ବିବାହ କୌଣସି ବ୍ୟକ୍ତି ଜୀବନ ପ୍ପାଇନ ମହତ୍ଵପୂର୍ଣ ହୋଇଥାଏ, ଝିଅ ବା ପୁଅ ଦୁହିଙ୍କ ମନରେ ନିଜ ବିବାହ ପାଇଁ ଅସଂଖ୍ଯ ପ୍ରଶ୍ନ ହୋଇଥାଏ, କେତେ ଲୋକ ଲଭ ମେରେଜ କରିବା ପାଇଁ ଇଛା କରନ୍ତି ଓ କେତେ ଲୋକ ଅରେଞ୍ଜ ମେରେଜ ପସନ୍ଦ କରନ୍ତି, ତେବେ ଏହା ସମସ୍ତଙ୍କ ଭାବନା ଉପରେ ନିର୍ଭର କରିଥାଏ କିନ୍ତୁ ଅନ୍ତିମରେ ତାହା ହୋଇଥାଏ ଯାହା ଭାଗ୍ୟରେ ଲେଖା ହୋଇଥାଏ । ଆଜି ଆମେ ଆପଣଙ୍କୁ ଜନ୍ମ ତିଥି ଚିତ୍ର ଦେଖାଇବୁ ଯାହା ଅନୁଯାଇ ଆପଣଙ୍କୁ ଗୋଟେ ପସନ୍ଦ କରିବାକୁ ହବ ଯାହା ପରେ ଆମେ ଆପଣଙ୍କୁ କହିବୁ ଯେ ଆପଣ ପ୍ରେମ ବିବାହ କରିବେ ବା ଅରେଞ୍ଜ ।

୧. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅରେଞ୍ଜ ମେରେଜ କରିଥାନ୍ତି, ତେବେ ଏହି ଲୋକ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ।
୨. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଲଭ ମେରେଜ କରିଥାନ୍ତି, ଏହି ଲୋକ ବହୁତ ଜିଦି ସ୍ଵଭାବର ହୋଇଥାନ୍ତି ।
୩. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଲଭ ମେରେଜ କରିଥାନ୍ତି, ଏହି ଭଳି ଲୋକ ବହୁତ ଭଲ ପ୍ରେମୀ ହୋଇଥାନ୍ତି ।
୪. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଲଭ ମେରେଜ କରିଥାନ୍ତି, ଏହି ଭଳି ବ୍ୟକ୍ତି ନିଜ ଆଗରେ ସମସ୍ତଙ୍କୁ ଛୋଟ ମନେ କରନ୍ତି ।

୫. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଲଭ ମେରେଜ କରିଥାନ୍ତି ଏହି ଲୋକ ଅନ୍ୟ ମାନଙ୍କୁ ବହୁତ ସମ୍ମାନ କରନ୍ତି ।
୬. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅରେଞ୍ଜ ମେରେଜ କରିଥାନ୍ତି ଆପଣଙ୍କ ସମ୍ବନ୍ଧ ଶୁକ୍ରଗ୍ରହ ସହ ହୋଇଥାଏ, ସେଥିପାଇଁ ଆପଣ ଅନ୍ୟ ଲୋକଙ୍କୁ ଆକର୍ଷିତ କରିଥାନ୍ତି ।
୮. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଲଭ ମେରେଜ ଏହି ବ୍ୟକ୍ତି ବହୁତ ବୁଦ୍ଧିମାନ ହୋଇଥାନ୍ତି ।
୯. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅରେଞ୍ଜ ମେରେଜ କରିଥାନ୍ତି ଓ ନିଜ ପରିବାର ଲୋକଙ୍କ କଥା ସବୁବେଳେ ମାନନ୍ତି ।
୧୦. ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅରେଞ୍ଜ ମେରେଜ କରନ୍ତି, ଏହି ଭଳି ଲୋକ ପ୍ରୋଫେସନଲ ହୋଇଥାନ୍ତି ଓ ନିଜ ପରିବାର ଠାରୁ ଅଧିକ କାମକୁ ମହତ୍ଵ ଦିଅନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ସବୁ ତାରିଖ ଅନୁଯାଇ କହିବାକୁ ଯାଉଛୁ ଯେ କେଉଁ ତାରିଖ ଲଭ ବା ଅରେଞ୍ଜ ମେରେଜ କରିଥାନ୍ତି ।

ଲଭ ମେରେଜ
୧୧, ୧୨, ୧୪, ୧୫, ୧୭, ୨୧, ୨୪, ୨୬, ୨୯, ୩୦, ୩୧ ତାରିଖରେ ଜନ୍ମ ହୋଇଥିଲେ ଆପଣଙ୍କର ଲଭ ମ୍ୟାରେଜ ହେବାର ଚାନ୍ସ ଅଧିକା ଅଛି । ତେବେ ଏହି ସବୁ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ ବହୁତ ରୋମାଣ୍ଟିକ ହୋଇଥାଏ ।

ଆରେଞ୍ଜ ମ୍ୟାରେଜ
୧୩, ୧୬, ୧୮, ୧୯, ୨୦, ୨୨, ୨୩, ୨୫, ୨୭, ୨୮ ତାରିଖରେ ଜନ୍ମ ହୋଇଥିଲେ ଆପଣଙ୍କର ଆରେମ୍ଜ ମ୍ୟାରେଜ ହେବାର ଚାନ୍ସ ଅଧିକା ଅଛି ଓ ଆପଣଙ୍କୁ ବହୁତ ଭଲ ଓ ପ୍ରେମ କରୁଥିବା ଜୀବନସାଥି ପ୍ରାପ୍ତ ହେବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।