ଦାମଙ୍କୁ ଦେଖି କାନ୍ଦିଲେ ସୁର (Sura Routray), ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ କଂଗ୍ରେସ ବିଧୟାକ ସୁର ରାଉତରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସମୟରେ ନିଜର ଭାଷଣ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । ଏମିତିକି ସୋସିଆଲ ମିଡିଆ ଜରିଆରେ ସେ ନେତା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟାର ଦମ୍ପତି ଙ୍କ ବିଷୟରେ ଅନେକ କଥା କହିଥାନ୍ତି ଯାହାକୁ ନେଇ ସେ ଲୋକ ଲୋଚନ କୁ ଆସିଥାନ୍ତି । ତାଙ୍କର ଭାଷଣ କହିବାର ଷ୍ଟାଇଲ କିଛି ନିଆରା ଢଙ୍ଗ ର ହୋଇଥାଏ ଯାହା ଖୁବ ଚର୍ଚ୍ଚା ରେ ରହିଥାଏ ।

ଗତ କିଛି ଦିନ ତଳେ ରାଷ୍ଟ୍ରପତି ନିର୍ବାଚନ ନ ହେବ ପୂର୍ବରୁ ସୁର ରାଉତ ରାଏ ଦ୍ରୌପଦୀ ମୁର୍ମୁ ଙ୍କୁ ଆଗ ଥରୁଆ ଫୁଲ ତୋଡା ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି କଂଗ୍ରେସ ବିଧାୟକ ସୁର ରାଉତରାଏ ଙ୍କ ବିଷୟରେ । ସୂଚନା ଅନୁଯାୟୀ ଦାମ ଙ୍କୁ ଦେଖିଲା ପରେ କାନ୍ଦିଲେ ସୁର ଭାଇ ଆଉ କହିଲେ ଦାମ ରାଉତ ମୋ ବଡ ଭାଇ ଆମେ ଲୋକଙ୍କ କାମ କରିବାକୁ ଆସିଛୁ ଦଳ ମତ ନିର୍ବିଶେଷରେ ଆମେ ମିସିକି ଲୋକଙ୍କ କାମ କରୁ ।

ଆଗକୁ ସୁର ଭାଇ କହିଛନ୍ତି ଦାମ ରାଉତ ହେଉଛନ୍ତି ଆତଙ୍କର ପରମ ଦାତା ଟ୍ରେନିଙ୍ଗ ନେଇଛନ୍ତି ମହତାବ । ଆଗକୁ ସୁର ଭାଇ କିଛି ଏମିତି କହିଛନ୍ତି କି ବିଜୁ ପଟ୍ଟନାୟକ, ନୀଳମଣି ରାଉତରାଏ ସବୁ ଦାମ ରାଉତ ଙ୍କ ଠାରୁ ଟ୍ରେନିଂ ନେଇଛନ୍ତି । ଦାମ ରାଉତ ହେଉଛନ୍ତି ମୋର ପୂଜ୍ୟ ନେତା ବୋଲି ସୁର ରାଉତରାଏ ମତ ଦେଇଛନ୍ତି । ଦଳ ବୋଲି କିଛି ନାହି ବରଂ ଲୋକଙ୍କର କାମ କରୁଛନ୍ତି ସୁର ଭାଇ ଦାମ ରାଉତ ମିଶି କରି । ଆଗକୁ ସୁର ଭାଇ କହିଛନ୍ତି ଆମେ ଦୁହେଁ ମିଶି ଲୋକଙ୍କ ପାଇଁ କରି ଚାଲିଛୁ ଆଉ ଆଗକୁ ମଧ୍ୟ ଏମିତି କରି ଚାଲିବୁ ଏତିକି କହିବା ସମୟରେ ସୁର ଭାଇ ଭାଇ ଙ୍କ ଆଖି ରେ ଧାର ଧାର ହୋଇ ଲୁହ ଝଋ ଆସିଛୁ ଆଉ ସେଠାରେ ସେ କାନ୍ଦି ପକାଉଛନ୍ତି ।

ସତରେ ସୁର ଭାଇ ଦାମ ରାଉତ ଙ୍କୁ କେତେ ମାନୁଛନ୍ତି ଆଉ ତାଙ୍କର ପୂଜ୍ୟ ନେତା ବୋଲି ଯେଉଁ ଶବ୍ଦ ସମ୍ବୋଧନ କରି କହିଛନ୍ତି ତାହା ତାଙ୍କର ଭାଷଣ ରୁ ଜଣା ପଡୁଛି । ସୁର ଭାଇ ଙ୍କ ଆଖି ରେ ଛଳ ଛଳ ଲୁହର ଧାର ବୋହି ଯାଉଛି ସେଥିରୁ ଜଣା ପଡୁଛି ସେ ଦାମ ରାଉତ ଙ୍କୁ ଦେଖି କେତେ ଖୁସି ଅଛନ୍ତି । ଦୁହିଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ଯାହା ଜଣା ପଡୁଛି ।

ଦାମ ରାଉତ ମଧ୍ୟ ସୁର ଭାଇ ଙ୍କ ଏଭଳି ମନ୍ତବ୍ୟ ଶୁଣିବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ସୁର ରାଉତ ରାଏ ଦେଉଇଥିବା ମନ୍ତବ୍ୟ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *