Dineshଙ୍କୁ Dipika ପଚାରିଲେ ବଡ ପ୍ରଶ୍ନ? କଣ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବ୍ରହ୍ମପୁର ସହର ରେ ଏବେ ଦିନେଶ ଓ କେ ଦୀପିକାଙ୍କ ପ୍ରେମ ସଂପର୍କକୁ ନେଇ ଖାଲି ଉଠୁଛି ପଡୁଛି । ଶେଷରେ ଦିନେଶ ଙ୍କୁ ଦୀପିକା କିଛି ଏମିତି କଥା କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କେ ଦୀପିକା କହିଛନ୍ତି ମୁଁ ଦିନେଶ କୁ ଭଲ ପାଇଥିଲି ତାକୁ ବିଶ୍ଵାସ କରୁଥିଲି ହେଲେ ସେ କଣ ମୋ ସହ କଣ କରିଲା ? ଗୋଟେ ଅବିବାହିତା ଝିଅ ପ୍ରେଗନେଣ୍ଟ ହେବା ଆଉ ଲୋକ ମାନଙ୍କର ନିନ୍ଦା ସହିବା କିଛି ସହଜ ନୁହେଁ । ଛୁଆ ଜନ୍ମ କରିବା ପରେ ସମାଜକୁ ସେ କେମିତି ସମାନ କରିଛନ୍ତି ସେ ନିଜେ ଜାଣିଛନ୍ତି ବୋଲି ଦୀପିକା କହିଛନ୍ତି ।

ଯେଉଁ ଲୋକେ ଦେଖୁଛନ୍ତି ସେମାନେ ଭାବୁଛନ୍ତି ତାମସା କରୁଛି ଡ୍ରାମା କରୁଛି ଏ ନେଇ ଦୀପିକା କହିଛନ୍ତି ନାଁ ଆଜ୍ଞା ମୁଁ ପିଲା ପାଇଁ ଆସିଛି ତାକୁ କେମିତି ନ୍ୟାୟ ମିଳିବ ଆଉ ବାପାର ଅଧିକାର ମିଳିବ । ଆଗକୁ ଦୀପିକା କହିଛନ୍ତି ଦୁହେଁ ଯେବେ ପରସ୍ପରକୁ ଭଲ ପାଇଥାନ୍ତି ସେମାନଙ୍କ ମଧ୍ୟରେ ଯାହା ବି ହୁଏ ଦୁହିଙ୍କ ମତ ନେଇ ହୋଇଥାଏ । ଗୋଟେ ହାତରେ କେବେ ବି ତାଳି ବାଜେ ନାହି । ଆମେ ଦୁଇ ଜଣ ଭୁଲ କରିଛୁ ତେବେ କଣ ପାଇଁ ମୁଁ ସବୁ ସହିବି ମୋତେ କାହିଁକିଙ୍କି ସମାଜ ଖରାପ ଭାବୁଛି ।

ଦିନେଶକୁ ସମାଜ କଣ ପାଇଁ ପ୍ରଶ୍ନ ପଚାରୁ ନାହି ବୋଲି ଦୀପିକା କହିଛନ୍ତି । ଦିନେଶକୁ ପଚରା ଯାଉ ନାହି କି କଣ ପାଇଁ ଭଲ ପାଇକି ଏପରି ହାତ ଛଡା କରିଲା କାହିଁକି ତା ସ୍ତ୍ରୀ କୁ ହକ ଦେଉ ନାହି କାହିଁକି ପିଲାର ବାପାର ପରିଚୟ ଦେଉ ନାହି ଏବଂ କଣ ପାଇଁ ଗଉଡ ଘରର ଝିଅକୁ ବାହା ହେବ ପାଇଁ ନିସ୍ପତି ନେଇଛି କଣ ପାଇଁ ସେ ଝିଅ ଆଜି ଦାଣ୍ଡରେ ବସିଲା ? ଖାଲି ଆଇନ ବାଟେ ଅଛି କହି ସମସ୍ତେ ପଳାଉଛନ୍ତି । କୋର୍ଟରେ ଆଇନ ଛି ମୁଁ ମନା କରୁ ନାହି କୋର୍ଟ ପାଇଁ ମୁଁ ଅପେକ୍ଷା କରିଛି ଦିନେଶ ରିପୋର୍ଟ ବି ଆସିଲା ତେବେ କଣ ପାଇଁ ଦିନେଶ ମୋତେ ଆଉ ମୋ ଛୁଆକୁ ଗ୍ରହଣ କରୁ ନାହି ବୋଲି ଦୀପିକା ପ୍ରଶ୍ନ କରିଛନ୍ତି ।

ଦିନେଶ ଯଦି ଷଡଯନ୍ତ୍ର କରି ବାହା ହୋଇ ଯାଇଥାନ୍ତା ତେବେ ମୋତେ କିଏ ନ୍ୟାୟ ଦେଇଥାନ୍ତା କୋର୍ଟ ଦେଇଥାନ୍ତା କି ବୋଲି ଦୀପିକା କହିଛନ୍ତି । ପ୍ରଥମରୁ ଦୀପିକା କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି କିନ୍ତୁ ଯେବେ ଗଉଡ ଘରର ଝିଅକୁ ବାହା ହେବା ପାଇଁ ଦିନେଶ ଷଡଯନ୍ତ୍ର କରିଲା ସେହି ସମୟରେ ତାଙ୍କ ଦୁଆରକୁ ଆସିଥିଲି ବୋଲି ଦୀପିକା କହିଛନ୍ତି । ସମସ୍ତେ କହୁଛନ୍ତି ଦିନେଶ ଯେଉଁଠି ଅଛି ସେଠାରେ ଯାଇ ବସିବାକୁ ଯଦି ଏମିତି କଥା ତେବେ ଦିନେଶଙ୍କ ବାପା ମା କୁହନ୍ତି ତାଙ୍କ ପୁଅ କେଉଁଠି ଅଛି ମୁଁ ସେଠାକୁ ଯିବୀ ବୋଲି ଦୀପିକା କହୁଛନ୍ତି ।

ଜେଲରୁ କାଢିବା ପାଇଁ କାହା ପୁଅକୁ କାଢିବାକୁ ଚେଷ୍ଟା କରିଥିଲେ ବୋଲି ଦୀପିକା ପ୍ରଶ୍ନ କରିଛନ୍ତି । କେଉଁ ଟାଇପର ମୋ ସହ ଗେମ ଖେଳୁଛନ୍ତି ଦିନେଶଙ୍କ ପରିବାର ବୋଲି ଦୀପିକା ଶେଷରେ କହିଛନ୍ତି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *