ଯଦି ସକାଳେ ଉଠି ଏହି ଚାରି ଅକ୍ଷର ମନ୍ତ୍ର ଜାପ କରନ୍ତି ତେବେ ଭିକାରି ମଧ୍ୟ ହୋଇଯିବ ଧନୀ

ଯେମିତି ଯେମିତି ଦୁନିଆ ଆଧୁନିକ ହୋଇ ଚାଲିଛି ଲୋକଙ୍କ ସମସ୍ଯା ଦିନକୁ ଦିନ ବଢିବାକୁ ଲାଗିଛି, ଲୋକଙ୍କ ପାଖରେ ରୋଜଗାର ପାଇଁ ବାହୁତ କମ ରାସ୍ତା ରହି ଯାଇଛି ଯାହା ଫଳରେ ଆର୍ଥିକ ସମସ୍ୟା ହେଉଛି । ବହୁତ ଲୋକ ଏମିତି ବି ଅଛନ୍ତି ଯିଏ ବହୁତ ପରିଶ୍ରମ କରି ଥାନ୍ତି କିନ୍ତୁ ତାଙ୍କ ଦରିଦ୍ରତା ଦୂର ହୋଇ ନଥାଏ ଓ ଜୀବନ ରେ ବହୁତ ସଂଘର୍ଷ କରି ଥାନ୍ତି । ତେବେ ଆଜି ଆମେ କିଛି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣାକୁ ଧନ ପ୍ରାପ୍ତି ହେବ ।

ଏହି ସବୁ ଜିନିଷ ପାଇଁ ଆମ ଭାଗ୍ୟ ଦାଇ ହୋଇ ଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ର ରେ ସବୁ ପ୍ରକାର ସମସ୍ଯା ପାଇଁ ସମାଧାନ ହୋଇ ଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମନ୍ତ୍ର ଜାପ ବିଷୟରେ କହିବାକୁ ଯାଉଛୁ ଯାହା ଜାପ କଲେ ଆପଣଙ୍କ ସବୁ ପ୍ରକାର ସମସ୍ୟା ଦୂର ହୋଇ ଥାଏ । କଣ ଆପଣ ଜାଣିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଧନ ଲାଭ ଏବଂ ଘରେ ସୁଖ ଶାନ୍ତି ଆଣିବା ପାଇଁ ସକାଳେ ଉଠି ଠାକୁରଙ୍କୁ ଧ୍ୟାନ କରିବା ଉଚିତ ଅଟେ କିନ୍ତୁ ଏହି ବ୍ୟସ୍ତ ଜୀବନ ରେ ଲୋକ ସକାଳେ ଉଠୁ ନାହାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ବଦଳି ଦବ ଆପଣଙ୍କ ଜୀବନ ରେ ଧନ ସୁଖ ଶାନ୍ତି ସବୁ ରହିବ । ସର୍ବ ପ୍ରଥମେ ସକାଳେ ଉଠିଲା ପରେ ନିଜ ହାତ ଦେଖନ୍ତୁ ଏବଂ ନିଜ ଇଷ୍ଟ ଦେବତାଙ୍କୁ ମନେ କରନ୍ତୁ, ଏହା ପରେ ଯାଇ ଗାଧେଇ ଆସନ୍ତୁ । ଗାଧେଇବା ପରେ ନାଲି ଫୁଲ, ସିନ୍ଦୁର ଓ ଗୁଡ ପକାଇ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏହା ପରେ “ଓଁ ସୂର୍ଯ୍ୟ ଦେବାୟ ନମଃ” ୧୧ ଥର ଜପ କରନ୍ତୁ ।

ଏହି ମନ୍ତ୍ର ପ୍ରତି ଦିନ ଜପ କଲେ ଆପଣଙ୍କ ଅସୁବିଧା ବହୁତ କମି ଯିବ ଓ ଆପଣଙ୍କ ଘରେ ସୁଖ ଶାନ୍ତି ସହ ଧନ ଆଗମନ ହବ । କଣ ଆପଣ ଜାଣିଛନ୍ତି ଯେ ସୂର୍ଯ୍ୟ ଦେବଙ୍କୁ ସୁଖ ସମୃଦ୍ଧି ଦେବତା ମଧ୍ୟ କୁହା ଯାଇ ଥାଏ, ସୂର୍ଯ୍ୟ ଦେବ ଯାହା ଉପରେ କୃପା କରନ୍ତି ସେହି ଲୋକ ଜୀବନ ରେ ସବୁ ପ୍ରକାର ସୁଖ ଆସି ଥାଏ ।

Leave a Reply

Your email address will not be published. Required fields are marked *