‘ମୋ ମରିବା ପାଇଁ ସିପୁନ ଦାୟୀ’ ଏମିତି ଲେଖି ଆତ୍ମହତ୍ୟା କଲେ ଫାର୍ମାସୀ ଛାତ୍ରୀ….ଦେଖନ୍ତୁ Video

ଦୁନିଆ ଛାଡିବା ପୂର୍ବରୁ ଛାଡି ଦେଇଛନ୍ତି ହାତ ଲେଖା ଚିଠି । ମା-ନ-ସି-କ ଯ-ନ୍ତ୍ର-ଣା ବା-ଧ୍ୟ କରିଥିଲା ତାଙ୍କୁ ଆ-ତ୍ମ-ହ-ତ୍ୟା କରତିବା ପାଇଁ । ପରିବାର ଲୋକଙ୍କ ପାଇଁ କଷ୍ଟଦାୟକ ଥିଲା ଝିଅର ଶେଷ ଶେଷ ଚାରି ଧାଡି ଲେଖା । ମୋ ମା-ରି-ବା ପାଇଁ ଶିପୁନ ଦାୟୀ, ସେ ମୋତେ ବ୍ଲା-କ-ମେ-ଲ କରୁଛି, ଭାଇ, ବାପା ଓ ମାଙ୍କୁ ମା-ରି-ବା ପାଇଁ ସେ କହୁଛି, ଆଇ ଆମ ସରି ବାପା-ମମ୍ମି, ତାକୁ କଠୋରରୁ କଠୋର ଦ-ଣ୍ଡ ଦେବ ଲିପି ଏତିକି ଚିଠିରେ ଲେଖି ଫ୍ୟାନରେ ଝୁ-ଲି ପଡିଥିଲେ ସାଲେପୁର ବାରିଅଳ ସୁନାଖଣ୍ଡି ଗାଁ ର ଫାରମାସୀ ଛାତ୍ରୀ ସ୍ଵୟଂପ୍ରଭା ବେହେରା ।

ଏହି ଚିଠିରୁ ଜଣା ପଡୁଛି ସ୍ଵୟଂପ୍ରଭା କେତେ ମାତ୍ରାରେ ମା-ନ-ସି-କ ଯ-ନ୍ତ୍ର-ଣା ପାଉଥିଲେ । ଏହି ଚିଠି ପୋ-ଲି-ସ ହାତରେ ଲାଗିବା ପରେ ତ-ଦ-ନ୍ତ ଆରମ୍ଭ କରିଛି ପୋ-ଲି-ସ । ଏହା ପରେ ପୋ-ଲି-ସ ଅ-ଭି-ଯୁ-କ୍ତଙ୍କୁ ଗି-ର-ଫ କରିଛି । କିନ୍ତୁ ଘରର ବଢିଲା ଝିଅକୁ ହରାଇ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛତି । ସ୍ଵୟଂପ୍ରଭଙ୍କ ଆ-ତ୍ମ-ହ-ତ୍ୟା ପାଇଁ ଦାୟୀ ଥିବା ଅ-ଭି-ଯୁ-କ୍ତ ସିପୁନ ତଥା ସିଦ୍ଧାର୍ଥ ଶଙ୍କର ରାଉତଙ୍କୁ କେନ୍ଦରପଡା ଚାନ୍ଦୋଳ ନିକଟରୁ ପୋଲିଷ୍ଦ ଆ-ରେ-ଷ୍ଟ କରିଛି । ସିପୁନ ବ୍ୟବହାର କରୁଥିବା ଫୋନକୁ ପୋ-ଲି-ସ ଜ-ବ-ତ କରିଛି ।

ଯୁବତୀଙ୍କ ବାପା ପ୍ରହଲ୍ଲାଦ ବେହେରା ନିଜ ରାଏରେ କହିଛନ୍ତି ଯେ ସେମାନେ ଗତ ୧୦ ତାରିଖରେ ଝିଅର ସୁ-ସା-ଇ-ଟ ନୋଟ ପାଇଥିଲେ । ଏହା ପରେ ତାଙ୍କ ବାପା ଥା-ନାରେ ମା-ମ-ଲା ରୁ-ଜୁ କରିଥିଲେ । ଆଇଏସି ନ ଥିବାରୁ ଯୁବତୀଙ୍କ ବାପା ଏ-ଫା-ୟା-ର ଲେଖି ପଳାଇ ଆସିଥିଲେ । ଥା-ନାରେ ତାଙ୍କୁ କୁହା ଯାଇଥିଲା କି ଆପଣ ଯାଆନ୍ତୁ ୧୭ ତାରିଖ ଦିନ ଅ-ଭି-ଯୁ-କ୍ତକୁ ଧରା ଯିବ । ୧୭ରେ ଯୁବତୀଙ୍କ ପରିବାର ଥା-ନାକୁ ଯିବା ପରେ ତାଙ୍କୁ ଗା-ଳି ଗୁ-ଲ-ଜ ହୋଇଥିଲା ବୋଲି କହିଛନ୍ତି ।

ଏହା ପରେ ସେ ନିରାଶ ହୋଇ ଫେରି ଆସିବା ପରେ ଆଉ ଥା-ନାକୁ ଗଲେ ନାହି । ଏହା ପରେ ୨୦ରେ ପୋ-ଲି-ସ ତାଙ୍କ ଘରକୁ ଆସି ଏ-ଫା-ୟା-ର କପି ଦେଖାଇ ଥିଲେ ଯେଉଁଥିରେ ତାରିଖ ବଦଳିଛି ବୋଲି ମୃ-ତ ଯୁବତୀଙ୍କ ବାପା କହିଛନ୍ତି । ସେଦିନ ରାତିରେ ଆଇଏସିଙ୍କ ଫୋନ ଯୁବତୀଙ୍କ ବାପାଙ୍କ ପାଖକୁ ଆସିଥିଲା । ଆଇଏସି କହିଥିଲେ ତୁମେ ଆସ କାହିଁକି ରା-ଗୁ-ଛ ଆମେ ଏହି କେ-ସ-ର ତ-ଦ-ନ୍ତ କରିବୁ ।

କିନ୍ତୁ ଯୁବତୀଙ୍କ ବାପା ତାରିଖ ବଦଳି ହୋଇ ଥିବାରୁ ଆଉ ଥା-ନାକୁ ଯିବେ ନାହି କହିବା ପରେ ଆଇଏସି ତାରିଖ ବଦଳି ଆମେ କରିନୁ କହି ଫୋନ କା-ଟି-ଦେ-ଲେ । ଏଥିରୁ ଏହା ସ୍ପଷ୍ଟ ହେଉଛି କି ଶିପୁନଙ୍କର ଏହି ଘଟଣାରୁ ଦୂରେଇ ରଖିବା ପାଇଁ ପୋ-ଲି-ସ ଘଣ୍ଟ ଘୋଡାଉଛି ବୋଲି ଯୁବତୀଙ୍କ ବାପା କହିଛନ୍ତି । ତେବେ ବର୍ତ୍ତମାନ ଏହି ମା-ମ-ଲା-ରେ ଅନ୍ୟ କିଏ ସାମିଲ ଅଛନ୍ତି ପୋ-ଲି-ସ ଏହାର ଯା-ଞ୍ଚ କରୁଛି ।

ବନ୍ଧୁଗଣ ଏହି ଘଟଣା ରେ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *