ମୃତ୍ୟୁ ପୂର୍ବରୁ ନିଜ Characterକୁ କାହିଁକି ଏମିତି ସଫେଇ ଦେଇଥିଲେ Payal ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଯେମିତି ଗଛ ସେମିତି ଫଳ ଏମିତି କିଛି କଥା କହି ପାୟଲର ଚରିତ୍ର କୁ ଆକ୍ଷେପ କରୁଥିଲା ଏକ ତରଫା ପ୍ରେମ କରୁଥିବା ଯୁବକ ରାଜେଶ । ଆଉ ଏଭଳି ସହଜରେ ସହିପାରୁ ନ ଥିଲା ପାୟଲ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ରାଜେଶ ଓ ପାୟଲ ମଧ୍ୟରେ ହୋଇଥିବା ୱ୍ହାଟସପ ଚ୍ୟାଟ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ସେଦିନ ତୃତୀୟ ବ୍ୟକ୍ତି ଙ୍କୁ ନେଇ କେମିତି ମନାନ୍ତର ହୋଇଥିଲା ।

ଏହି ଚ୍ୟାଟରେ ପାୟଲ ବାରମ୍ବାର କହୁଥିଲା ସୁଶୀଲ କେବଳ ଜଣେ ଭଲ ବନ୍ଧୁ ମୋର, ମା ଭିତରେ ସେମିତି କିଛି ସମ୍ପର୍କ ନାହି, ମୋତେ ବୁଝିବାକୁ ଚେଷ୍ଟା କର, ମୋ ଭଲ ପାଇବାକୁ ଟିକେ ଅନୁଭବ କର ଏଭଳି କଥା ବାରମ୍ବାର ନେହୁରା ହୋଇଥିଲା ରାଜେଶ ପାଖରେ ପାୟଲ । ତଥାପି ରାଜେଶ ସନ୍ଦେହ କରି ଚାଲିଥିଲା । ସନ୍ଦେହ କରି କହିଥିଲା ଗଛ ଯେମିତି ଫଳ ବି ସେମିତି ।

ପାୟଲ ଏହି କଥାକୁ ବାରମ୍ବାର ରାଜେଶକୁ ପଚାରି ଥିଲା ଏହି କଥାର ମାନେ କଣ ? ପାୟଲ ଏହି କଥାକୁ ବୁଝିପାରି ନ ଥିଲା ଆଉ ଏହି ଚ୍ୟାଟ କୁ ଆପଣ ମଧ୍ୟ ଏହି ଭିଡିଓ ରେ ଦେଖି ପାରିବେ । ଆଉ ଉତ୍ତରରେ ରାଜେଶ କହୁଛି ତୁମ ୟାର କୁ ଏ ବିଷୟରେ ପଚାର । ମାନେ ସୁଶୀଲ ନାମକ ବନ୍ଧୁ କୁ ଏହାର ଉତ୍ତର କଣ ପଚାରିବାକୁ ରାଜେଶ ପାୟଲ କୁ କହିଥିଲା ।

ପାୟଲ ଏହି ଚ୍ୟାଟ ରେ ରାଜେଶକୁ ତାର ଅନୁଭୂତି, ଭଲ ପାଇବାକୁ ବୁଝିବା ପାଇଁ ନେହୁରା ହୋଇଥିଲା କିନ୍ତୁ ରାଜେଶ ସବୁ କିଛି ଅଣଦେଖା କରିଥିଲା । ଆଉ ଶେଷରେ କିଛି ବୁଝି ନ ଥିଲା ରାଜେଶ । ଆଉ ରାଜେଶ କହିଥିଲା ମୋତେ ଛାଡି ଦେ ଆଉ ତା ପାଖକୁ ପାଲା । ଏମିତି କହି ବ୍ରେକଅପ କରି ଦେଇଥିଲା ରାଜେଶ ।

ହେଲେ ରାଜେଶ ବ୍ରେକଅପ କରିବା ପରେ ପାୟଲ ର କିଛି ଅଶ୍ଳୀଳ ଫୋଟୋ କୁ ରାଜେଶ ଭାଇରାଲ କରୁଥିଲା ଯାହା ପାୟଲ ଙ୍କ ବାପା କହିଛନ୍ତି । ଆଉ ସେଥିପାଇଁ ପାୟଲ ବହୁତ ମାନସିକ ଚାପ ରେ ପୀଡିତ ହେଉଥିଲା । ଆଉ ନେଇଗଲା ଶେଷନିସ୍ପତି । ଆଉ ଜୀବନ ହାରି ଦେଲା ପାୟଲ । ପାୟଲ ପରିବାର ଲୋକଙ୍କର ଯେତିକି ଗେଲହା ସେତିକି ଦେଖିବାକୁ ସୁନ୍ଦର ମଧ୍ୟ ଥିଲା ।

ଆଉ ରାଜେଶ ବି ପାୟଲକୁ ପସନ୍ଦ କରିଥିଲା ଆଉ ଦୁହିଙ୍କ ସମ୍ପର୍କ ବହୁତ ଭଲ ରହିଥିଲା । କିନ୍ତୁ ସେହି ରାଜେଶ ପାୟଲଙ୍କ ସହ ଏମିତି କରିବ ଯାହା ପାଯଲ କେବେ ଆଶା କରି ନ ଥିଲେ । ଆଉ ଘଟଣା ଅନୁଯାୟୀ ରାଜେଶ ଏବେ ଫେରାର ଥିବା ଜଣାପଡିଛି । ଆଉ ପୋଲିସ ରାଜେଶକୁ ଖୋଜିବାରେ ଲାଗିଛି ।

ତେବେ କଥା ଉଠୁଛି ସୁଶୀଲ ନାମକ ଯୁବକ କିଏ ଓ ସେ କେବେ ସାମନାକୁ ଆସିବେ ? ରାଜେଶ ସୁଶୀଲକୁ ପାୟଲଙ୍କର ପ୍ରେମିକ କହିଥିଲେ ମଧ୍ୟ ପାୟଲ ଏହାକୁ ମନା କରିଥିଲା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *