ ରାଗ ଲାଗି ଥାଏ କିନ୍ତୁ ଇଣ୍ଟରଭ୍ୟୁ ରେ ଏମିତିକା ପ୍ରଶ୍ନ ପଚାରି ସେ ଆପଣଙ୍କ ହାଜିରଜୱାବି ଓ ଆଇକ୍ୟୁ ପରୀକ୍ଷା କରି ପାରନ୍ତି ।

ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଯାହା ଆଇଏସ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା :

ପ୍ରଶ୍ନ : ଯଦି ମୁଁ ଆପଣଙ୍କ ଭଉଣୀ ସହ ପଳାଏ ତେବେ ଆପଣ କଣ କରିବେ ?

ଉତ୍ତର : ସାର୍, ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ବର ମତେ କେଉଁଠି ବି ମିଳିବ ନାହିଁ ।

ପ୍ରଶ୍ନ : ଆପଣ ସକାଳେ ଉଠିଲା ପରେ ଜାଣିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି ତେବେ ଆପଣ କଣ କରିବେ ?

ଉତ୍ତର : ମୁଁ ବହୁତ ଖୁସି ମନେ କରିବି ଓ ଏହି କଥା ସର୍ବ ପ୍ରଥମେ ଯାଇ ନିଜ ସ୍ବାମୀଙ୍କୁ କହିବି ।

ପ୍ରଶ୍ନ : ଝିଅଙ୍କ ଶରୀର କେଉଁ ଜିନିଷ ଆମେ ଖାଇ ପାରିବା ?

ଉତ୍ତର : ଲେଡିଜ ଫିଙ୍ଗର

ପ୍ରଶ୍ନ : ସେଇଟା କଣ ଯାହା ଆପଣ ସୋଇଲେ ପଡି ଯାଏ ଏବଂ ଆପଣ ଉଠିଲେ ନିଜେ ନିଜେ ଠିଆ ହୋଇ ଯାଏ ।

ଉତ୍ତର : ଆଖି ପତ୍ତା ଯାହା ଶୋଇଲା ବେଳେ ପଡି ଯାଏ ଓ ଉଠିବା ସହ ଉଠି ଯାଏ ।

ପ୍ରଶ୍ନ : ବିଶ୍ଵ ଏମିତି କେଉଁ ଦେଶ ଅଛି ଯାହା ଆଜି ପର୍ଯ୍ୟନ୍ତ କାହା ଗୁଲାମ ହୋଇ ନାହିଁ ?

ଉତ୍ତର : ନେପାଳ

ପ୍ରଶ୍ନ : ବିଶ୍ଵର ପ୍ରଥମ ସହର ଯେଉଁଠି ପ୍ରଥମ ପରମାଣୁ ବମ ପଡି ଥିଲା ?

ଉତ୍ତର : ‘ହିରୋଶିମା’ ବିଶ୍ଵର ପ୍ରଥମ ପରମାଣୁ ବମ ଏଇ ଶହର ରେ ପଡି ଥିଲା ।

ପ୍ରଶ୍ନ : କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି କେବେ ଆସିଲା ?

ଉତ୍ତର : କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି ୧୯୬୦ରେ ଆସି ଥିଲା ।

ପ୍ରଶ୍ନ : ଗୋଟେ ପୁଅ ଗୋଟେ ଝିଅ ସହ ଏମିତି କଣ କଲା ଯାହା ପରେ ଝିଅ କାନ୍ଦିବା ଆରମ୍ଭ କଲା ?

ଉତ୍ତର : ଗୋଟେ ପୁଅ ଗୋଟେ ଝିଅ ସହ “ବିବାହ” କଲା ଯାହା ପରେ ଝିଅ କାନ୍ଦି ପକାଇଲା ।

Leave a Reply

Your email address will not be published. Required fields are marked *