ଯେ କୌଣସି ଗୋଟିଏ ରଙ୍ଗ ବାଛନ୍ତୁ ଆମେ ଆପଣଙ୍କୁ କହିବୁ ଆପଣଙ୍କର ବୟସ କେତେ ? Love Quiz

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଇଣ୍ଟ୍ରେଷ୍ଟିଙ୍ଗ ଗେମ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଆମେ ଆଣିଥିବା ଯେ କୌଣସି ଗୋଟିଏ ରଙ୍ଗ ଚୟନ କରିବାକୁ ହେବ । ଆଉ ଆମେ ଆପଣଙ୍କୁ କହିବୁ ଆପଣଙ୍କର ବୟସ କେତେ । ଏଥିପାଇଁ ରଙ୍ଗ ଅନୁଯାୟୀ ନମ୍ବର ମଧ୍ୟ ରହିଛି । ତେବେ ମନ ପସନ୍ଦର ଯେ କୌଣସି ଗୋଟିଏ ରଙ୍ଗ ବାଛନ୍ତୁ ଆଉ ଜାଣନ୍ତୁ ଆପଣଙ୍କର ବୟସ କେତେ । ପ୍ରଶ୍ନ ୧ : ପ୍ରଥମ ରଙ୍ଗରେ ୧୫, ଦ୍ଵିତୀୟ ରଙ୍ଗରେ ୧୦, ତୃତୀୟ ରଙ୍ଗର ୫ ଓ ଚତୁର୍ଥ ରଙ୍ଗରେ ୨୦ ନମ୍ବର ରହିଛି । ଏଥିରେ ଅଙ୍କ ଆପଣ ନିଜର ନୋଟରେ ଲେଖି ରଖନ୍ତୁ ।

ପ୍ରଶ୍ନ ୨: ଆପଣ ଟିଭିରେ କଣ ଦେଖିବାକୁ ପସନ୍ଦ କରିଥାନ୍ତି ?

କାର୍ଟୁନ-୨୦

ଟିଭି ସିରିଏଲ-୧୫

ନ୍ଯୁଜ-୫

ମୁଭି- ୧୦

ପ୍ରଶ୍ନ୩ : ଜନ୍ମଦିନ କେମିତି ସେଲିବ୍ରେସନ କରିବାକୁ ପସନ୍ଦ କରନ୍ତି ?

ପାର୍ଟି ସାଙ୍ଗମାନଙ୍କ ସହ-୧୫

ଶୋଇ କରି-୫

ପରିବାର ସହ-୧୦

ଜନ୍ମଦିନ ପାର୍ଟି କରିକି- ୨୦

ପ୍ରଶ୍ନ ୪ : ଆପଣଙ୍କ ଯୂଟ୍ଯୂବ ଓ ଫେସବୁକ ଉପରେ କଣ ମତ ରଖନ୍ତି ?

ବୁଝିକରୀ ମୁକ-୫

ବହୁତ ଗୁରୁତ୍ୱପୂର୍ଣ୍ଣ-୧୫

ଆପଣ ତାକୁ ଛାଡି ରହିପାରିବେ ନାହି-୧୦

ବହୁତ ବୋରିଙ୍ଗ-୨୦

ପ୍ରଶ୍ନ ୫ : କେଉଁ ପ୍ରକାରର ଗୀତ ଶୁଣିବାକୁ ପସନ୍ଦ କରନ୍ତି ?

ରିୟାପ ଗୀତ-୧୫

କ୍ଲାସିକାଲ-୫

ଡିଜେ ଗୀତ-୧୦

ରୋମାନ୍ଟୀକ-୨୦

ପ୍ରଶ୍ନ ୬ : ଆପଣଙ୍କର ମନୋରଞ୍ଜନ କରିବାର ମାଧ୍ୟମ କଣ ?

ଟିଭି-୫

ୟୁଟ୍ଯୂବ-୨୦

ହଟଷ୍ଟାର-୧୫

ଥିଏଟର-୧୦

ପ୍ରଶ୍ନ ୭ : ଯଦି ଆପଣଙ୍କର ଲଟେରୀ ଲାଗିଲା ତେବେ ସେହି ପଇସାରେ କଣ କରିବେ ?

ପୁରୁଣା ବିଲ ପେ-୧୫

ସପିଙ୍ଗ-୨୦

ସେଭିଙ୍ଗ ଟଙ୍କା-୧୦

କାହାକୁ ଦାନ କରିବେ-୫

ପ୍ରଶ୍ନ ୮ : ଆପଣ ନିଜର ମିତ୍ରା ଓ ପରିବାର ସହ କେମିତି କଥା କହିଥାନ୍ତି ?

ମିଳିମିଶି-୫

ଫୋନ-୧୦

ମ୍ଯାସେଜ-୧୫

ସୋସିଆଲ ମିଡିଆ-୨୦

ପ୍ରଶ୍ନ ୯ : ଆପଣ ଏଥି ମଧ୍ୟରୁ କଣ ଖାଇବାକୁ ପସନ୍ଦ କରନ୍ତି ?

ବଡାପାଓ-୧୫

ଚିକେନ-୧୦

ଗୁପ୍ଚୁପ-୫

ଲସି-୨୦

ପ୍ରଶ୍ନ ୧୦ : ଆପଣ ଏଥି ମଧ୍ୟରୁ କଣ ପିଇବାକୁ ପସନ୍ଦ କରନ୍ତି ?

କୋକାକୋଲା-୨୦

ବୀଅର-୫

ପାଣି-୧୫

ଚାହା-୧୦

ଏବେ ବନ୍ଧୁଗଣ ଆପଣ ନିଜର ପଏଣ୍ଟ ଆଡ କରନ୍ତୁ । ଯଦି ଆପଣଙ୍କର ନମ୍ବର ୧୭୫ ରୁ ୨୦୦ ଆସିଛି ଆପଣଙ୍କର ବୟସ ୫ରୁ ୧୨ ବର୍ଷ ଅଟେ । ଏହାର ଅର୍ଥ ଆପଣ ନିଜ ଜୀବନକୁ ଖୋଲି କରି ବଞ୍ଚିବାକୁ ପସନ୍ଦ କରନ୍ତି । ଯଦି ଆପଣଙ୍କର ନମ୍ବର ୧୫୦ରୁ ୧୭୫ ଆସିଛି ତେବେ ଆପଣଙ୍କର ବୟସ ୧୩ରୁ ୧୮ ବର୍ଷ ଅଟେ । ଏହାର ଅର୍ଥ ଆପଣ କିଶୋର ଅବସ୍ଥାରେ ଅଛନ୍ତି ଏହି ସମୟରେ ଆପଣ ଲାଇଫ୍କୁ ଏଞ୍ଜୋଏ କରିପାରିବେ ନାହି । ଯଦି ଆପଣଙ୍କର ନମ୍ବର ୧୧୫ରୁ ୧୫୦ ଆସିଛି ଆପଣଙ୍କର ବୟସ ୧୯ରୁ ୨୫ ବର୍ଷ ଅଟେ ।

ଏହାର ଅର୍ଥ ଆପଣ ବହୁତ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ ଭୁଲ କରିଥାନ୍ତି । ଯଦି ଆପଣଙ୍କର ନମ୍ବର ୭୫ରୁ ୧୧୫ ଆସିଛି ତେବେ ଆପଣଙ୍କର ବୟସ ୨୬ରୁ ୫୦ ବର୍ଷ । ଏହାର ଅର୍ଥ ଆପଣ ସବୁ କାମ ବୁଝିକି କରିଥାନ୍ତି । ଯଦି ଆପଣଙ୍କର ନମ୍ବର ୫୦ରୁ ୭୫ ଆସିଛି ଆପଣଙ୍କର ବୟସ ୫୦ ବର୍ଷରୁ ଅଧିକ । ଏହାର ଅର୍ଥ ବହୁତ ବଡ ଦିଲବାଲା ବ୍ୟକ୍ତି ଅଟନ୍ତି । ତେବା ଆପଣଙ୍କୁ ଆପଣଙ୍କର ଜବାବ ମିଳିଗଲା ଆସା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *