Vastu Tips- ଯଦି ଆପଣଙ୍କ ଘର ପାଖରେ ଅଛି ଏହି ଗଛ ତେବେ ଆଜି ହିଁ ଆଣନ୍ତୁ ତାହାର ଚେର, ସବୁ ଦୁଃଖ ଦୂର ହେବ

ଆଜି ଆମେ କଥା ହେବ ଗୋଟିଏ ଔଷଧୀୟ ଗଛ ବିଷୟରେ ଯାହା ଆଖପାଖରେ ଦେଖା ଦେଇଥାଏ । ଘରେ ବହୁତ ସୁଖ ସୁବିଧା ଥାଏ ତଥାପି ଘରେ ଅସୁବିଧା ହୋଇଥାଏ ଓ କେକେ ଶାନ୍ତି ମିଳିନଥାଏ । ଜ୍ୟାତିଷ ଶାସ୍ତ୍ରରେ ବହୁତ ଚେର ମୁଲଥାଏ ଯାହାକୁ ରଖିଲେ ଘରେ ଶାନ୍ତି ଆସିଥାଏ । ଆଜି ଆମେ ଗୋଟେ ଗଛ ବିଷୟରେ ଜାଣିବା ଯାହାର ଚମତ୍କାରିତ ବିଷୟରେ କିଛି ଜାଣିନଥିବେ । ଏହା ଶିବଙ୍କର ଗଛ ଅଟେ, ଏହି ଗଛ ଯେଉଁ ଘରେ ଲାଗିଥାଏ ଶେଠୀ ତନ୍ତ୍ର ମନ୍ତ୍ରର ପ୍ରଭାବ ରହେ ନହିଁ ।

ଏହି ଅରକ୍ଷ ଗଛ ଲଗାଇଲେ ଘରେ ଶାନ୍ତି ରହିଥାଏ । ସେହିପରି ତୁଲସୀ ଗଛ ବିଷୟରେତ ଜାଣିଥିବେ । ତୁଲସୀ ଗଛ ଲଗାଇଲେ ବସ୍ତୁ ଦୋଷ ରହିନଥାଏ ।  ସବୁଦିନେ ସକାଳେ ତୁଲସୀ ଗଛରେ ପାଣି ଦେଇ ଓଂ ନମଃ ଭଗବତେ ବସୁଦେବାୟ ଓ ତୁଲସୀ ମାଳା ଧରି ୧୦୮ ଥର ଜପ କଲେ  ଆପଣଙ୍କର ସବୁ ଦୋଷ ଦୂର ହେବ ।


ଏହିଭଳି ଆଉ ଗୋଟେ ଚମତ୍କାରୀ ଗଛ ରହିଛି ଏହାକୁ ସମି ଗଛ କୁହାଯାଏ , ଏହି ଗଛକୁ ଯଜ୍ଞରେ ବ୍ୟବହାର କରାଯାଏ । ଏହି ଗଛର ପାତ୍ର ଭଗବାନ ଗଣେଶ ଲକ୍ଷ୍ମୀ ସମସ୍ତଙ୍କୁ ଦିଆଯାଇଥାଏ । ଏହି ଗଛର ପାତ୍ର ଲକରରେ ମଧ୍ୟ ରଖାଯାଏ ।

ସମି ଗଛ ପୂଜା କାଲେ ସନିଦେବ ଖୁସି ହୋଇଥାନ୍ତି । ଯେଉଁ ମାନଙ୍କର ସାଢେସାତି ଚାଲିଥାଏ ସେମାନେ ଏହି ଗଛ ପୂଜା କଲେ ସନି ଭାଗବାନ ଖୁସି ହୋଇଥାନ୍ତି । ଏହି ଗଛକୁ ଘରର ଐଶାନ୍ୟ କୋଣରେ ଲଗାଇବେ । ଏହି ଗଛ ଲଗାଇଲେ  ଘରେ କେବେ ଧନର କେବେ କମି ହୋଇନଥାଏ । ଦୁଖ କଷ୍ଟ ଓ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ । ସମି ସମ୍ବନ୍ଧରେ ଯଜ୍ଞ କଲେ ଶନିଦେବ ଖୁସି ହୋଇଥାନ୍ତି । ଏହା ଶୀଘ୍ର ଫଳ ଦେଇଥାଏ । କିନ୍ତୁ ଆଜି ଆମେ ଯେଉଁ ଚମତ୍କାରୀ ଗଛ ବିଷୟରେ କହୁଛୁ ତାହା ହେଉଛି ଅରକ୍ଷ ଗଛ । ଏହି ଗଛ ଔଷଧରେ ବ୍ୟବହାର କରାଯାଇଥାଏ ତେଣୁ ଏହାକୁ ବନସ୍ପତି ପାରଦ କୁହାଯାଇଥାଏ ।

ଏହି ଗଛରେ ଭଗବାନ ଗଣେଶ ବାସ କରିଥାନ୍ତି । ଏହି ଗଛର ଛେରକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ତିନି ବା ଚାରି ବର୍ଷର ଗଛର ଚେରରେ ଭଗବାନ ଗଣେଶ ବାସ କରିଥାନ୍ତି ଏହି ଚେରରେ ଭାଗବାନ ଗଣେଶଙ୍କ ଆକୃତି ବନିଯାଇ ଥାଏ । ଏହାକୁ  ଆଣି ପୂଜା କଲେ ବ୍ୟାଡ ଲକ ଦୂର ହୋଇଥାଏ । ଏହି ଗଛର ଚେରକୁ ଦୂବ ପତ୍ରରେ ପୂଜା କଲେ ସବୁ ବାଧାବିଘ୍ନ ଦୂର ହୋଇଥାଏ । ଏହି ଗଛକୁ ଘରର ସାମ୍ନାକୁ ଲଗାଇବ । ଏଥିରେ ଘରର ସବୁ ଅସୁବିଧା ଦୂର ହୋଇଥାଏ । ଆଉ ସବୁବେଳେ ପବିତ୍ର ବାତାବରଣ ରହିବ ଘରେ ।

ଏବେ ଆମେ ଗୋଟେ ଉପାୟ କରିବା ସେଥିରେ ଘରୁ ସବୁ ପ୍ରକାର କଳହ ଦୂର ହେବ ଓ ଶାନ୍ତି ବଜାୟ ରହିବ । ସେଥିରେ ନେଗେଟିଭ ଏନର୍ଜି ଦୂର ହେବ । ଯଦି ଆପଣଙ୍କୁ ଲାଗୁଥିବା କିଏ ତନ୍ତ୍ର ମନ୍ତ୍ର କି ଗୁଣି ଗରେଡି ହୋଇଛି ତେବେ ଏହି ଉପାୟ ଦ୍ଵାରା ସେହି ସବୁ ସମସ୍ଯା ଦୂର ହେବ । ପୁର୍ଣିମା ଦିନ ଏହି ଗଛର ଚେରକୁ ଲାଲ କପଡାରେ ବାନ୍ଧି ଘରେ ରଖନ୍ତୁ ଓ ଘରେ ଏହାକୁ ନିତ୍ୟ ପୂଜା କରନ୍ତୁ । ଆପଣଙ୍କ ଘର ସାମ୍ନାରେ ଥିବା ଗଛ ସାମ୍ନାରେ ପ୍ରତିଦିନ ଓଂ ନମଃ ବିଘ୍ନ ହରାୟ ଗଂ ଗଣପତେୟ ନମଃ ଏହି ମନ୍ତ୍ର ଜପ କରି ଗଛକୁ ମିଶ୍ରି ପାଣି ଅର୍ପଣ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଦୁଷ୍ଟ ଗ୍ରହ କିପରି ଦୂର ହେବ ।

Leave a Reply

Your email address will not be published. Required fields are marked *