‘ଯାତ୍ରାପାର୍ଟି ସ୍ୱାମୀ ତତେ କେତେ ପୋଷିବ, ଆସେ ମୋ ପାଖେ ଶୋଇବୁ’, ସାଂଘାତିକ ଅଭିଯୋଗ ଆଣିଲେ ଯାତ୍ରା କଳାକାର… କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଯାତ୍ରା ଜଗତରେ ଅନେକ କଳାକାର ମାନେ ଅଭିନୟ କରିଥାନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି । ଏମିଟକି ଦର୍ଶକ ମାନେ ଯାତ୍ରା ଦେଖିବାକୁ ବେଶ ଆଗ୍ରହୀ ମଧ୍ୟ ହୋଇଥାନ୍ତି । କିନ୍ତୁ ଆଜିର ସମୟରେ ଯାତ୍ରା ଦୁନିଆକୁ ଅନେକ ଘଟଣା ସାମନା କୁ ଆସିବାରେ ଲାଗିଛି ଯାହା ପାଇଁ ଯାତ୍ରା ଦୁନିଆରେ ଅଭିନୟ କରୁଥିବା କଳାକାର ମାନେ ଲଜ୍ୟା ଅନୁଭବ କରୁଛନ୍ତି । ଏଭଳି ଏକ ଘଟଣା ଏନ ସାମନା କୁ ଆସିଛି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାତ୍ରା କଳାକାରଙ୍କ ସ୍ତ୍ରୀ ମହିଳା ଜଣକ କାନ୍ଦି କାନ୍ଦି କହୁଛନ୍ତି ତାଙ୍କୁ ଓ ତାଙ୍କ ସ୍ଵାମୀ ଙ୍କୁ ଟ୍ରକ ଚଢାଇ ମାରି ଦେବେ ।

ମୋତେ ନେଇକି ରଖିବେ ଆଉ ଖରାପ ଭାଷା ରେ ମୋତେ ଗାଳି ମଧ୍ୟ ଦେଇଛନ୍ତି । ଏମିତିକି ମହିଳା ଙ୍କୁ ତାଙ୍କ ପାଖରେ ଶୋଇବାକୁ କହିଛନ୍ତି ଯାହା ମହିଳା ଜଣକ କାନ୍ଦି କାନ୍ଦି କହୁଛନ୍ତି । ଆହୁରି ମହିଳା ଜଣକ କହିଛନ୍ତି ଯାତ୍ରା ପାର୍ଟି ସ୍ଵାମୀ ତୋତେ କେତେ ପୋସିବ ମୁଁ ଆ ତୋତେ ଏରଖିବୀ ଏମିତି ଖରାପ କଥା କହିଛନ୍ତି । ତେବେ ଘଟଣା ଟି କିଛି ଏମିତି ରହିଛି କି ଯାହା ଯାତ୍ରା କରୁଥିବା କଳାକାରଙ୍କ ସ୍ତ୍ରୀ କହିଛନ୍ତି ଯେ ଆଜି ସେ ତାଙ୍କ ସ୍ବାମୀ ଖାଇବାକୁ ଯାଇଥିଲେ କିନ୍ତୁ ଯେତେବେଳେ ଦେଖିଲେ ତାଙ୍କୁ କେହି ଖାଇବାକୁ ଦେଉ ନାହାନ୍ତି ସେ ନିଜେ ବସି କରି ବାଢିଲେ ଖାଇବାର ।

ତାଙ୍କ ସ୍ଵାମୀ ଯେବେ ଖାଇବାର ବାଢିଲେ ପ୍ରତାପ ମ୍ୟାନେଜର ଆଉ ବିଜୟ ନୁଙ୍ଗୁରା ଆସି କହିଲେ ତୁ କଣ୍ଡରା ଲୋକ ତୁ ଅଜାତି କାହିଁକି ଆସି ଆମ ଖାଇବା ଛୁଇଁଲୁ । ଆଗକୁ ମହିଳା ଜଣକ କହୁଛନ୍ତି କଣ ଖାଇବା ଛୁଇଁ ଟା ଭୁଲ ? କିଏ ଖାଇବାକୁ ଦେଲେ ନାହି ବୋଲି ସିନା ତାଙ୍କ ସ୍ଵାମୀ ବାଢିବାକୁ ଆସିଲେ । ଆଉ ଏଥିପାଇଁ ତାଙ୍କ ସ୍ଵାମୀ କୁ ଧରି କେମିତି ମାଡ ମାରିଛନ୍ତି ପ୍ରତପା ମ୍ୟାନେଜର ଆଉ ବିଜୟ ନୁଙ୍ଗୁରା ତାହା ମହିଆ ଜଣକ କାନ୍ଦି କାନ୍ଦି କହୁଛନ୍ତି ଆଉ ଦେଖାଉଛନ୍ତି ମଧ୍ୟ । ଯାତ୍ରାରେ ଅଭିନୟ କରୁଥିବା ତାଙ୍କ କଳାକାର ସ୍ବାମୀଙ୍କୁ ମାରିକି ମୁଣ୍ଡ ଫଟାଇ ଦେଇଛନ୍ତି ।

ଏମିତିକି କଳାକାର ଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ମାରିବା ସହ ତାଙ୍କ ଶାଢୀ ଚିରି ଦେଇଛନ୍ତି ଚୁଟି ଝିଙ୍କି ଦେଇଛନ୍ତି ତାଙ୍କ ଛୁଆକୁ ବି ମାରିଛନ୍ତି । କହିବା ସମୟରେ ମହିଳା ଜଣକ କଇଁ କଇଁ ହୋଇ କାନ୍ଦୁଛନ୍ତି । ତାଙ୍କ ସହ ଏଭଳି ଦୁର୍ବ୍ୟବହାର ହୋଇଛି ଯାହା ସେ ଶବ୍ଦ ରେ ବୟାନ କରିପାରୁ ନାହାନ୍ତି ।

ମୋତେ ବହୁତ ଦୁଖ ଲାଗୁଛି ମୋତେ ମୋ ସ୍ଵାମୀ ଆଉ ମୋ ଛୋଟ ଛୁଆକୁ ବହୁତ ମାରିଛନ୍ତି ସେମାନେ ବୋଲି କଳାକାରଙ୍କ ସ୍ତ୍ରୀ କହିଛନ୍ତି । ବିଜୟ ନୁଙ୍ଗୁରା କଳାକାର ଙ୍କ ସ୍ତ୍ରୀ ଙ୍କୁ ବହୁତ ଖରାପ ଭାଷା ରେ କଥା କହିଛି । ଏଭଳି ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାରଙ୍କ ସ୍ତ୍ରୀ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *