ଯେବେ ମାଲିକ କୋଳରେ ହିଁ ଆଖି ବୁଜିଦେଲା କୁକୁର, ତା ପରେ ଯାହା ହେଲେ ଦେଖି ଆପଣ ବିଶ୍ଵାସ କରିପାରିବେନି….. ଦେଖନ୍ତୁ Video

ଏ ଦୁନିଆରେ ଅନେକ କାଳରୁ ମଣିଷ ପଶୁ ମାନଙ୍କୁ ନିଜର କୌଣସି ନାଁ କୌଣସି କାମରେ ବ୍ୟବହାର କରି ଚାଲିଛି । କିନ୍ତୁ ସମୟ କ୍ରମେ ମଣିଷ କୁ ପଶୁ ମାନଙ୍କର ମହତ୍ଵ କଣ ତାହା ଜଣା ପଡିଥିଲା । ଏହା ପରେ ମଣିଷ ଓ ପଶୁ ମଧ୍ୟରେ ବନ୍ଧୁତା ହୋଇଥିଲା । ସେହି ସବୁ ପଶୁ ମାନଙ୍କ ମଧ୍ୟ ରୁ କୁକୁର ଏମିତି ଏକ ପ୍ରାଣି ଯିଏ ବହୁତ ବିଶ୍ଵସ୍ତ ହୋଇଥାଏ । କୁକୁର ଏମିତି ଏକ ପ୍ରାଣି ଯିଏ ନିଜର ମାଲିକ ର ଜୀବନ ରକ୍ଷା କରିବା ପାଇଁ ନିଜେ ବିପଦକୁ ଡେଇଁ ପଡିଥାଏ ଯାହାର ଜ୍ଵଳନ୍ତ ଉଦାହରଣ ଆଗରୁ ଅନେକ ଦେଖା ଯାଇଛି ।

ଆଜି ଆମେ ଆପଣ ମାନଙ୍କୁ କୁକୁର ଓ ମଣିଷ ଧ୍ୟରେ ଥିବା ଭଲ ପାଇବା କିପରି ହୋଇଥାଏ ଓ ବନ୍ଧୁତା କିପରି ରହିଥାଏ ସେହି ବିଷୟରେ ଏକ ଭାବ ପୂର୍ଣ୍ଣ ଘଟଣା ସମ୍ବଧରେ କହିବାକୁ ଯାଉଛୁ । ଏହି ଭିଡିଓ ରେ ଜଣେ ମହିଳା ଙ୍କ ପାଖରେ ଏକ ବଡ କୁକୁର ଟି ଥିଲା । ଯିଏ ଦେଖିବାକୁ ବହୁତ ପ୍ୟାରା ଅଟେ । ସେହି ମହିଳା ଜଣକ ସେହି କୁକୁର କୁ ଅନେକ ବର୍ଷ ହେବ ନିଜ ଘରେ ଆଣି ରଖିଛନ୍ତି ।

ଦୁହିଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ ରହିବା ସହ ଦୁହେଁ ପରସ୍ପର କୁ ବହୁତ ଭଲ ପାଆନ୍ତି । ମହିଳା ଜଣକ ନିଜ କୁକୁର ର ବହୁତ ଭଲ ଭାବେ ଧ୍ୟାନ ରଖିବା ସହ ତାର ସବୁ ଭଲ ମନ୍ଦ ବୁଝନ୍ତି । ମହିଳା ଜଣକ ଯେଉଁ ଆଡେ ଯାଆନ୍ତି ନିଜ କୁକୁର କୁ ମଧ୍ୟ ନିଜ ସହ ନେଇକି ଯାଇଥାନ୍ତି । ମହିଳା ଜଣକ କୁକୁର କୁ ନିଜ ପିଲା ଭଳି ଲାଳନ ପାଳନ କରୁଥିଲେ ।

ଦୁହିଙ୍କ ମଧ୍ୟରେ କେତେ ଭଲ ପାଇବା ରହିଛି ତାହା ଏହି ଭିଡିଓ ରୁ ଜଣା ପଡୁଛି । କିନ୍ତୁ ସେ କୁକୁର ର ହଟାତ ଦେହ ଖରାପ ହୋଇଗଲା । ହସ୍ପିଟାଲ ନେବା ପରେ ଜଣା ପଡିଥିଲା ଯେ କୁକୁର ଟି କୌଣସି ଏକ ବଡ ରୋଗ ର ଶିକାର ହୋଇଛି ଯାହା ପାଇଁ ତାର ଆୟୁ ବହୁତ କମ ରହିଛି ।

ଏହା ଜାଣିବା ପରେ ମହିଳା ଜଣକ ବହୁତ ଭାଙ୍ଗି ପଡିଥିଲେ । ସେ ନିଜ କୁକୁର ସହ ଶେଷ ସମୟରେ ତା ପାଖରେ ରହି ତାକୁ ଗେଲ କରୁ ଥିବାର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ତେବେ କୁକୁର ଟି ତାର ଅ-ନ୍ତି-ମ ନି-ଶ୍ଵା-ସ ନିଜ ମାଲିକ କୋଳରେ ତ୍ୟା-ଗ କରିଥିଲା ।

ନିଜର ଏତେ ଭଲ କୁକୁର କୁ ହ-ରା-ଇ ମହିଳା ଜଣକ ବହୁତ ଜୋର ରେ କାନ୍ଦିବାର ଦୃଶ୍ୟ ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଶେଷରେ ଏତିକି କୁହା ଯାଇପାରେ ଯେ ମଣିଷ ଓ ପଶୁ ମଧ୍ୟ ରେ ଏତେ ଭଲ ପାଇବା ରହିଛି ଯାହା ଗୋଟେ ମଣିଷ ମଣିଷ ମଧ୍ୟରେ ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *