ଆମେରିକାରେ ରାସ୍ତାରେ Archita Sahooଙ୍କ ଜବରଦସ୍ତ ଡ୍ୟାନ୍ସ, Video ହେଉଛି ଭାଇରାଲ

ନମସ୍କାର ବନ୍ଧୁଗଣ, ଓଲିଉଡ କଳାକାର ମାନଙ୍କର ଅଭିନୟ କୁ କିଏ ବା ପସନ୍ଦ କରନ୍ତି ନାହି । ଓଲିଉଡ ଅଭିନେତା ଙ୍କ ଠାରୁ ଆରମ୍ଭ କରି ଅଭିନେତ୍ରୀ ମାନଙ୍କ ଯାଏଁ ସମସ୍ତରେ ନିଜ ନିଜର ପାରଦର୍ଶିତା ଦେଖିଥାନ୍ତି । ଖାସ କରି ଯେଉଁ ମାନେ ମ୍ୟାରେଜ କରିଥାନ୍ତି ସେମାନେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସୋସିଆଲ ମିଡିଆରେ ଅନେକ କଥା ସେୟାର କରିଥାନ୍ତି ଯାହା ସେମାନଙ୍କର ଫ୍ୟାନ୍ସ ଜାଣିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଓଲିଉଡ କଳାକାର ମାନେ ନିଜର ପର୍ଶନାଲ ଲାଇଫ କୁ ନେଇ ଖୁବ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଖାସ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଆମେରିକାରେ ଯାଇ କେମିତି ମସ୍ତି କରୁଛନ୍ତି । ବନ୍ଧୁଗଣ ସେହି ଖାସ ଅଭିନେତ୍ରୀ ତଥା ଲୋକପ୍ରିୟ ହିରୋଇନ ହେଉଛନ୍ତି ଆପଣ ମାନଙ୍କର ପ୍ରିୟ ଅର୍ଚ୍ଚିତ ସାହୁ । ସେ ଅଭିନେତା ସବ୍ୟସାଚୀ ଙ୍କୁ ବିବାହ କରିଛନ୍ତି । ଦୁହେଁ ନିଜର ମ୍ୟାରେଜ ପରେ ବେଶ ଖୁସି ଥିବାର ନଜର ଆସିଛନ୍ତି ।

ଦୁହେଁ ମ୍ୟାରେଜ ପରେ ପରସ୍ପର ସହ ଅଧିକ ଟାଇମ ସ୍ପେନ୍ଡ କରୁଛନ୍ତି ଯାହାର ଭିଡିଓ ପ ଫୋଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ବର୍ତ୍ତମାନ ସମୟରେ ଦୁହେଁ ଆମେରିକା ଯାଇଛନ୍ତି ବୁଲିବାକୁ । ସେଠିକାର ବିଭିନ୍ନ ସୁନ୍ଦର ସୁନ୍ଦର ସ୍ଥାନ ର ଭିଡିଓ ପୋଷ୍ଟ କରୁଛନ୍ତି ଅର୍ଚ୍ଚିତା ଆଉ ସବ୍ୟ ।

ଦୁହେଁ କେମିତି ଆମେରିକାରେ ମଜା ମସ୍ତି କରୁଛନ୍ତି ଆଉ ଏଞ୍ଜୋଏ କରୁଛନ୍ତି ସବୁ କିଛି ଭିଡିଓ ପୋଷ୍ଟ କରୁଛନ୍ତି ଯାହାକୁ ଦେଖି ସେମାନଙ୍କର ଫ୍ୟାନ ମାନେ ବେଶ ପ୍ରଶଂସା କରୁଛନ୍ତି ଆଉ ଲାଇକ ମଧ୍ୟ କରୁଛନ୍ତି । ତେବେ ଅର୍ଚ୍ଚିତା ଆମେରିକା ରେ ଅନେକ ସ୍ଥାନ ବୁଲିବା ସହ ସେଠାରେ ଡ୍ୟାନ୍ସ ମଧ୍ୟ କରିବାର ନଜର ଆସିଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ପୂର୍ବରୁ ମଧ୍ୟ ସେ ଆମେରିକାର କେଉଁ ଜାଗାରେ ଭିଡିଓ ପୋଷ୍ଟ କରିଥିଲେ । ବର୍ତ୍ତମାନ ସମୟରେ ଅର୍ଚ୍ଚିତା ବ୍ଲୁ ରଙ୍ଗର ଡ୍ରେସ ପିନ୍ଧି ଆମେରିକାର ରାଜ ରାସ୍ତା ରେ ଜବରଦସ୍ତ ଡ୍ୟାନ୍ସ କରିବାର ନଜର ଆସୁଛନ୍ତି ଯାହା ତାଙ୍କର ଫ୍ୟାନ ମାନଙ୍କୁ ବେଶ ପସନ୍ଦ ଆସିଛି । ଅର୍ଚ୍ଚିତା ଖୁବ ସୁନ୍ଦର ସ୍ଟେପ କରିବା ସହ ଡ୍ୟାନ୍ସ ମଧ୍ୟ ଦମଦାର କରୁଛନ୍ତି । ତେବେ ଆମେରିକାର ରାଜ ରାସ୍ତା ରେ ଅର୍ଚ୍ଚିତାଙ୍କର ଏଭଳି ପରଫୋମ ଏତେ ସୁନ୍ଦର ଆଉ ମନୋଲୋଭା ହୋଇଛି ଯିଏ ଦେଖୁଛି ସିଏ ଦେଖିକି ହିଁ ରହି ଯାଉଛି ।

ସତ କହିବାକୁ ଗଲେ ସେ ଜଣେ ଭଲ ଡ୍ୟାନ୍ସର ତାହା ସମସ୍ତେ ଜାଣିଛନ୍ତି । କାରଣ ସେ ଫିଲ୍ମ ରେ ମଧ୍ୟ ଖୁବ ସୁନ୍ଦର ଡ୍ୟାନ୍ସ କରିଥାନ୍ତି ଯାହା ଆପଣ ମାନେ ସିନେମାରେ ଦେଖିଥିବେ । ତେବେ ସେ ଯାହା ବି ହେଉ ଅର୍ଚ୍ଚିତ ଆମେରିକାରେ ଢେର ସାରା ମସ୍ତି କରୁଛନ୍ତି ଆଉ ସେଠିକାର ପରିବେଶ ଓ ପ୍ରକୃତିକୁ ଉପୋଭୋଗ ମଧ୍ୟ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ଡ୍ୟାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *