ଯଦି ଆପଣଙ୍କ ପିଲା ବାରମ୍ବାର ରୋଗରେ ପଡୁଛି ତାହେଲେ ଏହି କାମ କରନ୍ତୁ ।

ଫ୍ରେଣ୍ଡସ୍ ଆପଣଙ୍କ ପିଲାର ଦେହ ଯଦି ଖରାପ ହୁଏ ତେବେ ପ୍ରଥମେ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତି । ଡାକ୍ତରୀ ଚିକିତ୍ସା କରିବା ଦ୍ବାରା ପିଲା ଠିକ ହୋଇଯାଏ । ଏମିତି ଅନେକ ପିଲା ଅଛନ୍ତି ଡାକ୍ତରୀ ଚିକିତ୍ସା କରିବା ଦ୍ବାରା ଠିକ୍ ହୋଇଯାଆନ୍ତି କିନ୍ତୁ କିଛି ଦିନ ପରେ ପୁଣି ଖରାପ ହୋଇଯାଏ ।

ଆଜି ଆପଣମାନେ କିଛି ଘରୋଇ ଉପାୟ ବିଷୟରେ ଜାଣନ୍ତୁ । ପ୍ରତ୍ୟେକ ଦିନ ପିଲାଙ୍କୁ ଯେଉଁ ଖାଇବା ଦେଉଛନ୍ତି ସେହି ଖାଇବାରୁ କିଛି ନେଇ କୁଆ କୁ ଦିଅନ୍ତୁ । ତା ସହିତ ଶନିବାର ଦିନ ଶନିଦେବ ଙ୍କ ମନ୍ଦିର ଯାଇ ରାଶି ତେଲ ଦ୍ବୀପ ଜାଳନ୍ତୁ ।

ଯଦି ମନ୍ଦିର ଯାଇ ପାରିବେନି ତେବେ ଘରେ ଠାକୁରଙ୍କ ପାଖରେ ଜାଳନ୍ତୁ । ପିଲାଟିର ଜନ୍ମଦିନ ଦିନ ଖସା ତେଲ ମାରି ଗାଧୋଇ ଦିଅନ୍ତୁ । ସୋମବାର ଦିନ ପିଲାଟିକୁ ଗାଇ ର ଲାଞ୍ଜ ରେ ଝାଡିଦିଅନ୍ତୁ । ପ୍ରତ୍ୟେକ ଦିନ ଗୀତାର ଏକ ଶ୍ଲୋକ ପାଠ କରନ୍ତୁ । ଯଦି ପିଲାଟି ଉପରେ କୁଶକ୍ତିର ପ୍ରଭାବ ଛାଡିଯାଏ । ଘରର ପ୍ରତ୍ୟେକ ସଦସ୍ଯ ଦହି,ଶାଗ,ପିତା କଦାପି ଖାଇବେ ନାହିଁ । ଏହିସବୁ କଲେ ପିଲା ର ଦେହ ସୁସ୍ଥ ରହିବ ।

Leave a Reply

Your email address will not be published. Required fields are marked *