ନିଜ ସାଙ୍ଗ Mohnish Bahl ଙ୍କ ସୁନ୍ଦରୀ ଝିଅକୁ Bollywood ରେ ଲଞ୍ଚ କରିବାକୁ ଯାଉଛନ୍ତି Salman Khan

ବଲିଉଡର ଭାଇଜାନ ଷ୍ଟାର କିଡ ମାନକୁ ଲଞ୍ଚ କରିଥାନ୍ତି । ସେ ୨୦୧୯ ରେ ମଧ୍ୟ ଭାଇଜାନ ଗୋଟେ ଷ୍ଟାର କିଡକୁ ଲଞ୍ଚ କରିଥିଲେ । ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ ଆଜି ଆଲୋଚନା କରିବା । ଯାହାକୁ ଭାଇଜାନ ବହୁତ ବଡ ପରଦାରେ ଲଞ୍ଚ କରିଥିଲେ । ୨୦୧୯ ରେ ଆସିଥିବା ନୋଟେବୂକ” ରେ ଲିଡରେ ଅଭିନୟ କରିଥିବା ଅଭିନେତ୍ରୀ ହେଉଛନ୍ତିପ୍ରନୁତନ ବାହଲ । ନୋଟ ବୂକରେ ନିଜ କିଉଟ ନେସ ଆଉ ସୁନ୍ଦରତାରେ ସମସ୍ତଙ୍କୁ ଦିବାନ ବନାଇଥିଲେ  । ସମସ୍ତଙ୍କୁ ନିଜର ଦିବାନା ବନାଇ ଥିବା ପ୍ରନୁତନ ମଧ୍ୟ ଜଣେ ଷ୍ଟାର କିଡ ଅଟନ୍ତି ।

ଭାଇଜାନ ନିଜେ ଟ୍ବିଟର ଆକାଉଣ୍ଟରେ ଏହି କଥାର ଆନାଉନ୍ସମେଣ୍ଟ କରିଥିଲେ ଓ ପ୍ରନୁତନ ଦିଗଜ ଅଭିନେତ୍ରୀଙ୍କ ନତୁଣୀ ଓ ଅଭିନେତା ମନିଷ ବାହଲଙ୍କ ଝିଅ ଅଟନ୍ତି ।  ଫିଲ୍ମ ନୋଟ ବୂକରେ ଅଭିନେତା ଜାହିର ଇକବାଲଙ୍କ ସହିତ ତାଙ୍କର ଡେବ୍ୟୁକରିଥିଲେ ।


ପ୍ରନୁତନ ଜଣେ ଓକିଲ ଅଟନ୍ତି ଓ ଜଣେ ଷ୍ଟାର କିଡ ହେବା ଦ୍ଵାରା ଫିଲ୍ମରେ ଜଲ୍ଦି ତାଙ୍କୁ ସୁଯୋଗ ମିଳିଥିଲା ।ଆଜି କାଲୀ ସେ ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରହିଛନ୍ତି । ଯେଉଁଠି ପ୍ରନୁତନ ମିଡିଆ ସହିତ ଇନ୍ଟରରାକ୍ଟ କରୁଥିବାର ନଜର ଆସୁଛନ୍ତି ।


ଏହି ଭିଡିଓ ବହୁତ ଭାଇରାଲ ହେବାରେ ନଜର ଆସୁଛି ।ପ୍ରନୁତନ ମିଡିଆ ଲୋକଙ୍କ ସହିତ ବହୁତ ଭଲରେ କଥା ହେବାର ଦେଖା ଯାଉଛନ୍ତି ।ଆଉ କାରୋନା କାଳରେ ତାଙ୍କର ହାଲଚାଲ ଦେବାରେ ମଧ୍ୟ ନଜର ଆସୁଛନ୍ତି ।   ଏଥିରେ ସେ ତାଙ୍କର ସେକେଣ୍ଡ ଫିଲ୍ମ ହେଲମେଟ ଶୁଟିଙ୍ଗକୁ ଯାଉଥିବାର ମଧ୍ୟ ଦେଖାଯାଉଛି । ଏହି ଫିଲ୍ମ ହେଉଛି କମେଡି ଫିଲ୍ମ ଅଟେ, ଏହି ଲକ ଡାଉନ ସମୟରେ ବନ୍ଦ ହୋଇଯାଇଥିଲା କିନ୍ତୁ ଏବେ ପୁଣି ଆରମ୍ଭ ହୋଇଯାଇଛି ।


ଶୁଟିଙ୍ଗ ସରିନଥିବାରୁ ଫିଲ୍ମ ରିଲିଜ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ଏହି ଦିନ ମାନଙ୍କରେ ଅଭିନେତ୍ରୀ ନିଜ ଫିଲ ଅପ ଡେଟ ଇଂଷ୍ଟାଗ୍ରାମରେ ଦେଉଥିବାର ନଜର ଆସୁଛନ୍ତି । ଏହି ଅଭିନେତ୍ରୀଙ୍କ ଫ୍ୟାନ ଫୋଲଅର୍ଶ ଲକ୍ଷ ଅଛନ୍ତି । ସେ ଏବେ ତାଙ୍କର ବୋଲ୍ଡ ଫୋଟୋ ସୁଟ କରି ଲାଇମ ଲାଇଟରେ ଅଛନ୍ତି । ପ୍ରନୁତନଙ୍କ ପାଖରେ ନିଜ ବହୁତ ଦାମୀ କାର ମଧ୍ୟ ରହିଛି ଓ ସେ ମୁମ୍ବାଇରେ ଗୋଟେ ଆଲିଶାନ ଘରେ ମଧ୍ୟ ରହୁଛନ୍ତି ।


ଆପଣଙ୍କୁ କହିବୁକୀ ପ୍ରନୁତନ ଙ୍କ ପ୍ଯାରେଣ୍ଟ ମଧ୍ୟ ବହୁତ ପରିଚିତ ନାମ ଅଟନ୍ତି ବଲିଉଡରେ । ପ୍ରନୁତନଙ୍କ ପିତା ମୋହନିଶ ବାହଲ ମଧ୍ୟ ଇଣ୍ଡଷ୍ଟ୍ରିରେ ସଞ୍ଜିବନୀ ଓ ହାମ ସାଥ ସାଥ ହେ, ଏହିଭଳି ବହୁତ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ତାଙ୍କ ମା ମଧ୍ୟ ଟିଭି ଇଣ୍ଡଷ୍ଟ୍ରି ଓ ବଲିଉଡର ବହୁତ ଚର୍ଚିତ ନାମ ଅଟେ । ଏବେ ଏହି ଅଭିନେତ୍ରୀ ବହୁତ ଜଲ୍ଦି ଅପରିଖିତ ଖୁରାନାଙ୍କ ସହିତ ମଧ୍ୟ ନଜର ଆସିବେ ।

Leave a Reply

Your email address will not be published. Required fields are marked *