ଇଜରାଇଲରେ କରୋନା ଭ୍ୟାକ୍ସିନ ଉପରେ ଆସିଲା ବଡ ଖୁସିଖବର, ସର୍ବପ୍ରଥମ ଆସିବ ଭାରତ !

ଚୀନ ଦେଶ ରୁ ବାହାରିଥିବା ଭାଇରସ ପୁରା ଦୁନିଆ ସାରା ଲୋକଙ୍କୁ ଅସୁବିଧାରେ ପକାଇଛନ୍ତି, ପୁରା ଦୁନିଆ ଦେଶ ବୈଜ୍ଞାନିକ ଯୁଦ୍ଧ ସ୍ତର ଉପରେ ଲାଗି ରହିଛନ୍ତି, ଇଜରାଇଲ, ୟୁରୋପ, ଜାପାନ, ଆମେରିକା, ଭାରତ ସବୁ ଜାଗା ରେ ଭ୍ୟାକ୍ସିନ ବା ବଟିକା ପାଇଁ ଦିନ ରାତି କାମ କରୁଛନ୍ତି । ବଟିକା ତିଆରି ପାଇଁ ଯେମିତି ରେସ ଲାଗିଛି ଏବଂ ଏହି ରେସ ରେ ଇଜରାଇଲ ସବୁଠାରୁ ଆଗ ବାହାରିକି ଆସିବାର ଦେଖାଯାଉଛି । ଆମେରିକା ଏବଂ ଜାପାନ ବଟିକା ବନେଇବା ପାଇଁ ଗୋଟେ ବର୍ଷ ଠାରୁ ୧୮ ମାସ ପର୍ଯ୍ୟନ୍ତ ସମୟ ଲାଗିବ ବୋଲି କହୁଛନ୍ତି ତେବେ ଇଜରାଇଲ ଏହା ଦାବା କରିଛନ୍ତି ଯେ ଭ୍ୟାକ୍ସିନ ତିଆରି କରି ନେଇଛନ୍ତି ଏବଂ ଏବେ ସେ ଏହାର ଉତ୍ପାଦନ ବିଷୟରେ ଅଧ୍ୟୟନ କରୁଛନ୍ତି ।

ବିଶେଷ କଥା ଏହା ଯେ ଭାରତରେ ଇଜରାଇଲ ଏମ୍ବେସ୍ଦାର ଡକ୍ଟର ରାନ ମଲକା କହିଛନ୍ତି ଯେ ଏବେ ଏହାକୁ ଅନ୍ତିମ ରୂପ ଦିଆ ଯାଇ ନଥିଲା କିନ୍ତୁ ଯେତେବେଳେ ଏହା ସ୍ପଷ୍ଟ ହବ ଯେ ବଟିକା ତିଆରି ହୋଇଗଲା ସେତେବେଳେ ସେ ପୁରା ଦୁନିଆକୁ ଏହା ବିଷୟରେ କହିବେ । ଇଜରାଇଲ କରୋନା ଭାଇରସ ଏନ୍ଟିବଡି କ୍ଲିନିକଲ ଟ୍ରାୟଲ ଆରମ୍ଭ କରିବା ଉପରେ ପ୍ରଶ୍ନ ଉପରେ ଭାରତରେ ଇଜରାଇଲ ରାଜଦୂତ ଡକ୍ଟର ରାନ ମଲକା କହିଛନ୍ତି ଯେ ଏବେ ପ୍ରୋଫେସର କୁ ଅନ୍ତିମ ରୂପ ଦିଆ ଯାଇ ନାହିଁ, କିନ୍ତୁ ଇଜରାଇଲ ଗୋଟେ ଏଡଭାନ୍ସ ସ୍ଟେଜ ରେ ଅଛି ।

ଇଜରାଇଲ ରାଜଦୂତ ଏହା କହିଛନ୍ତି ଯେ ନିଶ୍ଚିତ ରୂପରେ ଆମେ ଦୁନିଆ ଆଗରେ ଏହା ଆଣିବାରେ ସଫଳତା ପ୍ରାପ୍ତ କରିବୁ । ସେ ଏହା ପରେ କହିଛନ୍ତି ଯେ ଏହି କଥା ଉପରେ ଅଧିକା ଖବର ପାଇଁ ସେ ମଧ୍ୟ ଅପେକ୍ଷା କରୁଛନ୍ତି । ଭାରତରେ ଇଜରାଇଲ ରାଜଦୂତ ଡକ୍ଟର ରାନ ମଲକା କହିଛନ୍ତି ଯେ କରୋନା ସଙ୍କଟ ରେ ଭାରତ ଏବଂ ଇଜରାଇଲ ସମ୍ପର୍କ ଗଭୀର କରି ଦେଇଛନ୍ତି । ଏହି ସମୟ ଦୁଇ ଦେଶ କରୋନା ଭାଇରସ ବିଷୟରେ ନିଜ ଖବର ଏବଂ ସୁବିଧା ଦୁହେଁ ଦୁହିଙ୍କ ସହ ବାନ୍ତୁଛନ୍ତି ।

କୁହାଯାଉଛି ଯେ ସର୍ବ ପ୍ରଥମେ ଏହି ବଟିକା ବଡ ସ୍ତରରେ ପ୍ରଡକସ୍ନରେ ଆଣିବା ପାଇଁ କାମ କରା ଜୀବ, ଏହା ପରେ ପ୍ରଥମେ ଏହି ବଟିକା ବ୍ୟବହାର ଇଜରାଇଲ ନାଗରିକ କରିବେ ଏହା ପରେ ସର୍ବ ପ୍ରଥମେ ଭାରତ ଦେଶ ନାଗରିକ ଏହାର ବ୍ୟବହାର କରିବେ ଏବଂ ଆମେରିକା ସରକାରକୁ ଦିଆଯିବ ।

Leave a Reply

Your email address will not be published. Required fields are marked *