ସୋମବାର 26 ଏପ୍ରିଲ 2021- ଭଗବାନ ଭୋଳାନାଥଙ୍କ କୃପାରୁ ଏହି ୪ ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି ମନ ଖୁସି ଆଉ ଶାନ୍ତ ରହିବ । ଆପଣଙ୍କ ପାରିବାରିକ ସମ୍ପର୍କରେ ଆହୁରି ମଧୁରତା ବଢିବ । ଆପଣ ଭାବିଥିବା କାମ ପୁରା ହେବ । ସାଙ୍ଗ ମାନେ ସମସ୍ୟାରୁ ବାହାରିବ ପାଇଁ ସାହାର୍ଯ୍ୟ କରିବେ । କାମ କାର୍ଯ୍ୟ ସମ୍ବନ୍ଧିତ ଭଲ ଓ ବ୍ୟବହାରିକ ଆଇଡିଆ ଆପଣଙ୍କ ଦିମାଗରେ ଆସିବ । ଭବିଷ୍ୟତରେ ସଫଳତାର ଯୋଗ ବନୁଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ :- ସନ୍ତୁଳିତ ଖାଦ୍ଯ ଓ ପର୍ଯ୍ୟାପ୍ତ ନିଦ ଭଲ ସ୍ୱାସ୍ଥ୍ୟ ବନାଇ ରଖିବ । କୌଣସି ଅସୁବିଧାକୁ ଜଲ୍ଦି ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । ଧନ ସମ୍ବନ୍ଧିତ ସମସ୍ୟାର ଉପାୟ ବାହାରିବ । ଲେଖନ ଓ କଳା କ୍ଷେତ୍ରରେ କିଛି ନୂଆ କରିବେ । ବ୍ୟପାରକୁ ନେଇ ଚିନ୍ତା ହୋଇପାରେ, ଏହା ସହିତ ଜମା ପୁଞ୍ଜିକୁ ନେଇ ଅନିଶ୍ଚିତତା ବଢିବ । ଅନାବଶ୍ୟକ କ୍ରୋଧରୁ ବଞ୍ଚନ୍ତୁ । ବହୁତ ଦିନରୁ ହେଉଥିବା ଅସୁବିଧାର ସମାଧାନ ହୋଇବ ।

ମିଥୁନ :- ଶାରୀରିକ ସ୍ଥିତିରେ ଟିକେ କମଜୋରି ଅନୁଭବ କରିବେ । ନିଜ ବ୍ୟବାହାର ଦ୍ଵାରା ରୋକୀ ହୋଇଥିବା କାର୍ଯ୍ୟ କରିଦେବେ । ବିବାହିତା ଲୋକଙ୍କୁ କୌଣସି ଶୁଭ ସମାଚାର ମିଳିବ, ଯେଉଁଥିରେ ଘରେ ଉଶ୍ଚବର ମାହୋଲ ବନିବ । ପରିସ୍ଥିତି ଆପଣଙ୍କ ଅନୁକୂଳ ରହିବ । ଲାଭର ସମୟ ରହିଛି । ସଉଦା ବାଜିରେ ସମୟ ବର୍ବାଦ କରନ୍ତୁ ନାହିଁ । କୌଣସି କାମ କରିବା ସମୟରେ ଆପଣଙ୍କୁ ନିଜ ଧ୍ୟାନ ଏକତ୍ର ରଖିବାର ଆବଶ୍ୟକ ରହିଛି ।

କର୍କଟ :- ଆଜି ସୁଖ ସୁବିଧାରେ ଖର୍ଚ ହେବ । ଉଦର ବିକାର ବା ତ୍ଵଚା ରୋଗର ସମ୍ଭାବନା ରହିଛି । ଆଂଶିକ ରୂପରେ ବ୍ଯବସାୟିକ କାର୍ଯ୍ୟରେ ସଫଳତା ମିଳିବ । କିଛି ପାରିବାରିକ କିଛି ବ୍ଯବସାୟିକ ବ୍ଯବଧାନ ବି ମିଳିବ । ପରିଶ୍ରମ ଓ ବୁଦ୍ଧିମତା ଦ୍ଵାରା ସହିତ ଆପଣ କିଛି ଏମିତି କାମ ଶେଷ କରିବେ ଯାହା ରିସ୍କ ଭରା ରହିଛି । କୌଣସି ବଡ ଟେନସନ ମଧ୍ୟ ଖତମ ହେବ ।

ସିଂହ :- ମନରେ ନକରାତ୍ମକ ଚିନ୍ତାଧାରା ଆସିବାକୁ ଦିଅନ୍ତୁ ନାହିଁ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆପନ୍ନକ ପାଖକୁ କୌଣସି ନୂଆ ଦାୟିତ୍ଵ ଆସିବ, ଯାହାକୁ ଆପଣ ସଫଳତା ପୂର୍ବକ କରିବେ । ପୁରୁଣା କାମ ସମୟରେ ପୁରା ହେବ ପାରିବାରିକ ସମସ୍ୟାର ସମାଧାନର ଉପାୟ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ମାର୍କେଟିଂଗ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନ ବହୁତ ଫାଇଦା ରହିବ ।

କନ୍ୟା :- ଆଜି ସ୍ଵାଜନଙ୍କଠୁ ଆଶା କରିଥିବା ସହଯୋଗ ମିଳିବ ନହିଁ । ବ୍ଯବସାୟିକ ପ୍ରୟାସ ଫଳୀଭୂତ ହେବ । ଆର୍ଥିକ ଯୋଜନାକୁ ବଳ ମିଳିବ । ଅନ୍ୟଠୁ ସହଯୋଗ ମିଳିବା ଦ୍ଵାରା ସଫଳ ହେବେ । ନିଜ ଜୀବନ କଥା ଆଲୋଚନା କରିବାତ ଘର ସଦସ୍ୟଙ୍କ ବର୍ତାବ ଆଜି ଆପଣଙ୍କ ପ୍ରତି କିଛି ଠିକ ରହିବ ନହିଁ । ବେକାର ଯୁକ୍ତି ତର୍କରୁ ବଞ୍ଚାନ୍ତୁ । ପାରିବାରିକ ସ୍ତରରେ ସମ୍ପର୍କରେ ମଧୁରତା ଆସିବ ।

ବିଛା :- ସମୟ ବ୍ୟବସାୟରେ ଲାଭ ବୃଦ୍ଧିର ସଙ୍କେତ ଦେଉଛି । ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ହୋଇପାରେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କାମ ମାମଲାରେ କରାଯାଇଥିବା କାର୍ଯ୍ୟ ସଫଳ ହେବ । ମନ ଚଞ୍ଚଳ ରହିବ ସେଥିପାଇଁ ମନକୁ କାବୁରେ ରଖିବା ଉଚିତ । ପରିବାରରେ ସୁଖ ଶାନ୍ତି ଓ ସ୍ଥିରତାର ଆନନ୍ଦ ଉଠାନ୍ତୁ ।

ଧନୁ :- ଯାହା ଜୀବନରେ ମିଳିଛି ସେତିକି ପାଇ ସନ୍ତୁଷ୍ଟ ରୁହନ୍ତୁ । ପରିବାରରେ କୌଣସି ପୂଜା ପଥ ବ ଅନ୍ୟ ଶୁଭ କାମ ହୋଇପାରେ । ଯାତ୍ରା ପାଇଁ ଦିନ ଅନୁକୂଳ ନୁହେଁ । କାମ ମାମଲାରେ କରାଯାଇଥିବା କାର୍ଯ୍ୟ ସଫା ହେବ । କୌଣସି ପାଖ ସମ୍ପର୍କୀୟ ପାଖକୁ ଯିବାର ନିମନ୍ତ୍ରଣ ମିଳିପାରେ । ଚାକିରି କରୁଥିବା ଲୋକଙ୍କୁ ଟିକେ ସଂଯମତା ରଖିବାର ଆବଶ୍ୟକତା ରହିଛି ।

ମକର :- ଆଜି ଆପଣଙ୍କ ଲୋକ ପ୍ରିୟତା ବଢିପାରେ । କୌଣସି ଏମିତି ବ୍ୟକ୍ତି ସହିତ ଦେଖା ହେବଯାହା ଦ୍ଵାରା ଆପଣଙ୍କୁ ବହୁତ ଭଲ ସଜେସନ ମିଳିବ । କୌଣସି କାର୍ଯ୍ୟକୁ ନେଇକି ଚିନ୍ତିତ ରହିବେ, କିନ୍ତୁ ସେହି କାର୍ଯ୍ୟରେ ସଫଳତା ମିଳିବ । ନେତ୍ରା ଓ ଉଦର ବିକାର ପ୍ରତି ସତର୍କ ରୁହନ୍ତୁ । ସବୁ ସ୍ତରରେ ପରିବାରର ସହଯୋଗ ରହିବ ।

କୁମ୍ଭ :- ବହୁତ ଦିନରୁ ଯେଉଁ ବ୍ୟକ୍ତିକୁ ଆପଣ ଖୋଜୁଥିଲେ ଆଜି ତାହା ସହିତ ଅଚାନକ ଦେଖା ହେବାର ସମ୍ଭାବନା ରହିଛି । ଆତ୍ମା ବିଶ୍ଵାସ ଏବଂ ପ୍ରାରାକ୍ରମରେ ବୃଦ୍ଧି ହୋଇପାରେ । ମନୋରଞ୍ଜକ କାର୍ଯ୍ୟରେ ସମୟ ଅଧିକ ବ୍ଯତୀତ ହେବ । ମେହନତ ଅନୁପାତରେ ଲାଭ ଅବଶ୍ୟ ହେବ । ଭାଗ୍ୟ ଆଜି ଆପଣଙ୍କ ସାଥ ଦେବା ପାଇଁ ତତ୍ପର ହୋଇବ ।

ମୀନ :- ଆଜି ଆପଣ ବୁଦ୍ଧିମତାର ସହିତ କଠିନ କାମକୁ ସରଳତାର ସହିତ ପୁରା କରିବେ । ବ୍ୟାପାରୀ ଛୋଟ ନିବେଶକଙ୍କ ଉପରେ ଧନ ଲଗାଇ ପାରନ୍ତି । ସ୍ୱାସ୍ଥ୍ୟ ପାଇଁ ଦିନ ସାମାନ୍ଯ ରହିବ । ପାରିବାରିକ ଦାୟିତ୍ଵକୁ ପୁରା କରିବା ପାଇଁ ଆଜି କିଛି ଅଧିକ ଖର୍ଚ କରିବେ । ଘରକୁ କୁନିଆ ଆସିବା ଦ୍ଵାରା ଘରେ ଖୁସିର ମାହୋଲ ରହିବ ।

Leave a Reply

Your email address will not be published. Required fields are marked *