ଏମିତି କେଉଁ ଜୀବ ଅଛି ଯାହାର ୩ଟି ହୃଦୟ, ୯ ଟି ମସ୍ତିସ୍କ ଓ ୮ଟି ଗୋଡ ରହିଥାଏ ସେ କିଏ ? 

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି ।

କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କିୱି ଦୁନିଆର ଏମିତି ଏକ ପକ୍ଷୀ ଅଟେ ଯାହା ପାଖରେ ପଙ୍ଖ ନାହି । ଗୋଟେ ଶିଂଗଲ ଜନ୍ଦା ୨୯ ବର୍ଷ ବଞ୍ଚିପାରେ । ଯେଉଁ ହାତୀ ଅଧିକ ମୋଟା ହୋଇଥାଏ ସେମାନେ ୫୩ ଗ୍ୟାଲିଆନ୍ସ ପାଣି ମାତ୍ର ୫ ମିନିଟ ମଧ୍ୟ ରେ ପିଇଥାନ୍ତି । ଆମେ ମଣିଷ ମାନେ ନିଜର ନିଶ୍ଵାସ ଏକ ମିନିଟ ଯାଏଁ ରୋକି ପାରିଥାଉ ।

କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବି ବିଛା ନିଜର ଶ୍ଵାସ ୬ ଦିନ ଯାଏଁ ରୋକୀ କି ବଞ୍ଚିପାରିବେ । ଆଉ ଏକ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି କୁମ୍ଭୀର ର ନାକ ନାହି କିନ୍ତୁ ସେ ତାର ପାଟି ସାହାଯ୍ୟରେ ୧ ଘଣ୍ଟା ଯାଏଁ ନିଶ୍ଵାସ ବନ୍ଦ କରି ରୋକିପାରେ । ଆଜିର ଆମର ପ୍ରଶ୍ନ ଥିଲା କି ଏମିତି କେଉଁ ଜୀବ ଅଛି ଯାହା ପାଖରେ ୩ଟି ହୃଦୟ, ୯ ଟି ମସ୍ତିସ୍କ ଓ ୮ଟି ଗୋଡ ରହିଥାଏ ସେ କିଏ ? ତେବେ ଏହାର ଉତ୍ତର ହେଉଛି ଅକ୍ଟୋପସ ଏମିତି ଏକ ଜୀବ ଯାହା ର ୩ଟି ହୃଦୟ, ୯ଟି ମସ୍ତିସ୍କ ଓ ୮ଟି ଗୋଡ ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ଓ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଆପଣ ମାନଙ୍କ ପାଇଁ ଏମିତି ମଜାଦାର ଜିକେ ନେଇକି ଆସିବୁ ।

Leave a Reply

Your email address will not be published. Required fields are marked *