କଣ ଲୁଚି ଲୁଚି ବାହା ହୋଇଗଲେ କି Rani Panda, ଦେଖନ୍ତୁ କେମିତି ବୋହୁ ବେଶରେ କରୁଛନ୍ତି ପୂଜା

ନମସ୍କାର ବନ୍ଧୁଗଣ, ଆପଣ ମାନେ ଯାତ୍ରା ଜଗତ ବିଷୟରେ ଖୁବ ଭଲ ଭାବେ ଜାଣିଥିବେ । ଆଜିକାଲି ଘରେ ଘରେ ଲୋକ ମାନେ ଯାତ୍ରା ଦେଖିବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ଯାତ୍ରା ଜଗତରେ ଯେଉଁ କଳାକାର ମାନେ ଅଭିନୟ କରିଥାନ୍ତି ସେମାନଙ୍କର ଅଭିନୟକୁ ବି ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଯାତ୍ରା ଜଗତର କୁଇନ ରାଣୀ ପଣ୍ଡା ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଆପଣ ମାନେ ରାନୀ ପଣ୍ଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ପାଇଁ ଯେତିକି ଫ୍ଯମସ ନୁହନ୍ତି ନିଜର କାମ ପାଇଁ ଓ ଭାଷଣ ପାଇଁ ବେଶ ଚର୍ଚ୍ଚା ରେ ରହିଥାନ୍ତି ।

ସେ ଅନେକ ସମୟରେ କୌଣସି ନା କୌଣସି ବିବାଦ ରେ ଘେରି ହୋଇ ରହିଥାନ୍ତି ଯାହା ପାଇଁ ଆଙ୍କୁ ବିବାଦୀୟ ହିରୋଇନ ଭାବେ ମଧ୍ୟ ଜଣା ଯାଇଥାଏ । ତେବେ ରାନୀ ପଣ୍ଡା ଅନେକ ସମୟରେ ସୋସିଆଲ ମିଡିଆରେ ଚ୍ରାଚ୍ଚ ରେ ରହିଥାନ୍ତି ନିଜର ବ୍ୟକ୍ତିଗତ ଜୀବନକୁ ନେଇ । ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ରେ ରାନୀ ପଣ୍ଡା ବୋହୁ ବେଶ ରେ ନଜର ଆସୁଛନ୍ତି । ତେବେ ଏହି କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ ଅଟେ ।

ରାନୀ ପଣ୍ଡା ଶାଢୀ ପିନ୍ଧି ସୁନ୍ଦର ଭାବେ ସଜେଇ ହୋଇଛନ୍ତି ଠିକ ଯେମିତି ନୂଆ ବୋହୁ ମାନେ ସଜବାଜ ହୋଇଥାନ୍ତି । ତାଙ୍କର ଏହି ନୂଆ ଗେଟପ ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି । ଏହା ଛଡା ରାନୀ ପଣ୍ଡା କୌଣସି ଏକ ମନ୍ଦିର ରେ ପୂଜା ପାଠ କରିବାର ମଧ୍ୟ ନଜର ଆସିଛନ୍ତି ଯାହା ପାଇଁ ସେ ଶାଢୀ ପିନ୍ଧିଛନ୍ତି ଆଉ ମୁଣ୍ଡ ରେ ନୂଆ ବୋହୂ ଭଳି ଓଢଣା ମଧ୍ୟ ଦେଉଛନ୍ତି । ରାନୀ ପଣ୍ଡା ଶାଢୀ ପିନ୍ଧି ବୋହୁ ବେସ ରେ ସଜବାଜ ହୋଇଛନ୍ତି ଯାହା ପାଇଁ ସେ ବହୁତ ସୁନ୍ଦର ଲାଗୁଛନ୍ତି ।

ମନ୍ଦିର ରେ ପୂଜାରୀଙ୍କ ସହାୟତାରେ ସେ ତାଙ୍କର କୌଣସି ପୂଜା କରୁଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । କେବଳ ଶାଢୀ ପିନ୍ଧିଛନ୍ତି ତାହା ନୁହେଁ ବରଂ ରାନୀ ପଣ୍ଡା ନିଜ କେଶ କୁ ଏତେ ଭଲ ଭାବେ ସଜେଇଛନ୍ତି ଆଉ ଗଜରା ଲଗାଇଛନ୍ତି ଯାହା ତାଙ୍କର ପର୍ଶନାଲିଟି କୁ ବେଶ ସୂଟ କରୁଛି କହିଲେ କିଛି ଭୁଲ ହେବ ନାହି । ସତରେ ରାନୀ ପଣ୍ଡାଙ୍କର ଶାଢୀ ପିନ୍ଧା ଲୁକ ବେଶ ଆକର୍ଷଣୀୟ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ରାନୀ ପଣ୍ଡା ଙ୍କର ଏହି ନୂଆ ଗେଟପ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *