ଅନ୍ୟ ଯୁଗ ଭଳି କଳି ଯୁଗରେ ଅଭିଶାପ କାହିଁକି ଲାଗେ ନାହିଁ ? Garuda Purana

ବନ୍ଧୁଗଣ ଯୁଗ ମଧ୍ୟରେ ୪ଟି ଯୁଗ ଯଥା ସତ୍ୟ, ତ୍ରେତୟା, ଦ୍ଵାପର ଓ କଳି ଯୁଗ ସବୁଠାରୁ ଶ୍ରେଷ୍ଠ ଅଟେ । ଏମିତି ମାନାଯାଏ କଳି ଯୁଗରେ ପାପ ଚରମ ସୀମାରେ ରହିବ । ତେବେ କଣ ଆପଣ ଜାଣିଛନ୍ତି କଳି ଯୁଗରେ ବାକି ଯୁଗ ଅପେକ୍ଷା ଅଭିଶାପ କଣ ପାଇଁ ଲାଗେ ନାହି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସତ୍ୟ ଯୁଗରେ ମୁନି ରୁଷୀୟ ମାନେ କଠୋର ତପସ୍ୟା କରିବା ସହ ନିଜ ଶକ୍ତିର ଦୁର୍ବ୍ୟବହାର କରୁ ନ ଥିଲେ । ସେମାନେ ଯାହାକୁ ଅଭିଶାପ ଦେଉଥିଲେ ତୁରନ୍ତ ତାହାର ପରିଣାମ ନଜର ଆସୁଥିଲା ।

ଏ ସବୁ ଶକ୍ତିକୁ ଦିବ୍ୟ ଶକ୍ତି କୁହାଯାଉଥିଲା । ଦିବ୍ୟ ଶକ୍ତି ଖରାପ ଶକ୍ତି ସହ ଲଢିବାକୁ ସାହାଜ୍ଯ କରୁଥିଲା । ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରେ କୌଣସି ପାପ ହେଉ ନ ଥିଲା । ଯେବେ ପାପର ଭାର ବଢୁଥିଲା ସେବେ ଭଗବାନ ସ୍ଵୟଂ ପୃଥିବୀରେ ଅବତାର ନେଉଥିଲେ । ଭଗବାନ କୃଷ୍ଣ ଗୀତାରେ କହିଛନ୍ତି କଳି ଯୁଗରେ ପାପୀ ଲୋକ ଅଧିକ ରହିବେ ଆଉ ପୁଣ୍ୟାତ୍ମା ଲୋକେ କମ ରହିବେ ।

ସେଥିପାଇଁ କଳି ଯୁଗରେ ଲୋକଙ୍କୁ ସଙ୍ଗେ ସଙ୍ଗେ ଅଭିଶାପ ଲାଗିବ ନାହି । କଳି ଯୁଗରେ ଯଦି ମଣିଷ କାହାକୁ ଅଭିଶାପ ଦେବେ ତେବେ ତାର ପ୍ରଭାବ ଧୀରେ ଧୀରେ ପଡିବ । କାରଣ ଯେଉଁ  ବ୍ୟକ୍ତି ଅଭିଶାପ ଦେଇଥିବ ସେ ମଧ୍ୟ ପାପ କରିଥିବେ ତେଣୁ ଧୀରେ ଧୀରେ ପ୍ରଭାବ ପଡିଥାଏ । ଧୀରେ ଧୀରେ କଳି ଯୁଗରେ ପୁଣ୍ୟତମ ମିଳିବା ବହୁତ କମ ହୋଇଯାଏ ।

ଯେପରି ମଣିଷର ଆଶୀର୍ବାଦ ବ୍ୟକ୍ତି ପାଇଁ ଶୁଭ ଯୋଗ ବନାଇଥାଏ ତାର ବିପରୀତ କୌଣସି ବ୍ୟକ୍ତି କାହାକୁ ଅଭିଶାପ ଦେଲେ ତା ପାଇଁ ଅଶୁଭ ଯୋଗ ବନିଥାଏ । ଅଧର୍ମର ଜିତ କେବେ ହୁଏ ନାହି । ଯେପରି ଭୂତକାଳ, ବର୍ତ୍ତମାନ, ଭବିଷ୍ୟକାଳ ରେ । ଯଦି ଆପଣ ଧର୍ମର ରାସ୍ତାରେ ଯିବେ ତେବେ ଅପାପର ଭାଗୀଦାର ହେବେ ।

କିନ୍ତୁ ଧର୍ମ ରାସ୍ତାରେ ଗଲେ ଜୀବନରେ ଖୁସି ପାଇବେ । କଳି ଯୁଗରେ ଅଧିକ ପାପ ହେବା କାରଣରୁ ପୁଣ୍ୟାତ୍ମା କମ ହେବେ ତେଣୁ ପାପ ଭାର ଅଧିକ ରହିବ । ଏ ସବୁରୁ ମୁକ୍ତି ପାଇବା ପାଇଁ ଏକ ମାତ୍ର ଉପାୟ ହେଉଛି ଭଗବାନ କୃଷ୍ଣଙ୍କର ନାମ ଜପିବା ଆଉ ତାଙ୍କ ସରଣରେ ନିଜକୁ ସମର୍ପିତ କରି ଦେବା । ପାପୀ ଆତ୍ମା ଧରିତ୍ରି ରେ ଅଧିକ ହେବ କାରଣରୁ ଅଭିଶାପ ର ପ୍ରଭାବ ସମୟ ଅନୁଯାୟୀ ପଡିବ ।

ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରେ ମଣିଷ ପାପ କରୁ ନ ଥିଲା ତେଣୁ କୌଣସି ଅଭିଶାପ ର ପ୍ରଶ୍ନ ବି ଉଠୁ ନ ଥିଲା । କିନ୍ତୁ ଯଦି ମଣିଷ ନିଜେ ପାପ କରିବ ତେବେ ଏହାର ପ୍ରଭାବ ନିଶ୍ଚୟ ତା ଜୀବନରେ ପଡିବ । ତେବ ଆପଣ ମାନେ ଜାଣିଲେ କଳି ଯୁଗରେ ଅଭିଶାପ କଣ ପାଇଁ ପଡିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *