ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
୧- କେଉଁ ମହିଳା ସର୍ବ ପ୍ରଥମେ ମହାକାଶକୁ ଯାତ୍ରା କରିଥିଲେ ?
ଉତ୍ତର- ଭେଲେଣ୍ଟିନା ତେରେସ୍କୋଭା
୨- ଭାରତର ସର୍ବ ପ୍ରାଚୀନ ଫୁଟବଲ ଟୁର୍ଣ୍ଣାମେଣ୍ଟ କେଉଁଠାରେ ଅଛି ?
ଉତ୍ତର- ଡୋରାଣ୍ଡ କପ
୩- ସାରା ଡନ ବ୍ରାଡମ୍ୟାନ କେଉଁ ଖେଳ ପାଇଁ ଅନ୍ତରାଷ୍ଟ୍ରୀୟ ଖ୍ୟାତୟ ପ୍ରାପ୍ତ କରିଛନ୍ତି ?
ଉତ୍ତର- କ୍ରିକେଟ
୪- ନୀଳ ଆର୍ମଷ୍ଟ୍ରାଙ୍ଗ କେଉଁ ମସିହାରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ ?
ଉତ୍ତର- ୧୯୬୯
୫- କେଉଁଠି ସୌର ମଣ୍ଡଳର ସବୁଠାରୁ ନିକଟତମ ନକ୍ଷତ୍ର ଅଟେ ?
ଉତ୍ତର- Proxima Centauri
୬- ସୌର ମଣ୍ଡଳର ସବୁଠାରୁ ବଡ ପ୍ରାକୃତିକ ଜନ୍ହ କେଉଁଠି ?
ଉତ୍ତର- Ganymede
୭- ୧୯୪୧ ମସିହାରେ ପ୍ରକାଶିତ ପୁସ୍ତକ Thoughts On Pakistan ର ଲେଖକ କିଏ ଏଥିଲେ ?
ଉତ୍ତର- ବି.ଆର. ଆମ୍ବେଦକର
୮- କେଉଁ ଟୁର୍ଣ୍ଣାମେଣ୍ଟ ର ନାମ କୌଣସି କ୍ରିକେଟ ଖେଳାଳୀଙ୍କ ନାମରେ ନାମିତ ହୋଇ ନାହି ?
ଉତ୍ତର- ସନ୍ତୋଷ ଟ୍ରଫି
୯- ୧୯୨୩ ମସିହାରେ ମୋତିଲାଲ ନେହେରୁ ଓ ସି.ଆର. ଦାସଙ୍କ ଦ୍ଵାରା ଗଠିତ ହୋଇଥିବା ପାର୍ଟି ର ନାମ କଣ ଥିଲା ?
ଉତ୍ତର- ସ୍ଵରାଜ୍ୟ ପାର୍ଟି
୧୦- ଭଗବାନ ଶ୍ରୀକୃଷ୍ଣ ଙ୍କର ଶଙ୍ଖର ନାମ କଣ ଥିଲା ?
ଉତ୍ତର- ପାଞ୍ଚଜନ୍ୟ
୧୧- କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟ ରେ କେଉଁ ସାଥାନ ରେ ପଶା ଖେଳ ହୋଇଥିଲା ?
ଉତ୍ତର- ହସ୍ତିନାପୁର
୧୨- ଡାଏନା ହେଡେନ, ଯୁକ୍ତା ମୁଖ୍ୟ ଓ ମାନୁଷି ଛିଲ୍ଲର ଏମାନେ ସମସ୍ତେ କେଉଁ ଅନ୍ତରାଷ୍ଟ୍ରୀୟ ସୌନ୍ଦର୍ଜ୍ୟ ପ୍ରତିଯୋଗୀତା ରେ ବିଜେତା ହୋଇଛନ୍ତି ?
ଉତ୍ତର- ମିସ ୱାର୍ଲ୍ଡ
୧୩- କେଉଁ କେନ୍ଦ୍ର ଶାସିତ ଅଂଚଳ ୩ ଗୋଟି ଅଲଗା ଅଲଗା ରାଜ୍ୟ ମଧ୍ୟରେ ଅବସ୍ତିତ ଅଟେ ?
ଉତ୍ତର- ପୁଦୁଚେରି
୧୪- ୨୦୨୦ ମସିହାରେ କାହାକୁ ଏଫ ଟି ଆଇ ଆଇ ସୋସାଇଟି ର ପ୍ରେସିଡେନ୍ଟ ଓ ଏହାର ଗଭର୍ଣ୍ଣର କାଉନ୍ସିଲର ଚେୟାରମ୍ୟାନ ନିଯୁକ୍ତ କରା ଯାଇଥିଲା ?
ଉତ୍ତର- ଶେଖର କାପୁର
୧୫- କେଉଁ ବିଜନେସ ମ୍ୟାନ ହାଭାର୍ଡ ବିଜିନେସ ସ୍କୁଲର ପୂର୍ବତନ ଛାତ୍ର ଓ ତାଙ୍କ ପିଲା ମାନଙ୍କ ନାମ ରାଜୀବ, ସଂଜୀବ ସୁନେନା ଅଟେ ?
ଉତ୍ତର- ରାହୁଲ ବାଜାଜ
୧୬- କେଉଁ ସହରରେ ୫ଟି ସୂର୍ଯ୍ୟ ଦେଖାଯାଏ ?
ଉତ୍ତର- ଚୀନର ଇନର ମଙ୍ଗୁଲିୟା
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।