ମୃତ୍ୟୁ ପୂର୍ବରୁ ମା’ଙ୍କ ସହ Debikaଙ୍କ ଶେଷ ମୁହୂର୍ତ୍ତ, ଦେଖିଲେ ଆଖିରେ ଲୁହ ରହିବନି…ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ବଡ ବଡ କଳାକାର ମାନେ କାମ କରିଥାନ୍ତି । ଆଉ ତାଙ୍କର କାମ ବା ଅଭିନୟକୁ ନେଇ ଦେଶରେ ଚାରି ଆଡେ ଚର୍ଚ୍ଚା ଜୋର ଧରିଥାଏ । ତେବେ ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ପ୍ରତିଭା ପ୍ରଦଶନ କରି ଆଜିର ସମୟରେ ଘରେ ଘରେ ଖୁବ ଲୋକପ୍ରିୟ ହେବାର ସଫଳ ହୋଇ ପାରିଛନ୍ତି । ତେବେ ଟିଭି ପରଦାରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ଅଭିନେତ୍ରୀ ଙ୍କ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ତିଳୋତ୍ତମା । ସେ ଟିଭି ପରଦାରେ ଅନେକ ସିରିଏଲ ରେ ଚମତ୍କାର ଅଭିନୟ କରି ଖୁବ ଚର୍ଚ୍ଚ ରେ ରହିଛନ୍ତି । ତାଙ୍କର ଅଭିନୟ ଦେଖିବାକୁ ଦର୍ଶକ ମାନେ ବେସ ଆଗ୍ରହ ପ୍ରକାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଆସିଛି ବହୁତ ବଡ ଦୁଖର ଖବର । ସୂଚନା ଅନୁଯାୟୀ ଅଭିନେତ୍ରୀ ତିଳୋତ୍ତମା ଙ୍କ ମୃତ୍ୟୁବରଣ ହୋଇଛି ଯାହାକୁ ନେଇ ପୁରା ଇଣ୍ଡଷ୍ଟ୍ରି ରେ ଶୋକର ବାଦଲ ଖେଳି ଯାଇଛି ।

କିନ୍ତୁ ମୃତ୍ୟୁ ପୂର୍ବରୁ ସେ ତାଙ୍କ ଝିଅ ଦେବିକା ସହ କିପରି ସମୟ ବ୍ଯତୀତ କରିଛନ୍ତି ତାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣଙ୍କ ଆଖି ରେ ବି ଲୁହ ଚାଲି ଆସିବ । ତେବେ ଏହି ଭିଡିଓ ରେ ତିଳୋତ୍ତମା ନିଜ ଝିଅ ଦେବିକା ଙ୍କ ସହ ଖୁବ ସାରା ମଜା ମସ୍ତି କରିବାର ନଜର ଆସୁଛନ୍ତି । ଦେବିକା ମଧ୍ୟ ଜଣେ ଅଭିନେତ୍ରୀ ଯିଏ କି ଟିଭି ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ।

ମା ଝିଅଙ୍କର ସ୍ନେହ ଆଉ ଭଲ ପାଇବା ଏହି ଭିଡିଓ ରେ ଦୃଶ୍ୟ ହେଉଛି ପରସ୍ପରସ୍ର ପ୍ରତି । ଦେବିକା ନିଜ ମା ଙ୍କୁ ଢାଳି ଆଲିଙ୍ଗନ କରି ତାଙ୍କ ସହ କଥା ହେଉଛନ୍ତି ଆଉ ଗେଲ ମଧ୍ୟ ହେଉଛନ୍ତି । ସତରେ ଏ ଦୃଶ୍ୟ ଖୁବ ମନୋଲୋଭା ଆଉ ହୃଦୟ ସ୍ପର୍ଶୀ ଅଟେ । କଥା ରେ ଅଛି ମା ପିଲାର ସମ୍ପର୍କ ଅତୁଟ ଯେତେ ଯାହା ହେଲେ ବି ଏହା କେବେ ଭଙ୍ଗିବ ନାହି । ଯାହାର ଉଦାରହଣ ହେଉଛନ୍ତି ଦେବିକା ଓ ତାଙ୍କ ମା ତିଳୋତ୍ତମା ।

ମୃତ୍ୟୁ ପୂର୍ବରୁ ତିଳୋତ୍ତମା ନିଜ ପରିବାର ସହ ବେସ ହସ ଖୁସି ରେ ସମୟ ବ୍ଯତୀତ କରିଛନ୍ତି । ଖାସ କରି ନିଜ ସହ ଦେବିକା ଙ୍କ ସହ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ତିଳୋତ୍ତମା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *