ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଏକ ନୂଆ ଘଟଣା ସାମାନକୁ ଆସିଛି । ତେବେ ସୂଚନା ଅନୁଯାୟୀ ଏହି ମହିଳା ଜଣକ ହେଉଛନ୍ତି ସମାଜ ସେବି ଯିଏ ଜଣେ ଝିଅକୁ ଆତ୍ମହତ୍ୟା କରିବାକୁ ଉଦ୍ଧାର କରିଛନ୍ତି । ସମାଜ ସେବି ଜଣକ କହିଛନ୍ତି କି ଯେଉଁ ଝିଅ ଆତ୍ମହତ୍ୟା କରିବାକୁ ଚାହୁଁଥିଲା ସେ ତା ବିଷୟରେ ଖୋଳତାଡ କରି ସବୁ କିଛି ପଚାରି ଥିଲେ । ଆଉ ଝିଅ ଟି କହିଥିଲା କି ଯେଉଁ ଯୁବକଙ୍କୁ ସେ ଭଲ ପାଉଥିଲା ଫେସବୁକ ଜରିଆରେ ସେମାନେ ଦେଖା ହୋଇଥିଲେ ଆଉ ନମ୍ବର ମଧ୍ୟ ଦିଆନିଆ ହୋଇଥିଲେ । ଯେବେ ଯୁବକ ଟି ଝିଅକୁ ଦେଖା କରିବାକୁ ଆସିଥିଲା ଝିଅଟି ଆନ୍ଧ୍ରା ଚିଙ୍ଗୁଡି ଫ୍ୟାକ୍ଟରୀରେ କାମ କରୁଥିଲା ।
ତେବେ ଝିଅଟି ବିବାହିତା ହେବ ସହ ତାର ୨ଟି ଝିଅ ମଧ୍ୟ ଅଛନ୍ତି । ପୁଅ ସେହି ବିଷୟରେ ସବୁ କିଛି ଜାଣିଥିଲା । ତା ପରେ ପୁଅଟି ଝିଅକୁ କହିଥିଲା ମୁଁ ବ୍ୟଙ୍ଗାଲୋରରେ ଚାକିରି କରିଛି ମାସକୁ ୫୦ରୁ ୬୦ ହଜାର ଟଙ୍କା ଇନକମ କରୁଛି ମୋ ବାପା ବଡ ଲୋକ ଆଉ ବାହା ହୋଇ ଦୁଇ ଝିଅଙ୍କୁ ମଧ୍ୟ ପାଖରେ ରଖିବା ସହ ତାଙ୍କର ଭବିଷ୍ୟତ ଦେଖିବୀ ।
ଯେ ହେତୁ ଝିଅର ସ୍ବାମୀ ମରି ଯାଇଛି ତେବେ ଝିଅଟି ପୁଅର କଥା ବିଶ୍ଵାସ କରିଲା । ଏହା ପରେ ପୁଅଟି ଓଡିଶାକୁ ଆସିଥିଲା ଝିଅକୁ ଦେଖା କରିବାକୁ । ଦୁହେଁ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ପାଖରେ ଦେଖା କରିଥିଲେ ଆଉ ଦୁହେଁ ଭବିଷ୍ୟତ ପାଇଁ କିଛି କଥା ମଧ୍ୟ କରିଥିଲେ ।
ତା ପରେ ଝିଅର ଇଚ୍ଛା ବିରୁଦ୍ଧରେ ପୁଅଟି ତା ସହ ଶାରୀରିକ ସମ୍ପର୍କ ରଖିଲା କାରଣ ସେ କହିଲା ମୁଁ ତୋତେ ବାହା ହେବି କିଛି ଅସୁବିଧା ହେବ ନାହି । ବର୍ଷେ ଦେଢ ବର୍ଷ ହେବ ଦୁହିଙ୍କ ମଧ୍ୟରେ ଏମିତି ସମ୍ପର୍କ ଜାରି ରହିଲା । କିନ୍ତୁ ଏବେ ଝିଅଟି ଜାଣିବାକୁ ପାଇଲା କି ପୁଅ ନାଁ ରେ ଆଗରୁ ବଳାତ୍କାର କେସ ଥାନାରେ ରୁଜୁ ହୋଇଛି ।
ଯେବେ ଝିଅଟି ଜାଣିଲା ଏହି ସବୁ କଥା ତା ପରେ ପୁଅ ସହ କଥା ହେବା ବନ୍ଦ କରି ଦେଲା । ଏହାକୁ ନେଇ ପୁଅର ରାଗ ଅଧିକ ହେଲା କଣ ପାଇଁ ମୋ ସହ କଥା ହେଲା ନାହି । ଏମିତିକି ପୁଅ କହିଲା ମୁଁ ଯେବେ ତାକୁ ଡାକିବୀ ସେ କମ୍ପାନୀରୁ ବାହାରିକି ଆସିବ ମୋ ପାଖକୁ ।
ଦୁହେଁ ହୋଟେଲରେ ସମ୍ପର୍କ ରଖିଥିବା ସମୟରେ ପୁଅଟି ତାର ଭିଡିଓ କରିଥିଲା ଯାହା ବିଷୟରେ ଝିଅ ଜାଣି ନାହି । ବର୍ତ୍ତମାନ ଅନେକ ନମ୍ବରରେ ପୁଅଟି ଝିଅକୁ ସେହି ସବୁ ଭିଡିଓ ପଠାଉଛି । ପୁଅଟି ଝିଅର ଭିଡିଓ ତାର ଶାଶୁଘର, ସାଙ୍ଗସାଥି, ଭଉଣୀ, କମ୍ପାନୀ ସମସ୍ତଙ୍କୁ ୱ୍ହାଟସପରେ ପଠାଇସାରିଛି । ପୁଅ ବ୍ଳାକମେଲିଙ୍ଗ କରିବାର କାରଣ ହେଉଛି ସେ ଯେବେ ଡାକିବ ସେ ପାଖକୁ ଯିବା ଦରକାର ।
ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ କହୁଛି ୧୫ ଦିନ ଲାଗିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।