ସାମ୍ନାକୁ ଆସିଲା Ms Dhoni ଙ୍କ ମାଟ୍ରିକ Result, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ । ଭାରତୀୟ କ୍ରିକେଟ ଦଳ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୧ ବର୍ଷ ରେ ପଦାର୍ପଣ କରିଛନ୍ତି । ସେ ଭାରତୀୟ କ୍ରିକେଟ ପାଇଁ ଅନେକ ଅବଦାନ ଦେଇଛନ୍ତି ଯାହା ପାଇଁ ସେ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ସେ ନିଜର ପୁରା ପରିବାର ସହ ଲଣ୍ଡନ ରେ ଜନ୍ମ ଦିନ ପାଳନ କରିଛନ୍ତି ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ବିଶ୍ଵ ର ସବୁଠାରୁ ସଫଳ ଅଧିନାୟକ ହୋଇଥିଲେ ମଧ୍ୟ ପାଠ ପଢା ରେ ସେତେ ଭଲ ନ ଥିଲେ ଯାହା ଏବେ ସବୁଠାରୁ ବଡ ଖବର ସାମନା କୁ ଆସିଛି ।

ଝାଡଖଣ୍ଡ ରାଞ୍ଚି ରେ ଜନ୍ମଗ୍ରହଣ କରିଥିବା ଧୋନୀ ମାହି DAV ସ୍କୁଲ ରୁ ତାଙ୍କର ପାଠ ପଢା ଶେଷ କରିଥିଲେ । ଧୋନୀ ଙ୍କ ପାଇଁ କ୍ରିକେଟ ଖେଳିବା ଏକ ପ୍ରାଥମିକତା ଥିଲା ଯାହା ତାଙ୍କର ପିଲା ବେଳୁ ରହିଥିଲା । ସୂଚନା ଅନୁଯାୟୀ ସେ ପାଠ ପଢା ରେ ଏତ ଭଲ ନ ଥିଲେ । ଦଶମ ଶ୍ରେଣୀ ରେ ଧୋନୀ ୬୬% ଓ ଦ୍ଵାସ ଶ୍ରେଣୀ ରେ ୫୬% ନମ୍ବର ରଖିଥିଲେ ।

କ୍ରିକେଟର ହେବ ପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା ଜୀବନରେ । ଛୋଟ ବେଳୁ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିଲେ । ସେ ବିଦ୍ୟାଳୟ ପଢୁଥିବା ବେଳେ ଫୁଟବଲ ଦଳ ର ଗୋଲ କିପର ଥିଲେ । ଏହି କ୍ଷେତ୍ର ରେ ସେ ଆଗକୁ ବଢିବା ପାଇଁ ଇଚ୍ଛା ରଖିଥିଲେ । ଧୋନୀ ଷଷ୍ଠ ଶ୍ରେଣୀ ରେ ପଡୁଥିବା ବେଳେ ସ୍କୁଲ କ୍ରିକେଟ ଦଳ ରେ ହଠାତ ଜଣେ ୱିକେଟ କିପର ର ଆବଶ୍ୟକତା ପଡିଥିଲା । ସେହି ସମୟରେ କ୍ରିକେଟ ପ୍ରଶିକ୍ଷକ ଧୋନୀ ଙ୍କୁ ଗୋଲ କିପିଙ୍ଗ କରିବାକୁ କହିଥିଲେ ।

ଧୋନୀ ଙ୍କ ଉପରେ କ୍ରିକେଟ ଶିକ୍ଷକ ଜଣକ ବେଶ ପ୍ରଭାବିତ ହୋଇଥିଲେ । କ୍ରିକେଟ ଶିକ୍ଷକ ଜଣକ ଧୋନୀ ଙ୍କ ଛଡା ଆଉ କେହି ୱିକେଟ କିପର ତୁଲାଇ ପାରିବେ ନାହି ବୋଲି ଏହି ବଡ ଦାୟିତ୍ଵ ଦେଇଥିଲେ । ଆଗ୍ରହ ନ ଥିଲେ ବି ଧୋନୀ ମ୍ଯାଚ ଖେଳି ସଫଳ ମଧ୍ୟ ହୋଇଥିଲେ ।

ସେହି ଦିନ ଠାରୁ ଆରମ୍ଭ ହୋଇଥିଲା ମେହନ୍ଦର ସିଂ ଧୋନୀ ଙ୍କ କ୍ରିକେଟ ଜୀବନ । ପ୍ରଥମେ ଧୋନୀ ମେକନ କ୍ଲବ ଓ ଷ୍ଟିଲ ଅର୍ଥରୀଟି ଅଫ ଇଣ୍ଡିଆ ଲିମିଟେଡ ର ସ୍ଥାନୀୟ ଦଳ ରେ ଯୋଗ ଦେଇଥିଲେ । ଏଠାରେ ସେ ୬୨୫ ଟଙ୍କା ଦରମା ପାଇଥିଲେ ଯାହା ତାଙ୍କର ପ୍ରଥମ ରୋଜଗାର ରହିଥିଲା ।

ଏହା ପରେ ସେ ସେଣ୍ଟ୍ରାଲ ପଲଫିଲ୍ଦ୍ସ ଲିମିଟେଡ ରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ରୋଜଗାର ୬୨୫ ଟଙ୍କା ରୁ ୨୦୦୦ ଟଙ୍କା ବୃଦ୍ଧି ପାଇଥିଲା । ଖାଲି ଏତିକି ନୁହେଁ ବରଂ ୨୦୦ ତାଙ୍କର ବୋନସ ମଧ୍ୟ ପାଉଥିଲେ । କାରଣ ସେ ଜଣେ ମ୍ଯାଚ ବିଜେତା ଖେଳାଳୀ ଥିଲେ ।  ବନ୍ଧୁଗଣ ଆପଣ ମାନଙ୍କୁ ମହେନ୍ଦ୍ର ସିଂ ଧୋନୀ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *