ସ୍ଵାମୀ ସ୍ତ୍ରୀ କେଉଁ ଦିନ ସମ୍ବନ୍ଧ ରଖିଲେ ଦୀର୍ଘାୟୁ, ଉତ୍ତମ ପୁତ୍ର ସନ୍ତାନ ଜାତ ହୋଇଥାଏ ? Ajira Anuchinta

ସ୍ଵାମୀ ସ୍ତ୍ରୀଙ୍କ ମିଳନ ପାଇଁ ୧୦ ଦିନର ସମୟ ରହିଥାଏ ଋତୁସ୍ରାବ ପରେ । ଯଦି ସ୍ତ୍ରୀ ପବିତ୍ରତା ବା ଋତୁସ୍ରାବ ର ପର ୧୬ ଦିନ ରୁ ସ୍ଵାମୀ ସହ ମିଶିବା ୪ ଦିନ ଯାଏଁ ବାରଣ ରହିଥାଏ । ୪ ଦିନ ପରେ ସ୍ତ୍ରୀ ସ୍ଵାମୀ ସମ୍ପର୍କ ରଖିପାରିବେ ବୋଲି ଶାସ୍ତ୍ର ରେ କୁହା ଯାଇଛି । କିନ୍ତୁ ପଞ୍ଚମ ଦିନ ପରେ ସ୍ତ୍ରୀ ଦେବାଧି କାର୍ଯ୍ୟ ରେ ନିଜକୁ ନିଯୋଜିତ କରି ପାରିବ । ବିଶେଷ କରି ଋତୁସ୍ରାବ ର ୪ ଦିନ ଠାରୁ ୧୬ ଦିନ ଯାଏଁ କେଉଁ କେଉଁ ଦିନ ସ୍ଵାମୀ ସ୍ତ୍ରୀ ସହବାସ କରିଲେ ପୁତ୍ର ବା କନ୍ୟା ସନ୍ତାନ ଜାତ ହୋଇଥାଏ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ଶାସ୍ତ୍ର ଅନୁଯାୟୀ ଯୁଗ୍ମ ରାତିର ମିଳନରେ ପୁତ୍ର ଜାତ ହୋଇଥାଏ । ଠିକ ସେହିପରି ଅଯୁଗ୍ମ ରାତିର ମିଳନରେ କନ୍ୟା ରତ୍ନ ଜାତ ହୋଇଥାଏ । ତେବେ ଯୁଗ୍ମ ଓ ଅଯୁଗ୍ମ ରାତି କାହାକୁ କୁହାଯାଏ ଆସନ୍ତୁ ଜାଣିବା । ଶାସ୍ତ୍ର ଅନୁଯାୟୀ ମହିଳା ଋତୁସ୍ରାବ ହେବାର ୪ ଦିନ ଠାରୁ ସ୍ଵାମୀ ସ୍ତ୍ରୀ ସଂଭୋଗ କରି ପାରିବେ । ଏହି ଦିନ ରେ ସହବାସ କରି ଯେଉଁ ପୁତ୍ର ସନ୍ତାନ ଜାତ ହୋଇଥାଏ ସେ ଅଳ୍ପ ଆୟୁ ଓ ଧନ ହାନି ହୋଇଥାଏ । ଯାହା ଫଳରେ ୪ ଦିନର ମିଳନକୁ ବାରଣ କରା ଯାଇଛି । ପଞ୍ଚମ ଦିନ ହେଉଛି ଅଯୁଗ୍ମ ରାତି ତେଣୁ କନ୍ୟା ରତ୍ନ ପ୍ରାପ୍ତି ହୋଇଥାଏ ।

ଏହି ଦିନରେ ସହବାସ କରି ଯେଉଁ କନ୍ୟା ଜାତ ହୋଇଥାଏ ତାର ଭାଗ୍ୟ ସେହି ଠାରୁ ନିରୂପଣ ହୋଇଥାଏ । ଷଷ୍ଠ ରାତି ହେଉଛି ଯୁଗ୍ମ ରାତି ତେଣୁ ଏହି ଦିନରେ ମିଳନ କରିଲେ ପୁତ୍ର ସନ୍ତାନ ଜାତ ହୋଇଥାଏ । ଏଭଳି ପୁତ୍ର ମଧ୍ୟମ ପୁତ୍ର ହୋଇଥାଏ । ଋତୁସ୍ରାବ ର ସପ୍ତମ ଦିନରେ ସ୍ଵାମୀ ସ୍ତ୍ରୀ ସହବାସ କରିଲେ କନ୍ୟା ସନ୍ତାନ ଜାତ ହୋଇଥାଏ । କାରଣ ସପ୍ତମ ଦିନ ହେଉଛି ଅଯୁଗ୍ମ ରାତି । ଏହି ଦିନରେ ଜାତ ହୋଇଥିବା କନ୍ୟା ର ବନ୍ଧ୍ୟା ଦୋଷ ଲାଗିଯାଏ । ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କର ଋତୁସ୍ରାବର ଅଷ୍ଟମ ରାତିରେ ସହବାସ କରିଲେ ପୁତ୍ର ସନ୍ତାନ ଜାତ ହୋଇଥାଏ ।

ଏହି ପୁତ୍ର ଐଶ୍ଚାର୍ଜ୍ୟବାନ ହୋଇଥାଏ । ପଞ୍ଚମ, ନବମ, ଏକାଦଶ, ତ୍ରୋୟୋଦଶ, ପଞ୍ଚଦଶ ଦିନରେ ସହବାସ କରିଲେ ସ୍ଵାମୀ ସ୍ତ୍ରୀ କନ୍ୟା ସନ୍ତାନ ଜାତ ହୋଇଥାଏ । ଷଷ୍ଠ, ଅଷ୍ଟମ, ଦଶମ, ଦ୍ଵାଦଶ, ଚତୁର୍ଦ୍ଦଶ, ଷୋଡଶ ଦିନରେ ସହବାସ କରିଲେ ପୁତ୍ର ସନ୍ତାନ ଜାତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ନବମ ଦିନରେ ଜାତ କନ୍ୟା ସୌଭଗ୍ୟବତୀ, ଏକାଦଶ ଦିନରେ ଜାତ କନ୍ୟା ଧର୍ମହୀନ, ତ୍ରୟୋଦଶରେ ଜାତ କନ୍ୟା ପାପ ଚାରିଣୀ, ପଞ୍ଚଦଶାରେ ଜାତ କନ୍ୟା ପତୀବ୍ରତା ହୋଇଥାନ୍ତି ।

ଦଶମ ଦିନରେ ଜାତ ପୁତ୍ର ଉତ୍କୃଷ୍ଟ, ଦ୍ଵାଦଶ ଦିନରେ ଜାତ ପୁତ୍ର ଶ୍ରେଷ୍ଠ ପୁରୁଷ, ଚତୁର୍ଦ୍ଦଶ ଦିନରେ ଜାତ ପୁତ୍ର ଧର୍ମ୍ଜ୍ଞ, ଷୋଡଶ ଦିନରେ ଜାତ ପୁତ୍ର ପ୍ରାଣୀ ମାନଙ୍କର ଆଶ୍ରୟ ସ୍ୱରୂପ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *