Indira Gandhiଙ୍କ ସହ ସେଦିନ କଣ ଘଟିଥିଲା ? ଜାଣନ୍ତୁ ତାଙ୍କ ମୃତ୍ୟୁ ପୂର୍ବର ସେହି 12 ଘଣ୍ଟାର କାହାଣୀ…

ନମସ୍କାର ବନ୍ଧୁଗଣ । ସମୟ ଥିଲା ୩୧ ଅକ୍ଟୋବର ୧୯୮୪ ମସିହା ର । ସକାଳ ସାଢେ ୭ଟା ବେଳକୁ ଇନ୍ଦିରାଗାନ୍ଧୀ ପ୍ରସ୍ତୁତ ହୋଇ ସାରିଥିଲେ ତାଙ୍କର ଇଣ୍ଟରଭିୟୁ ପାଇଁ । ସେଦିନ ଇନ୍ଦିରାଗାନ୍ଧୀ କେସର ରଙ୍ଗ ସହ ବ୍ଲାକ ବର୍ଡ଼ର ଠିଆ ଶାଢୀ ପିନ୍ଧିଥିଲେ । ଦିନର ପ୍ରଥମ ଆପାର୍ଟମେଣ୍ଟ ପିଟର ୱିଷ୍ଟନର୍ମଙ୍କ ସହ ଥିଲା ଯିଏ ଇନ୍ଦିରାଗାନ୍ଧୀଙ୍କ ଉପରେ ଡକୁମେଣ୍ଟାରି କରୁଥିଲେ । ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଯେବେ ଇନ୍ଦିରା ଓଡିଶା ଆସିଥିଲେ ସେତେବେଳେ ବି ତାଙ୍କର ଶୁଟିଙ୍ଗ କରୁଥିଲେ ପିଟର ୱିଷ୍ଟନର୍ମ ।

ଆପାର୍ଟମେଣ୍ଟରେ ଇନ୍ଦିରାଗାନ୍ଧୀ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେମ୍ସ କେଲେନ ଓ ମିଜୋରାମର ଏକ ନେତାଙ୍କୁ ଦେଖା ହେବାର ଥିଲା । ସନ୍ଧ୍ୟା ସମୟରେ ବି ବିତେନ ରାଜକୁମାରୀ ରାଣୀ ଏଲିଜାବେଥଙ୍କ ଝିଅ ଏଲିଙ୍କ ସହ ଭେଟିବା ପରେ ତାଙ୍କ ସହ ରାତ୍ରି ଭୋଜନ କରିଥାନ୍ତେ ଇନ୍ଦିରାଗାନ୍ଧୀ । ହେଲେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା ଆଉ କ୍ଷଣିକରେ ବଦଳି ଯାଇଥିଲା ସବୁ କିଛି ।

ସକାଳ ସାଢେ ୭ଟା ରେ ଇଣ୍ଟରଭିୟୁ ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ ଇନ୍ଦିରା । ଯେଉଁ ଦିନ ତାଙ୍କର ମୃତ୍ୟୁ ହୋଇଥିଲା ସେଦିନ ସକାଳ ଖାଇବାରେ ଦୁଇଟି ଟୋଷ୍ଟ, ଦୁଇଟି ଅଣ୍ଡା ଓ କମଳା ଜୁସ ପିଇଥିଲେ ଇନ୍ଦିରାଗାନ୍ଧୀ । ଖାଇବା ପରେ ତାଙ୍କର ମେକଅପ ମ୍ୟାନ ମେକକପ କରୁଥିଲେ ଆଉ ଠିକ ସେହି ସମୟରେ ତାଙ୍କର ଡାକ୍ତର କେ.ପି ମାଥୁର ସେଠାରେ ଆସି ପହଞ୍ଚି ଯାଇଥିଲେ ।

ସବୁଦିନ ଏହି ସମୟରେ ଇନ୍ଦିରା ଙ୍କୁ ଦେଖା କରିବାକୁ ଯାଇଥାନ୍ତି ଡାକ୍ତର କେପି ମାଥୁର । ଆମେରିକାର ରାଷ୍ଟ୍ରପତି ରୋନାଲ ଡ୍ରଙ୍କ ଙ୍କ ବାଳକ ମଧ୍ୟ ଇଣ୍ଡିଆଙ୍କ ସହ ମଜାକ କରିଥିଲେ ମାଠୁର । କାରଣ ରୋନାଲଙ୍କ ୮୦ ବର୍ଷରେ କେଶ କଳା ଥିବା ବେଳେ ଇନ୍ଦିରାଙ୍କ କେଶ ଧଳା ପଡିଥିଲା ସେଥିପାଇଁ ।

୯:୧୫ ମିନିଟରେ ଇଣ୍ଡିଆ ଯେତେବେଳେ ପ୍ରଧାନମନ୍ତ୍ରୀ କାର୍ଜ୍ୟାଳୟକୁ ବାହାରିଥିଲେ ସେତେବେଳେ ଆକାଶ ପୁରା ସଫା ଥିଲା ଓ ଖରା ବି ହେଉଥିଲା । ଇନ୍ଦିରାଙ୍କୁ ଖରାରୁ ବଞ୍ଚାଇବା ପାଇଁ ସିପାହୀ ନାରାୟଣ ସିଂ କଳା ଛତା ଧରି ତାଙ୍କ ପାଖରେ ଯାଉଥିଲେ । ଇନ୍ଦିରାଙ୍କ ପଛରେ ଥିଲେ ଆର. କେ ଧବନ ଓ ନାଥୁରମା ।

ଏହି ସମୟରେ ଇନ୍ଦିରାଙ୍କ ଆଗ ଦେଇ ଜଣେ ଚାହା କର୍ମଚାରୀ ଯାଇଥିଲେ ଯେଉଁଠି ସେଠାରେ ଉଷ୍ଟିନଙ୍କୁ ଚାହା ପରଷା ଯାଇଥାନ୍ତା । ଠିକ ସେହି ସମୟରେ ସେହି ରାସ୍ତାରେ ଉପଠିତ ଥିବା ସୁରକ୍ଷା କର୍ମୀ ବେଣ୍ଡ ସିଂ ତାଙ୍କ ବନ୍ଧୁକ ବାହାର କରି ଇନ୍ଦିରାଙ୍କ ଉପରେ ଗୁଳି ଚଳାଇଥିଲେ । ଗୁଳି ପେଟରେ ବାଜିଥିଲା ଇନ୍ଦିରା ତାଙ୍କ ଶରୀରକୁ ବଞ୍ଚିବା ପାଇଁ ଯେତେବେଳେ ଡାହାଣ ହାତ ଉଠିଥିଲେ ସେହି ସମୟରେ ବେଣ୍ଡ ସିଂ ଗୁଳି ଚଳାଇଥିଲା ଆଉ ଗୁଳି ଯାଇ ଅଣ୍ଟା ଓ ଛାତିରେ ବାଜିଥିଲା ।

ସେଠାରୁ ଠିକ ୫ଫୁଟ ଦୂରରେ ଥିବା ସତ୍ଵାନ ସିଂ ତାଙ୍କ ମେସିନ ଗନର ୨୫ ଯାକ ଗୁଳି ଇନ୍ଦିରାଙ୍କ ଉପରେ ସାରିଥିଲେ । ରାମେଶ୍ଵର ଦୟାଲ ଇନ୍ଦିରାଙ୍କୁ ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ଗୋଡରେ ଗୁଳି ବାଜିବାରୁ ସେ ଇନ୍ଦିରାଙ୍କ ପାଖରେ ପହଞ୍ଚିପାରିଲେ ନାହି । ଏହା ପରେ ସେଠାରେ ଇନ୍ଦିରା ଟଳି ପଡିଥିଲେ । ମାଟିରେ ପଡିଥିଲା ଇନ୍ଦିରାଙ୍କ ରକ୍ତ ଜୁଡୁବୁଡୁଦେହ ଆଉ କେସର ରଙ୍ଗର ଶାଢୀ ଲାଲ ହୋଇଯାଇଥିଲା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *