101% Garanty ! ଯାହା ପାଖେ ଏହି ପଙ୍ଖ ଥାଏ ତାଙ୍କୁ କୋଟିପତି ହେବାରୁ କେହି ଅଟକାଇ ପାରିବେନି, ଆପଣଙ୍କ ପାଖେ ଅଛି କି ?

ବନ୍ଧୁଗଣ ଆପଣ ମାନେ ମୟୁର ପଙ୍ଖ ନିଶ୍ଚୟ ଦେଖିଥିବେ । କିନ୍ତୁ ଏମିତି ଏକ ପଙ୍ଖ ଅଛି ଯାହାକୁ ଦେବତା ଗଣ ବିଶେଷ ରୂପରେ ମତତ୍ଵ ଦେଇଛନ୍ତି । ଏମିତି କୁହାଯାଏ ଏହି ପଙ୍ଖ ନ ଥିଲେ ବେଦ ପୁରାଣ ଆଦି ଆମ ପାଖରେ ନ ଥନତା । ଆଜି ଆମେ ଆପଣଙ୍କୁ ଯେଉଁ ଚମତ୍କାରୀ ପଙ୍ଖ ବିଷୟରେ କହିବୁ ଯାହାର ବିଶେଷ ଗୁଣ ଅଛି । ଏହା ପୂଜା ପାଠ ଦୋକାନରେ ମିଳିଥାଏ ।

ଏହାର ଚମତ୍କାର ଶକ୍ତି ବିଷୟରେ ଆଣିଲେ ଆପଣଙ୍କୁ ବିଶେଷ ଫାଇଦା ମିଳିବ । ରାବଣ ସଂହିତା ଏକ ପ୍ରାଚୀନ ଗ୍ରନ୍ଥ ଅଟେ ଯେଉଁଥିରେ କେତେ ପ୍ରକାରର ପଙ୍ଖର ଉଲେଖ ମିଳିଥାଏ । ଏଥିରେ କାଉ, ପେଚା, ମୟୁର ପଙ୍ଖର ଉଲେଖା ମିଳିଥାଏ । ଏହି 3ଟି ପଙ୍ଖର ଦୁର୍ଲଭ ବିଶେଷତା ବିଷୟରେ ଆସନ୍ତୁ ଜାଣିବା ।

1- ପ୍ରାଚୀନ ଗ୍ରନ୍ଥ ଅନୁସାରେ କାଉ ଅମୃତର କିଛି ବୁନ୍ଦା ଚାଖିଥିଲା । ଏଥିପାଇଁ ଏହାର ଶବ୍ଦ ସତ୍ୟ ହୋଇଥାଏ । ପିତୃପୁରୁଷଙ୍କ ପ୍ରତୀକ କାଉକୁ ମାନାଯାଏ । କାଉକୁ ରୁଟି ଖୁଆଇଲେ ଶନିଦେବ ପ୍ରସନ୍ନ ହେବା ସହ ଗ୍ରହ ଦୋଷ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ଧନବାନ ବନିବାକୁ ଚାହୁଁଛନ୍ତି ତାଙ୍କୁ ଶନିବାରରେ କାଉର 8ଟି ପଙ୍ଖା ନିଜ ଘରକୁ ଆଣିବା ଉଚିତ ।

ଏହାକୁ କିଛି ସମୟ ପାଇଁ ସୋରିଷ ତେଲରେ ବୁଡାଇ ରଖନ୍ତୁ । ଏହାକୁ ଶୁଖାଇ କଳା କପଡାରେ ବାନ୍ଧି ଘରର ମୁଖ୍ୟଦ୍ଵାରରେ କଳା ସୂତା ଦ୍ଵାରା ଟାଙ୍ଗୀ ଦିଅନ୍ତୁ । ଏହି ଉପାୟ ଦ୍ଵାରା ସାକ୍ଷାତ ଶନିଦେବଙ୍କ କୃପା ବର୍ଷିବାକୁ ଲାଗିଥାଏ । ଏମିତି ବ୍ୟକ୍ତି ଜଲ୍ଦି ଧନବାନ ହୋଇଥାନ୍ତି ।

2- ପେଚା ମା ଲକ୍ଷ୍ମୀଙ୍କର ବାହନ ହୋଇଥାଏ । ପେଚା ଠାରେ ଚମତ୍କାରୀ ଶକ୍ତି ରହିଥାଏ । 5ଟି ପେଚାର ପଙ୍ଖ ଆଣି କ୍ଷୀରରେ ବୁଡାଇ ଗୋମତୀ ଚକ୍ରରେ ସହ ଧଳା କନାରେ ବାନ୍ଧି ମା ଲକ୍ଷ୍ମୀଙ୍କ ସ୍ଥାନରେ ରଖିପାରିବେ । ଏହା ଧନକୁ ଆକର୍ଷିତ କରିବାର ଚାବି ମାନା ଯାଇଥାଏ । ଆକସ୍ମିକ ଧନ ପ୍ରାପ୍ତି କରିବା ପାଇଁ ଏହି ପ୍ରକାରର ଉପାୟ କରନ୍ତୁ ।

3- ମୟୂର ପଙ୍ଖ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ ଯାହା ଚମତ୍କାରୀ ଶକ୍ତିରେ ଭାରି ରହିଥାଏ । ପ୍ରାଚୀନ ଗ୍ରନ୍ଥ ଗୁଡିକ ମୟୁର ପଙ୍ଖରେ ଲେଖାଯାଇଛି । ମୟୂରକୁ ବିଦ୍ୟାର ପ୍ରତୀକ ମାନଯାଏ । ଏହାକୁ ବୁଧବାର ଦିନ 2ଟି ମୟୁର ପଙ୍ଖ ଆଣି ଧୂପ ଦୀପ ଦେଇ ପୂଜା କରନ୍ତୁ । ଯଦି ଆପଣ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ତୁଳସୀ ମାଟିରେ ଏହାକୁ ପୋତି ଦିଅନ୍ତୁ ।

ଏହା ଦ୍ବାରା ଆପଣଙ୍କ ଘରେ ସୁଖ ଶାନ୍ତିର ବାସ ହୋଇଥାଏ । ଆପଣଙ୍କୁ ସଫଳତା ମିଳିବା ପାଇଁ ମୟୁର ପର ପର୍ସରେ ରଖନ୍ତୁ । ଯଦି ଆପଣ ବିଦ୍ୟାର୍ଥୀ ବା ଘର ପରିବାରରେ କେହି ପାଠ ପଢୁଛନ୍ତି ତେବେ ତାଙ୍କ କକ୍ଷରେ ମୟୁର ପର ଯୋଡି ଟଙ୍ଗାଇଲେ ସ୍ମରଣ ଶକ୍ତି ବଢାଇବା ସହ ଭବିଷ୍ୟତ ଉଜ୍ବଲ ପାଇଁ ଉତ୍ତମ ପ୍ରୟୋଗ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *