Bhubaneswar ରେ ଭୟଙ୍କର କାଣ୍ଡ, ଛାତ୍ରୀଙ୍କୁ ଉଠାଇ ନେଇ ଗାଡ଼ିରେ କଲେ ଦୁ-ଷ୍କର୍ମ, ଆଉ ତା’ପରେ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିକାଲି ଆମ ରାଜ୍ୟ ବା ଦେଶରେ ଦୁଷ୍କର୍ମ ବଢିବାରେ ଲାଗିଛି । ଯାହାକୁ ନେଇ ଯୁବତୀ ମାନେ ଘରୁ ବାହାରିବା ବି ମୁସ୍କିଲ ହୋଇ ଗଲାଣି । ତେବେ ବର୍ତ୍ତମାନ ସମୟରେ ଆଉ ଏକ ଗଣ ଦୁଷ୍କର୍ମ କାର ଯାଇଛି ଯାହାକୁ ନେଇ ନୂଆପଲ୍ଲୀ ଥାନା ରେ ଅଭିଯୋଗ କରା ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । କଲେଜ ଛାତ୍ରୀ ଙ୍କୁ କରା ଯାଇଛି ଅପହରଣ । ସୂଚନା ଅନୁଯାୟୀ ଛାତ୍ରୀ ଙ୍କୁ କାର ରେ ଉଠାଇ ନେଇଛନ୍ତି ଦୁର୍ବୁତ୍ତ । ଆଉ ଏହା ପରେ ଦୁର୍ବୁତ୍ତ ମାନେ ଯୁବତୀ ଙ୍କ ସହ ଲରିଛନ୍ତି ଗଣ ଦୁଷ୍କର୍ମ । ଏଭଳି ସାଂଘାତିକ ଅଭିଯୋଗ ନୂଆପଲ୍ଲୀ ଥାନା ରେ କରିଛନ୍ତି କଲେଜ ଛାତ୍ରୀ ତଥା ପୀଡ଼ିତା ଜଣକ ।

ପୀଡ଼ିତା କହିଛନ୍ତି ୪ ଜଣ ଯୁବକ ଅଗଷ୍ଟ ୧ ତାରିଖରେ କଲେଜ ରୁ କାର ରେ ଜୋର ଜବରଦସ୍ତି କରି ଉଠାଇ ନେଇଥିଲେ । ପରେ ସେମାନଙ୍କ ମଧ୍ୟ ରୁ ତାଙ୍କୁ ଜଣେ ଦୁର୍ବୁତ୍ତ ଦୁଷ୍କର୍ମ କରିଥିଲ । ଏ ନେଇ ପୀଡ଼ିତା ତାଙ୍କ ପରିବାର ସହ ବୁଧବାର ଦିନ ନୟାପଲ୍ଲୀ ଥାନା ରେ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତାଙ୍କ ବୟାନ ରେକଡ କରିଛି ।

ଆସନ୍ତା କାଲି ଡାକ୍ତରୀ ମାଇନା କରାଯିବା ବୋଲି ସୂଚନା ରହିଛି । ଯୁବତୀ ଙ୍କ ଅଭିଯୋଗ ଅନୁଯାୟୀ ସେ ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଏକ କଲେଜ ରେ ଯୁକ୍ତ+୨ ପଢନ୍ତି । ସାଲିଆ ସାହି ସ୍ଥିତ ଘରୁ କଲେଜକୁ ଆସୁଥିବା ସମୟରେ ୪ ଜଣ ଦୁର୍ବୁତ୍ତ ତାଙ୍କୁ ଅପହରଣ କରିଥିଲେ । ଯୁବତୀ ଙ୍କ ମୁହଁ ରେ କପଡା ଲଗାଇ ଅଚେତ କରିଥିଲେ ୪ ଜଣ ଦୁର୍ବୁତ୍ତ ।

ସଜ୍ଞା ହୀନା ଅବସ୍ଥାରେ ଯୁବତୀଙ୍କୁ ଅଜଣା ସ୍ଥାନ କୁ ନେଇ ଯାଇଥିଲେ । ଯୁବତୀ ଏନକେ ଚେତା ଫେରିବା ବେଳକୁ ସେ ଗୋଟେ ବନ୍ଦ କୋଠରି ରେ ଥିବାର ନିଜକୁ ପାଇଥିଲେ । ଏଆହ ସହ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବାର ବୟାନ ରେ କହିଛନ୍ତି । ଅପର ପକ୍ଷେ ନୂଆପଲ୍ଲୀ ପୋଲିସ କହିଛନ୍ତି କି ଯୁବତୀ ଙ୍କୁ କେହି ଅପହରଣ କରି ନ ଥିଲେ ।

ବରଂ ଯୁବତୀ ଜଣକ କାହାକୁ ପ୍ରେମ କରୁଥିଲେ ଆଉ ତାଙ୍କ ସହ ଫେରାର ହୋଇ ଯାଇଥିଲେ । ପୋଲିସ ଏମିତି ସୂଚନା ଦେଇଛି କି ଦୁହେଁ ପରେ ଏକ ମନ୍ଦିର ର ବିବାହ କରିଥିଲେ । ଘର ଲୋକେ ଝିଅକୁ ଅପହରଣ ହୋଇଥିବ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଝିଅ କୁ ଉଧାର କରିଥିଲା । ପରେ ଯୁବତୀ ଓ ପରିବାର ଲୋକେ ଅପହରଣ ଓ ଦୁଷ୍କର୍ମ ର ଅଭିଯୋଗ ଆଣିଛନ୍ତି ।

ତେବେ ପୋଲିସ ସତ କହୁଛି କି ଯୁବତୀ ସତ କହୁଛନ୍ତି ତାହା ସଠିକ ତଦନ୍ତ ପରେ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *