ଆଇଏସ ଇଣ୍ଟରଭ୍ୟୁ ରେ ପ୍ରାୟତଃ ପ୍ରଶ୍ନ ଲୋକଙ୍କ କ୍ଷମତା ଅନୁଯାଇ ପ୍ରଶ୍ନ ପଚରା ଯାଏ, କେତେକ ଥର ଉତ୍ତର ବହୁତ ସହଜ ହୋଇ ଥାଏ କିନ୍ତୁ କେହି ଏହି ପ୍ରଶ୍ନକୁ ଭଲ ଭାବରେ ବୁଝି ପାରନ୍ତି ନାହିଁ । ଏମିତି ଏମିତି ପ୍ରଶ୍ନ ଶୁଣି କ୍ୟାଣ୍ଡିଡେଟ ବୁଝି ହୁଏ ନାହିଁ, ଏହି ଇଣ୍ଟରଭ୍ୟୁ ସବୁ ଠାରୁ କଷ୍ଟ ଇଣ୍ଟରଭ୍ୟୁ ହୋଇ ଥାଏ । ଇଣ୍ଟରଭ୍ୟୁ ପ୍ରଶ୍ନ ଶୁଣି କେହି ବି ଆଶ୍ଚର୍ଯ୍ୟ ହୋଇ ପାରେ ।
ବେଳେ ବେଳେ ଏମିତି ପ୍ରଶ୍ନ ପଚରା ଯାଏ ଯାହାକୁ ଶୁଣିଲା ପରେ ଲୋକଙ୍କୁ ବହୁତ ରାଗ ଲାଗି ଥାଏ କିନ୍ତୁ ଇଣ୍ଟରଭ୍ୟୁ ରେ ଏମିତିକା ପ୍ରଶ୍ନ ପଚାରି ସେ ଆପଣଙ୍କ ହାଜିରଜୱାବି ଓ ଆଇକ୍ୟୁ ପରୀକ୍ଷା କରି ପାରନ୍ତି ।
ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଯାହା ଆଇଏସ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା :
ପ୍ରଶ୍ନ : ଯଦି ମୁଁ ଆପଣଙ୍କ ଭଉଣୀ ସହ ପଳାଏ ତେବେ ଆପଣ କଣ କରିବେ ?
ଉତ୍ତର : ସାର୍, ମୋ ଭଉଣୀ ପାଇଁ ଆପଣଙ୍କ ଠାରୁ ଭଲ ବର ମତେ କେଉଁଠି ବି ମିଳିବ ନାହିଁ ।
ପ୍ରଶ୍ନ : ଆପଣ ସକାଳେ ଉଠିଲା ପରେ ଜାଣିବେ ଯେ ଆପଣ ପ୍ରେଗନେଣ୍ଟ ଅଛନ୍ତି ତେବେ ଆପଣ କଣ କରିବେ ?
ଉତ୍ତର : ମୁଁ ବହୁତ ଖୁସି ମନେ କରିବି ଓ ଏହି କଥା ସର୍ବ ପ୍ରଥମେ ଯାଇ ନିଜ ସ୍ବାମୀଙ୍କୁ କହିବି ।
ପ୍ରଶ୍ନ : ଝିଅଙ୍କ ଶରୀର କେଉଁ ଜିନିଷ ଆମେ ଖାଇ ପାରିବା ?
ଉତ୍ତର : ଲେଡିଜ ଫିଙ୍ଗର
ପ୍ରଶ୍ନ : ସେଇଟା କଣ ଯାହା ଆପଣ ସୋଇଲେ ପଡି ଯାଏ ଏବଂ ଆପଣ ଉଠିଲେ ନିଜେ ନିଜେ ଠିଆ ହୋଇ ଯାଏ ।
ଉତ୍ତର : ଆଖି ପତ୍ତା ଯାହା ଶୋଇଲା ବେଳେ ପଡି ଯାଏ ଓ ଉଠିବା ସହ ଉଠି ଯାଏ ।
ପ୍ରଶ୍ନ : ବିଶ୍ଵ ଏମିତି କେଉଁ ଦେଶ ଅଛି ଯାହା ଆଜି ପର୍ଯ୍ୟନ୍ତ କାହା ଗୁଲାମ ହୋଇ ନାହିଁ ?
ଉତ୍ତର : ନେପାଳ
ପ୍ରଶ୍ନ : ବିଶ୍ଵର ପ୍ରଥମ ସହର ଯେଉଁଠି ପ୍ରଥମ ପରମାଣୁ ବମ ପଡି ଥିଲା ?
ଉତ୍ତର : ‘ହିରୋଶିମା’ ବିଶ୍ଵର ପ୍ରଥମ ପରମାଣୁ ବମ ଏଇ ଶହର ରେ ପଡି ଥିଲା ।
ପ୍ରଶ୍ନ : କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି କେବେ ଆସିଲା ?
ଉତ୍ତର : କମ୍ପ୍ୟୁଟର କ୍ଷେତ୍ର ରେ ମହାନ କ୍ରାନ୍ତି ୧୯୬୦ରେ ଆସି ଥିଲା ।
ପ୍ରଶ୍ନ : ଗୋଟେ ପୁଅ ଗୋଟେ ଝିଅ ସହ ଏମିତି କଣ କଲା ଯାହା ପରେ ଝିଅ କାନ୍ଦିବା ଆରମ୍ଭ କଲା ?
ଉତ୍ତର : ଗୋଟେ ପୁଅ ଗୋଟେ ଝିଅ ସହ “ବିବାହ” କଲା ଯାହା ପରେ ଝିଅ କାନ୍ଦି ପକାଇଲା ।