Special Story: ଭାରତର ସର୍ବଶ୍ରେଷ୍ଠ ଗୁପ୍ତଚର RAW ଏଜେନ୍ଟ ‘Black Tiger’ଙ୍କ ଉପରେ ଦେଖନ୍ତୁ Exclusive ରିପୋର୍ଟ

ଭାରତର ଅ-ଣ୍ଡ-ର କ-ଭ-ର ଏ-ଜେ-ଣ୍ଟ । ପାକିସ୍ତାନ ସେ-ନାରେ ମେଜର ଥିଲେ ରବୀନ୍ଦ୍ର କୌଶିକ । ଶ-ତ୍ରୁ ଦେଶରେ ଝିଅକୁ ବିବାହ କରିଥିଲେ । ଭାରତର ଟାଇଗରଙ୍କ କାହାଣୀ । ରବୀନ୍ଦ୍ର ଥିଲେ ଭାରତର ସାହସୀ ଅ-ଣ୍ଡ-ର କ-ଭ-ର ଏ-ଜେ-ଣ୍ଟ । ଭାରତର ଗୁ-ପ୍ତ-ଚ-ର ଯିଏ ପାକିସ୍ତାନ ସେ-ନାରେ ମେଜର ଥିଲେ । ଦେଶ ପାଇଁ ଶ-ତ୍ରୁ ଦେଶରେ ବିବାହ କରିବା ସହ ପାକିସ୍ତାନର ସବୁ ଗୁପ୍ତ କଥା ଭାରତକୁ ପଠାଉ ଥିଲେ । ଆଉ ତାଙ୍କ ଠାରୁ ସୂଚନା ପାଇ ଭାରତ ଠାରୁ ମାତ ଖାଉଥିଲା ପାକିସ୍ତାନ ସେ-ନା । ତାଙ୍କ ପାଇଁ ୨୦ ହଜାର ଭାରତୀୟଙ୍କ ପ୍ରାଣ ରକ୍ଷା ହୋଇଥିଲା ।

କିନ୍ତୁ ଅନ୍ୟ ଜଣେ ଗୁ-ପ୍ତ-ଚ-ରଙ୍କ ପାଇଁ ସେ ଧାରା ପଡିଗଲେ । ଏହା ପରେ ପାକିସ୍ତାନ ଆର୍ମୀ ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର କରିବା ପରେ ରବୀନ୍ଦ୍ର ଦେଶ ମା’ ର ମାତୃତ୍ଵ ରଖିଥିଲେ । ମୁହଁରୁ ପଦେ ବି ବାହାର କରି ନ ଥିଲେ ରବୀନ୍ଦ୍ର କୌଶିକ । ଶେଷରେ ଦେଶ ପାଇଁ ହସି ହସି ଜୀବନ ଦେଇ ସେ ପାଲଟି ଗଲେ ଇତିହାସ । ତାଙ୍କ ନାଁ ଗୁ-ପ୍ତ-ଚ-ର ଦୁନିଆରେ ସ୍ଵର୍ଣ୍ଣାକ୍ଷରରେ ଲେଖା ହୋଇ ରହିଛି । ଏହି କାହାଣୀ ହେଉଛି ଭାରତର ବ୍ଲାକ ଟାଇଗରଙ୍କର । ରାଜସ୍ଥାନର ଶ୍ରୀଗଙ୍ଗ ନଗରରେ ୧୯୫୨ ଏପ୍ରିଲ ୧୧ରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଜନ୍ମଗ୍ରହଣ କରିଥିଲେ ।

ପିଲାଦିନୁ ତାଙ୍କର ଅଭିନୟ ପ୍ରତି ରୁଚି ରହିଥିଳା । ୧୯୭୨ରେ ସେ ଲକ୍ଷ୍ନୌର ଏକ ୟୁଥ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ । ଭାରତର ଗୁ-ପ୍ତ-ଚ-ର ଭାବେ ତାଙ୍କର ନୁଇଖୁଣ ଅଭିନୟ ସେଠାରେ ଉପସ୍ଥିତ ଅଧିକାରିଙ୍କୁ ପ୍ରଭାବିତ କରିଥିଲା । ଏହା ପରେ ଭାରତର ଗୁ-ପ୍ତ-ଚ-ର ହେବା ପାଇଁ ଦିଲ୍ଲୀରେ ଦୀର୍ଘ ଦୁଇ ବର୍ଷ ଟ୍ରେନିଂ ଦିଆଗଲା । ଟ୍ରେନିଂ ସମୟରେ ଉର୍ଦ୍ଦୁ ଠାରୁ ଆରମ୍ଭ କରି ଧାର୍ମିକ ଶିକ୍ଷା ଲାଭ କରିଥିଲେ ରବୀନ୍ଦ୍ର । ୧୯୭୫ରେ ତାଙ୍କୁ ଏଜେଣ୍ଟ ଭାବେ ପାକିସ୍ତାନ ଯିବା ପରେ ତାଙ୍କର ନୂଆ ନାଁ ହେଲା ନବୀ ଅହମଦ ସାକିର ।

ଶ-ତ୍ରୁ ଦେଶରେ ଧୁଳି ଦେଇ ପାକିସ୍ତାନ ସେ-ନାରେ ଭର୍ତ୍ତି ହେଲେ ରବୀନ୍ଦ୍ର । କେବଳ ଏମିତି ନିହେନ ସେ ମେଜର ଭାବେ ନି-ଯୁ-କ୍ତି ପାଇ ପାକିସ୍ତାନ ସେ-ନାର ଜଣେ ମେଜରଙ୍କ ଝିଅକୁ ବିବାହ କରିଥିଲେ । ୧୯୭୯ରୁ ୧୯୮୩ ଯାଏଁ ଅନେକ ତଥ୍ୟ ଭାରତୀୟ ସେ-ନାକୁ ପହଞ୍ଚାଇଥିଲେ । ପାକିସ୍ତାନ ରଣନୀତିରେ ଯେତେ ଉଦ୍ୟମ କରିଥିଲେ ମଧ୍ୟ ରବୀନ୍ଦ୍ରଙ୍କ ପାଇଁ ଭାରତ ଠାରୁ ପରାଜୟ ହେଉଥିଲା । କିନ୍ତୁ ୧୯୮୩ ମସିହା ରବୀନ୍ଦ୍ରଙ୍କ ପାଇଁ କାଳ ସାଜିଲା ।

ତାଙ୍କୁ ସାହାଜ୍ଯ କରିବା ପାଇଁ ଭାରତ ପାକିସ୍ତାନକୁ ଇନାୟତ ମସିହା ନାମକ ଜଣେ ଗୁ-ପ୍ତ-ଚ-ରଙ୍କୁ ପଠାଇ ଥିଲା । ଇନାୟତଙ୍କ ଭୁଲ ପାଇଁ ଧରା ପଡିଥିଲେ ରବୀନ୍ଦ୍ର । କୃର ପାକିସ୍ତାନର ଅ-କ-ଥ-ନି-ୟ ଅ-ତ୍ୟା-ଚା-ର ପାଇବା ପରେ ମୁହଁ ଖିଲି ନ ଥିଲେ ରବୀନ୍ଦ୍ର । ଦୀର୍ଘ ୧୬ବର୍ଷ ପାକିସ୍ତାନ ଜେଲରେ ରହିବା ପରେ ମୁଲତାନ ଜେଲରେ ବନ୍ଦୀ ଥିବା ବେଳେ ୨୦୦୧ରେ ପ୍ରା-ଣ ହ-ରା-ଇ-ଥି-ଲେ ରବୀନ୍ଦ୍ର । ଏହିପରି ଭାବେ ରବୀନ୍ଦ୍ର ଦେଶ ପାଇଁ ସ-ହି-ଦ ହୋଇଥିଲେ ।

ବନ୍ଧୁଗଣ ରବୀନ୍ଦ୍ରଙ୍କ ସଚ୍ଚା ଦେଶପ୍ରେମ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *